ନାର୍କୋ ପରୀକ୍ଷା ପରେ ବି ଗୋପାଳ କାହିଁକି ହତ୍ୟା କଲା ଖିଅ ଖୋଜିପାରୁନି କ୍ରାଇମବ୍ରାଞ୍ଚ ଟିମ୍?
ଭୁବନେଶ୍ୱର: ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ପରୀକ୍ଷା ପରେ ବି କାହିଁକି ମନ୍ତ୍ରୀ ନବ ଦାସଙ୍କୁ ସେ ହତ୍ୟା କଲା ଖିଅ ଖୋଜିପାରୁନି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ କ୍ରାଇମବ୍ରାଞ୍ଚ ଟିମ୍। ହତ୍ୟା ଘଟଣାକୁ ଆଜିକୁ ୧୮ ଦିନ ପୂରଣ ହୋଇଛି। ଏହି ସୂଚନା ସେତେବେଳେ ମିଳିଛି ଯେତେବେଳେ…