Latest Odisha News

BREAKING NEWS

ଆଜି ତ୍ରିପୁରାରେ ଭୋଟ ଗ୍ରହଣ; ମତଦାନ କରୁଛନ୍ତି ଭୋଟର

ନୂଆଦିଲ୍ଲୀ : ଆଜି ତ୍ରିପୁରା ବିଧାନସଭା ନିର୍ବାଚନ  । ୬୦ ଟି ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ  । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।  ପ୍ରାୟ ୨୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ଏହି…

ନ୍ୟୁଜିଲାଣ୍ଡ ପରେ ଫିଲିପିନ୍ସରେ ଭୂମିକମ୍ପ: ଗତ ୧୦ ଦିନ ଭିତରେ ୪ ଦେଶକୁ ଭୂକମ୍ପ ଝଟ୍‌କା

ମାନିଲା: ଏବେ ବିଭିନ୍ନ ଦେଶରେ ଭୂମିକମ୍ପ ହେବାରେ ଲାଗିଛି। ଗତକାଲି ନ୍ୟୁଜିଲାଣ୍ଡରେ ଏକ ବଡ଼ ଭୂମିକମ୍ପ ହୋଇଥିବା ବେଳେ ଗୁରୁବାର ଫିଲିପିନ୍ସରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି। ସେଣ୍ଟ୍ରାଲ୍‌ ଫିଲିପିନ୍ସର ମାସ୍‌ବେଟ୍‌ ଅଞ୍ଚରେ ଏହି ଭୂମିକମ୍ପ ହୋଇଥିବା ଆମେରିକା ଭୌଗଳିକ ସର୍ଭେକ୍ଷଣ…

ବାହୁଡ଼ିଗଲେ ଦ୍ୱିତୀୟ ଈଶ୍ବର

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ବର୍ତ୍ତମାନର ସମୟ ଏକ ଘଡିସନ୍ଧିର ସମୟ। ସମଗ୍ର ମାନବ ଜାତି ତା’ର ବଳ ,କଳ ,କୌଶଳ ଲଗାଇ ଲଢୁଛି ଏକ ଅଦୃଶ୍ୟ ଆତଙ୍କବାଦୀ ସହିତ । ମାନବ ଜାତିର ସବୁ ପ୍ରୟାସ କୁ ଫୁତ୍କାର ମାରି ଉଡେଇ ଦେଇ ରକ୍ତମୁଖା ଆତଙ୍କବାଦୀ ବିଜୟୋଲ୍ଲାସରେ ଘୁରି ବୁଲୁଛି ଦେଶ ପରେ…

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ଯ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମ ଜ୍ଞାନୀମାନେ ଦେହlଭିମାନରୁ…

ଗୋଟିଏ ମଞ୍ଚରେ ବିବାହ ବନ୍ଧନରେ ବାନ୍ଧିହେବେ ୧୨୧ ଯୁବତୀ, ଉପହାରରେ ମିଳିବ ଟିଭି, ଫ୍ରିଜ, ଖଟ

ଛତରପୁର: ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ଛତରପୁରରେ ଥିବା ବାଗେଶ୍ୱର ଧାମରେ ​​୧୨୧ ଜଣ ଯୁବତୀଙ୍କ ସାମୁହିକ ବିବାହ କରାଯିବ। ତେବେ ବଡ କଥା ଯେ ନବ ବିବାହିତ ଦମ୍ପତିଙ୍କୁ ଅନେକ ଉପହାର ଦିଆଯିବ | ବାସ୍ତବରେ ଦିନକୁ ଦିନ ବାହାଘର ପାଇଁ ହେଉଥିବା ଖର୍ଚ୍ଚ ବଢିଚାଲିଥିବାବେଳେ ଆର୍ଥିକ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତେବେ କ’ଣ ଇଏ ବିରହର ଅଶ୍ରୁ ? ବିବାହ ସ୍ଥିର ହୋଇଥିବା ପୁରୁଷଟିଏ ପାଇଁ ଅନୂଢ଼ା ଝିଅଟିଏର ହୃଦୟରେ ଏତେ ବ୍ୟାକୁଳତା ? ଏଇ ବୋଧେ ପ୍ରେମର ପୂର୍ବରାଗ । ଏଇଭଳି ଅନୁଭବ ସମୟରେ ନିଜକୁ ସେ ଅନେକ ବାର ପ୍ରଶ୍ନ କରିଛି ।…

ଅନୁବାଦ କବିତା : ମୁଁ ଚିନ୍ତିତ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ  ଦ୍ରୁତ ଗତିରେ ଚାଲିଛି ବସ ତା ପଛରେ ଛୁଟି ଚାଲିଛନ୍ତି ମଣିଷ ପିଲାଙ୍କୁ ସମ୍ଭାଳୁ ସମ୍ଭାଳୁ ସ୍ତ୍ରୀଲୋକ ସଡ଼କରେ ଏତେ ଧୂଳି ଉଡୁଛି ଯେ ମତେ କିଛି ଦେଖା ଯାଉ ନାହିଁ ମୁଁ ଚିନ୍ତା କରି ଚାଲିଛି। ମୁରବୀମାନେ ଚିନ୍ତା କଲାବେଳେ ଆଖି ବନ୍ଦ…

ସେନା ଉପମୁଖ୍ୟ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଏମ୍‌ଭି ସୁଚିନ୍ଦ୍ର କୁମାର

ନୂଆଦିଲ୍ଲୀ: ସେନା ଉପମୁଖ୍ୟ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଏମ୍‌ଭି ସୁଚିନ୍ଦ୍ର କୁମାର। ସେନା ଉପମୁଖ୍ୟ ଥିବା ଲେଫ୍ଟନାଣ୍ଟ ଜେନେରାଲ୍ ବିଏସ୍ ରାଜୁଙ୍କୁ ଦକ୍ଷିଣ ପଶ୍ଚିମ ସେନା କମାଣ୍ଡ ଦାୟିତ୍ୱ ଦିଆଯିବା ପରେ ତାଙ୍କ ସ୍ଥାନରେ ସୁଚିନ୍ଦ୍ରଙ୍କୁ ନିଯୁକ୍ତି ମିଳିଛି। ସେନା ଉପମୁଖ୍ୟ…

ପେଟ୍ରୋଲିଂ ବେଳେ ହୋମଗାର୍ଡ଼ଙ୍କ ଉପରେ ମାଡ଼ିଗଲା ଗାଡ଼ି, ଚାଲିଗଲା ଜୀବନ

ଆନନ୍ଦପୁର : ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣେ କାର୍ଯ୍ୟରତ ହୋମଗାର୍ଡ଼ଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ସୁରେଶ କୁମାର ରାଉତ । ତାଙ୍କର ବୟସ ୪୭ ବର୍ଷ । ଘର ତରିମୂଳ…

ଆପଣ ବିଏ ପାସ କରିଛନ୍ତି କି? ଶୀଘ୍ର କରନ୍ତୁ ଆବେଦନ ସରକାର ଦେଉଛନ୍ତି ୫୦ ହଜାର ଟଙ୍କା

ପାଟନା: ଆପଣ ବିଏ ବା ସ୍ନାତକ ପାସ କରିଛନ୍ତି କି? ଯଦି ହଁ, ତେବେ ଡେରି କାହିଁକି କରୁଛନ୍ତି ? ତୁରନ୍ତ ଆବେଦନ କରନ୍ତୁ ଆଉ ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ପାଆନ୍ତୁ | ତେବେ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବରଂ ବିହାର ସରକାର ଏଭଳି ଏକ ଯୋଜନା ବାବଦରେ ଘୋଷଣା କରିଛନ୍ତି |…