ଯାଜପୁରରେ ବିଜେପିକୁ ଶକ୍ତ ଝଟକା: ଇସ୍ତଫା ଦେଲେ ୨୦୦ରୁ ଉର୍ଦ୍ଧ୍ବ କର୍ମୀ
ଯାଜପୁର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ଯାଜପୁର ଭାରତୀୟ ଜନତା ପାର୍ଟିର ଯୁବ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ , ଜିଲ୍ଲା ସାଧାରଣ ସମ୍ପାଦକ ହୃଷୀକେଶ ମେକାପଙ୍କ ସହ ଦୁଇଶହରୁ ଅଧିକ କର୍ମୀ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଯାଜପୁରର…