Latest Odisha News

BREAKING NEWS

ପ୍ରେମିକ ସହ ଫେରାର ହେଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ବଲାଙ୍ଗିର : ବାଜୁଥିଲା ବାଜା, ଫୁଟୁଥିଲା ବାଣ । ଉତ୍ସବ ମୁଖର ଥିଲେ ପୂରା ପରିବାର । ବିବାହ କରିବା ପାଇଁ ବରଯାତ୍ରୀ ନେଇ ଆସିଥିଲେ ବର। ହସ ଖୁସୀରେ ବାହାଘର ବି ସରିଲା ଭୋଜି ଭାତ ବି ହେଲା । ହେଲେ ରାତି ପାହିଲେ କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ । କିନ୍ତୁ ଘରୁ ବିଦାୟୀ ନେବା…

ଇ-ମେଲ ପଠାଇ ଭାରତରେ ୪୫୦ କର୍ମଚାରୀ ଛଟେଇ କଲା ଗୁଗଲ

ନୂଆଦିଲ୍ଲୀ: ପୁଣି କର୍ମଚାରୀ ଛଟେଇ କଲା ଗୁଗଲ। ଭାରତରେ କମ୍ପାନୀ ବିଭିନ୍ନ ବିଭାଗରୁ ୪୫୩ କର୍ମଚାରୀଙ୍କ ଛଟେଇ କରିଛି। ଗୁଗଲ ଇ-ମେଲ୍ ଦେଇ କର୍ମଚାରୀମାନଙ୍କୁ ଚାକିରି ଛଟେଇ କରିଥିବା ସୂଚନା ମିଳିଛି। ଗୁରୁବାର ବିଳମ୍ବିତ ରାତିରେ କର୍ମଚାରୀଙ୍କୁ ଛଟେଇ ନେଇ ମେଲ୍ ପଠାଇଥିଲା କମ୍ପାନୀ। ସକାଳୁ…

ତୁର୍କୀ-ସିରିଆ ଭୂମିକମ୍ପର ୧୧ ଦିନ ପରେ ୩ ଜୀବନ୍ତ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା

ଇସ୍ତାନବୁଲ: ତୁର୍କୀ-ସିରିଆ ଭୂମିକମ୍ପର ୧୧ ଦନ ବିତିଯାଇଥିଲେ ବି ଏବେ ଧ୍ୱସଂସ୍ତୁପ ଭିତରେ ଜୀବନ ଚାପି ହୋଇ ରହିଥିବା ଆଶାରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଶୁକ୍ରବାର ଉଦ୍ଧାରକାରୀ ଟିମ୍ ୩ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି।  ଭୂମିକମ୍ପରେ ମୋଟ ମୃତ୍ୟୁ ସଂଖ୍ୟା ୪୫  ହଜାର…

୧୫ ଦିନର କାମ ମାତ୍ର ୫ ଦିନରେ; ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଲଞ୍ଚ୍ ହେଲା MPassport Police App

ନୂଆଦିଲ୍ଲୀ: ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଉପଭୋକ୍ତକାଙ୍କୁ ଆଉ ୧୫ ଦିନ ଅପେକ୍ଷା କରିବାକୁ ପଡ଼ିନି। ଖୁବ୍‌ଶୀଘ୍ର ପାସ୍‌ପୋର୍ଟ ଭେରିଫିକେସନ ହୋଇଯିବ। ଏଥିପାଇଁ ଡିଜିଟାଲ ଇଣ୍ଡିଆ ଅଭିଯାନରେ ଏମ୍‌ପାସ୍‌ପୋର୍ଟ ପୁଲିସ ଆପ୍(MPassport Police App) ଲଞ୍ଚ କରିଛନ୍ତି କେନ୍ଦ୍ର ସରକାର।…

ଫକୀରମୋହନଙ୍କ ସାହିତ୍ୟ କୃତିର ପ୍ରଚାରପ୍ରସାର ହେଉ

ଭୁବନେଶ୍ୱର : ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓଡ଼ିଶା ଶାଖା ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସଚିବାଳୟ ମାର୍ଗର ରୋଟାରୀ କ୍ଲବରେ ଆୟୋଜିତ ହେଇଯାଇଛି । ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ପ୍ରତିଷ୍ଠାତ୍ରୀ ମନିକା ଦାସ ଫକୀରମୋହନ ଫାଉଣ୍ଡେସନ କିଭଳି ଯୁବ ପୀଢ଼ି ଛାତ୍ରଛାତ୍ରୀ,…

ସହରର ଆକର୍ଷଣ ବିଲେଇ

ପୋଲାଣ୍ଡ: ଦୁନିଆର ସବୁ ସହରରେ କିଛି ଏମିତି ସ୍ଥାନ ରହିଛି, ଯାହା ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ । ଯଦି ସମଗ୍ର ଭାରତ ବିଷୟରେ କୁହାଯାଏ, ତେବେ ରାମ ମନ୍ଦିର, ତାଜମହଲ, ଦକ୍ଷିଣ ଭାରତର ପ୍ରାଚୀନ ମନ୍ଦିରଗୁଡ଼ିକୁ ପର୍ଯ୍ୟଟନ ସ୍ଥାନ ଗୁଡିକର ନାଁ ଶୁଣିଥିବେ ନିଶ୍ଚୟ । କିନ୍ତୁ ପୋଲାଣ୍ଡର…

କଥାକାର ଜଗଦୀଶ ମହାନ୍ତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍ ତରଫରୁ ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କ ଜୟନ୍ତୀ ସ୍ଥାନୀୟ ରେଡକ୍ରସ ଭବନଠାରେ ପାଳିତ ହୋଇଯାଇଛି। ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କଥାକାର ଯଶୋଧାରା ମିଶ୍ର ମୁଖ୍ୟ ଅତିଥି ଭାବରେ ଏବଂ ଗାଳ୍ପିକା ତଥା ସମାଲୋଚିକା କବିତା…

ମିସିସିପିରେ ସିରିଜ୍‌ ଗୁଳିକାଣ୍ଡ: ୬ ନିହତ

ମିସିସିପି: ମିସିସିପି ନିକଟ ଟେଟ୍‌ କାଉଣ୍ଟିରେ ଶୁକ୍ରବାର ସିରିଜ୍‌ ଗୁଳିକାଣ୍ଡ ଘଟିଛି। ଘଟଣାରେ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା CNN ରିପୋର୍ଟରେ କୁହାଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗୁଳିକାଣ୍ଡ ଆର୍କାବୁଟ୍‌ଲା କମ୍ୟୁନିଟି ମଧ୍ୟରେ ଘଟିଛି। ସେଥିରୁ…

ଦାସ୍ତାନ ଏ କାବୁଲର ନୂଆ ମରିୟମ୍, ତୁନିଷାଙ୍କ ସ୍ଥାନ ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଧାରାବାହିକ ଅଲିବାବା: ଦାସ୍ତାନ ଏ କାବୁଲରେ  ଅଭିନୟ କରୁଥିବା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ଏବେ ଜେଲରେ ଅଛନ୍ତି ପୂର୍ବ ପ୍ରେମିକ ଶିଜାନ ଖାନ୍ । ତେବେ ଏ ଘଟଣା ପରେ  ଲୋକପ୍ରିୟ ସୋ’ ଅଲିବାବା: ଦାସ୍ତାନ ଏ କାବୁଲରୁ ତାଙ୍କୁ ହଟାଯାଇଥିବା ବେଳେ ଏବେ ତାଙ୍କ ସ୍ଥାନ…

ଅନନ୍ତ ନୀରବତାର ଯୋଗୀରାଜ ଓ ନୃତ୍ୟରାଜ ଶିବ

ରାଜଲକ୍ଷ୍ମୀ ତ୍ରିପାଠୀ  ଯୋଗ ଏବଂ ଶିବ ଅଭିନ୍ନ । ତେଣୁ ଶିବ ହେଉଛନ୍ତି ଯୋଗେଶ୍ବର। ଶ୍ରୀକୃଷ୍ଣ ହେଲେ ମହାଯୋଗେଶ୍ବର । ହରି ଓ ହର ଉପାସନା ଆମ ସସ୍କୃତିର ଏକ ବୈଶିଷ୍ଟ୍ୟ। କବି ବ୍ରଜନାଥ ବଡ଼ଜେନା "ଅମ୍ବିକା ବିଳାସ "ରେ ଲେଖିଛନ୍ତି: "ଅଚ୍ୟୁତ ଶିବ ଏ ଅଭିନ୍ନ ଅମ୍ବିକା ରାଧିକା…