ଶାହାରୁଖଙ୍କ ଯବାନରେ ଅଲ୍ଲୁଅର୍ଜନଙ୍କ ଏଂଟ୍ରି
ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ସମସ୍ତଙ୍କ ନଜର ରହିଛି । ସାଉଥ ଫିଲ୍ମମେକର ଏଟଲୀ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଯବାନରେ ନୟନତାରା ଓ ବିଜୟ ସେତୁପତିଙ୍କ ପରି ପ୍ରତିଷ୍ଠିତ ସାଉଥ କଳାକାର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ…