ଏମିତି ବି ହୋଇଥିଲା : ମାଧୁରୀଙ୍କ ବିବାହ ପ୍ରସ୍ତାବକୁ ମନା କରିଥିଲେ ପ୍ଲେବ୍ୟାକ ସିଙ୍ଗର ସୁରେଶ ୱାଡ଼େକର
ମୁମ୍ବାଇ: ବଲିଉଡ଼ର ଧକ୍ଧକ୍ ଗାର୍ଲ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ପ୍ରତ୍ୟେକ ସିନେପ୍ରେମୀଙ୍କ ପାଖରେ ଖୁବ୍ ପ୍ରିୟ । ହିନ୍ଦି ସିନେମା ଇଣ୍ଡଷ୍ଟ୍ରିଜକୁ ମାଧୁରୀ ଅନେକ ସୁପରହିଟ୍ ଫିଲ୍ମ ଦେଇ ନିଜର ପ୍ରଶସଂକଙ୍କ ନିକଟରେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ୫୫ ବର୍ଷ ବୟସରେ ମଧ୍ୟ ମାଧୁରୀଙ୍କର କୋଟି…