Latest Odisha News

BREAKING NEWS

କେଉଁ କାରଣରୁ ଅଭିନେତା ପପୁ ପମ୍‌ ପମ୍‌ଙ୍କୁ ପଥର ମାଡ଼ ?

ଚିକିଟି: ହଟହଟା ହେଲେ ଅଭିନେତା ପପୁ ପମ୍‌ ପମ୍‌। ପଥର ମାଡ଼ ହୋଇଥିବା ଅଭିଯୋଗ । ଗତକାଲି ଗଞ୍ଜାମ ଚିକିଟି ବ୍ଲକର ସୋରଳ ଗାଁରେ ମହାଶିବରାତ୍ରୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତା ପପୁ ପମ୍‌ ପମ୍‌ଙ୍କ ଉପରକୁ ପଥର ମାଡ଼ ହୋଇଛି । କେବଳ ଏତିକି ନୁହେଁ ପପୁଙ୍କୁ ପାଣି…

ବାପାଙ୍କ ପାଇଁ ହାଇକୋର୍ଟ ଗଲେ, ଲିଭର ଦାନ କରି ଦେଶର ସର୍ବ କନିଷ୍ଠ ଅର୍ଗାନ ଡୋନର ହେଲେ

କେରଳ: କେରଳର ଜଣେ ୧୭ ବର୍ଷର ବାଳିକା ଦେବନନ୍ଦା ନାମ୍ନୀ ନିଜ ପିତାଙ୍କୁ ଯକୃତର ଦାନ କରି ଦେଶର ସର୍ବକନିଷ୍ଠା ଅଙ୍ଗଦାତା ହୋଇଛନ୍ତି। ଦେଶର ଆଇନ ନାବାଳିକାଙ୍କୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଉ ନ ଥିବାରୁ ସେ କେରଳ ହାଇକୋର୍ଟରୁ ଅନୁମତି ମାଗିଥିଲେ। କୋର୍ଟରୁ ଅନୁମତି ପାଇବା ପରେ ୯ ତାରିଖ…

ପୁଣି ଏକାଠି ସ୍କ୍ରିନ ସେୟାର କରିବେ ଅକ୍ଷୟ-ପରେଶ-ସୁନୀଲ

ମୁମ୍ବାଇ: ‘ହେରାଫେରି’ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୁମାର, ପରେଶ ରାୱଲ୍ ଓ ସୁନୀଲ ସେଟ୍ଟୀଙ୍କୁ ଦର୍ଶକ ଏବେ ବି ଭୁଲି ନାହାନ୍ତି । କାରଣ ସେ ଫିଲ୍ମରେ ତିନି ଜଣଙ୍କ ଜବରଦସ୍ତ ଅଭିନୟର ଛାପ ରହିଛି । ଖୁସିର କଥା ସିନେପ୍ରେମୀ ପୁଣି ଥରେ ଏହି ତିନି ଅଭିନେତାଙ୍କୁ ଏକାଠି ଦେଖିବାକୁ ପାଇବେ…

ନ୍ୟାୟ ପାଇଁ ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସୋମାଲିକା

ଭୁବନେଶ୍ୱର: ଏତଲା ରଖିବାକୁ ୯ ମାସ ବିତିଲା । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୧ ଦିନ ତଳେ ପୋଲିସ ଏତଲା କରିଛି । ଶାସକ ଦଳରେ ସମସ୍ତେ ସ୍ୱଚ୍ଛ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ…

ଦଳୀୟ ନାଁ ଓ ସଙ୍କେତ କିଣିବା ଘଟଣାକୁ ନେଇ ବଡ ଖୁଲାସା: ୨୦୦୦ ‌କୋଟି ଟଙ୍କାର ଚୁକ୍ତି ହୋଇଥିବା କହିଲେ ସଞ୍ଜୟ ରାଉତ

ମ୍ବାଇ: ନିର୍ବାଚନୀ ଚିହ୍ନ ଏବଂ ଦଳର ନାମକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ପଡୁଛି ଉଠୁଛି । ଏହାକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଶିବସେନା ନିର୍ବାଚନ ଚିହ୍ନ ଧନୁତୀରକୁ ନେଇ  ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା  ସଞ୍ଜୟ ରାଉତ ରବିବାର…

ଗାଁ ବାସିନ୍ଦା ଭଳି ଗାଁରେ ବୁଲୁଛନ୍ତି ସିଂହ ; ଭିଡିଓ ହେଉଛି ଭାଇରାଲ୍‌

ଆମ୍ରେଲି : ଗାଁ ଭିତରେ ବୁଲୁଛନ୍ତି ସିଂହ । ବିଶ୍ବାସ ନ ହେଉଥିଲେ ମଧ୍ୟ ସତ । ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ ଆଉ ଥରେ ଯଦି ଦେଖିଦେବେ ତାହେଲେ ଭୟରେ ରାତିରେ ଆଉ ଘରୁ ବାହାରକୁ ବାହାରିବେନି । ଗୁଜରାଟ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ…

ଭିନ୍ନ ପରମ୍ପରା, ସିଗାରେଟ୍‌ ପିଆଇ ଜ୍ୱାଇଁ ଚର୍ଚ୍ଚା

ନୂଆଦିଲ୍ଳୀ: ଭାରତରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ପରମ୍ପରା ଓ ରୀତିନୀତି ରହିଛି। ସେହିପର ବିବାହକୁ ନେଇ ସବୁ ଜାଗାରେ ଅଲଗା ଅଲଗା ନିୟମ ଥାଏ। ଆପଣମାନେ ଜାଣିଥିବେ ବାହାଘରରେ ବରଯାତ୍ରୀ ଆସିବାପରେ ବର ଚର୍ଚ୍ଚା ଆରମ୍ଭ ହୋଇଥାଏ। କନ୍ୟାଘର ଲୋକେ ବରକୁ ଜଳଖିଆ ସର୍ବତ ଆଦି ଦେଇ ଚର୍ଚ୍ଚା କରନ୍ତି ।…

ବିଷଧର ସାପ ସହ ଖେଳୁଛନ୍ତି ମହିଳା, ଦେଖିଲେ ହୋସ ଉଡ଼ିଯିବ

ସାପ ଏପରି ଏକ ପ୍ରାଣୀ ଯାହାକୁ ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ଏମିତି କି ଟିଭି ପରଦାରେ ଦେଖିଲେ ବି ଭୟ ଆସିଥାଏ । ଥରେ ଭାବନ୍ତୁ ଯେ, ଯଦି ଆପଣଙ୍କ ସାମ୍ନାରେ ମାଳ ମାଳ ସାପ ବୁଲୁଛନ୍ତି ତେବେ ଆପଣଙ୍କ ଅବସ୍ଥା କ’ଣ ହେବ । ଯେତେ ସାହସୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଏଭଳି ପରିସ୍ଥିତିର…

ତୁର୍କୀ-ସିରିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ବୃଦ୍ଧି, ୩ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଧ୍ୱଂସ

ନୂଆଦିଲ୍ଲୀ: ତୁର୍କୀ-ସିରିଆ ଭୂମିକମ୍ପକୁ ୧୨ ଦିନ ବିତିସାରିଛି। ଏହି ପ୍ରାକୃତିକ ମହାବିପର୍ଯ୍ୟୟରେ ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏହି ଭୂମିକମ୍ପରରେ ତୁର୍କୀରେ ୩ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଧ୍ୱଂସ…

ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ; ବର୍ଷକ ଭିତରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ବରଗଡ଼: ନିର୍ବାଚନ ସମୟରେ ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ। ବରଗଡ଼ ଝାରବନ୍ଧରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷେ…