ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୮)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
କେତେ ପାଦ ଆଗେଇଲା ପରେ ହଠାତ ସେ ଚମକି ପଡ଼ିଲା, ସତ କି ମିଛ ବୁଝି ନପାରି । ପ୍ରେସ୍ ରିପୋରଟରମାନଙ୍କ ପାଇଁ ଘେରା ହୋଇଥିବା ବାଉଁଶବାଡ଼କୁ ଆଶ୍ରୟ କରି ଚନ୍ଦ୍ରଭାନୁ ଠିଆ ହୋଇଛନ୍ତି । ସତେକି କୋଟିନିଧି ପାଇଗଲା ସେ…