Latest Odisha News

BREAKING NEWS

ଭାରତରେ ଅଫିସ୍ ବନ୍ଦ କଲା ଟ୍ୱିଟର; କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ଅଫିସ ବନ୍ଦ କଲା ଟ୍ୱିଟର। କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦେଲା କମ୍ପାନୀ। ଭାରତରେ ଟ୍ୱିଟର ୩ ଅଫିସ ରହିଥିବା ବେଳେ ସେଥିରୁ ଦୁଇଟିକୁ ବନ୍ଦ କରିଦେଇଛି। ବନ୍ଦ ହୋଇଯାଇଥିବା ଦୁଇଟି ଅଫିସ ଦିଲ୍ଲୀ ଓ ମୁମ୍ବାଇର। ଏଲନ ମସ୍କ ଯେବେ ଠାରୁ ଟ୍ୱିଟର…

ଏବେ ୬୫ ରୁ ଅଧିକ ବୟସ୍କ ରୋଗୀ ଅଙ୍ଗ ଗ୍ରହଣ ପାଇଁ ନାଁ ପଞ୍ଜିକରଣ କରିପାରିବେ

ନୂଆଦିଲ୍ଲୀ: ଏବେ ୬୫ ବର୍ଷରୁ ଅଧିକ ବୟସ୍କ ରୋଗୀ ମୃତ ବ୍ୟକ୍ତିଙ୍କୁ ଠାରୁ କିଡନୀ ଗ୍ରହଣ କରିବା ପାଇଁ ନିଜ ନାଁକୁ ପଞ୍ଜିକରଣ କରିପାରିବେ। ଅଙ୍ଗଦାନ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ନିୟମରେ ପରିବର୍ତ୍ତନ କରିବାକୁ…

ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ ହେଲା ସର୍ବ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ: ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠ ପାର୍ବତିସାଗର ନିକଟରେ ପ୍ରଜ୍ୱଳିତ ହୋଇଛି ଦେଶର ସର୍ବବୃହତ ଏକାଦଶତମ  ଜଗତ ମଙ୍ଗଳ ଜାଗର ଦୀପ। ଗୁରୁବାର ସଂନ୍ଧ୍ୟାରେ ଶ୍ରୀ ଲୋକନାଥଙ୍କ ଦୀପ ଆସି ଏହି ଦୀପ ପ୍ରଜ୍ୱଳିତ ହୋଇଥିଲା। ୮ଫୁଟ ଲମ୍ବ ଓ ୬ଫୁଟ ଓସାର ଦୁଇ ଫୁଟ…

୯୦ ଲକ୍ଷର ମର୍ସିଡିଜ୍‌ କାର୍‌ କିଣିଲେ MBA ଚା’ ବାଲା’, ଇନଷ୍ଟାରେ ସେୟାର କଲେ ଭିଡିଓ

କଥାରେ ଅଛି କୌଣସି ପେଶା କେବେ ଛୋଟ ହୋଇନଥାଏ  । ଆଉ ପେଶାଠୁ ବଡ଼ ଧର୍ମ କୌଣସି ଧର୍ମ ହୋଇନଥାଏ । ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ କେବଳ ଯେ କଷ୍ଟ କଲେ ସଫଳତା ହାସଲ କରିହେବ ତାହା ନୁହେଁ । ବରଂ ନିଜ କାର୍ଯ୍ୟରେ ନିଷ୍ଠା,ଏକାଗ୍ରତା ବିଶ୍ବାସ ରଖିବା ଦରକାର ତେବେ ଯାଇ ସଫଳତାର…

ଆମେରିକା ସଂସଦରେ ଆଗତ ହେଲା ଦ୍ୱିଦଳୀୟ ବିଧେୟକ-ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

ୱାଶିଂଟନ: ଆମେରିକାର ଦୁଇଜଣ  ସାଂସଦ ଅରୁଣାଚଳ ପ୍ରଦେଶର ସମସ୍ୟା ଉପରେ ଭାରତକୁ ସମର୍ଥନ କରି  ସଂସଦରେ ଏକ ଦ୍ୱିଦଳୀୟ ବଲ ଆଗତ କରିଛନ୍ତି । ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି । ଏହି ବିଲ ଓରେଗୋନର ସାଂସଦ ଜେଫ ମର୍କେଲ ଏବଂ ବିଲ ହାଗେର୍ଟୀ ଆଗତ…

ଦୁଇ ରାଜ୍ୟର ସୀମାରେ ରହିଛି ନିଆରା ରେଳ ଷ୍ଟେସନ

ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରଥାନ୍ତି। କେତେକ ଷ୍ଟେସନ ନିଜର ସୌନ୍ଦର୍ଯ୍ୟ କିମ୍ବା ଲମ୍ବା ପ୍ଲାଟଫର୍ମକୁ ନେଇ ବେଶ ଜଣାଶୁଣା । ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟେସନ ବିଷୟରେ କହିବୁ ଯାହା ଜାଣିଲେ ଆପଣ…

ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ମୁମ୍ବାଇ: ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ସେ ତାଙ୍କ ଇସ୍ତଫା ପତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କ ନିକଟକୁ ପଠାଇଛନ୍ତି। ଜୟ ଶାହ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଟ୍ୱିଟ୍ କରି ଏହି…

ଇମ୍ରାନଙ୍କୁ ଗିରଫ କରିବାକୁ ପହଞ୍ଚିଲା ପୁଲିସ ! ରୋକିବାକୁ ଘର ବାହାରେ ପିଟିଆଇ କର୍ମୀଙ୍କ ଭିଡ଼

ଇସ୍‌ଲାମାବାଦ: ପାକିସ୍ତାନରେ ରାଜନୈତିକ ହାଇ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ଭୟରେ ନିଜକୁ ଘର ଭିତରେ କଏଦ କରି ରଖିଥିବା ବେଳେ ଲାହୋରର ପୋସ ଜମାନ ପାର୍କ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି ପୁଲିସ୍। ହେଲେ ତାପୂର୍ବରୁ ଇମ୍ରାନଙ୍କ ସୁରକ୍ଷା…

ଭାରତ-ଅଷ୍ଟ୍ରେଲିଆ ଦ୍ୱିିତୀୟ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଦିଲ୍ଲୀରେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ  ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ନାଗପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ…

ଏୟାର ଇଣ୍ଡିଆର ଐତିହାସିକ ଚୁକ୍ତି; ଆଉ ୩୭୦ ଜେଟ୍‌ କିଣିବ କମ୍ପାନୀ

ନୂଆଦିଲ୍ଲୀ: ଆହୁରି ବିମାନ କିଣିବ ଏୟାର ଇଣ୍ଡିଆ। ମୋଟ ୮୪୦ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ୍। ପୂର୍ବରୁ ୪୭୦ ବିମାନ ଅର୍ଡର ଦେଇ ବେସାମରିକ ବିମାନ କିଣା ଚୁକ୍ତିରେ ରେକର୍ଡ କରିଥିବା ଟାଟା ପୁଣ ୩୭୦ ଜେଟ୍ ବିମାନ କିଣିବ। ଏନେଇ ଏୟାର ଇଣ୍ଡିଆର ବାଣିଜ୍ୟିକ ଓ ପରିବର୍ତ୍ତନ…