Latest Odisha News

BREAKING NEWS

ବିପଦରେ ଲକ୍ଷ ଲକ୍ଷ ଏଣ୍ଡ୍ରୟଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଭାରତରେ 5G ଆରମ୍ଭ ସହ ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଛି । ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍ଥା ଚେତାବନୀ ଦେଇଛି । ସାମସଙ୍ଗ ଗାଲାକ୍ସି, ୱାନ୍ ପ୍ଲସ୍, ଅପୋ, ଭିଭୋ, ସାଓମି ଭଳି ସ୍ମାର୍ଟଫୋନ୍ ସାମିଲ୍ ରହିଛି । ଏସବୁ ଫୋନ୍…

ଫୁଲରେ ଫୁଲରେ ଏରୋପ୍ଲେନ୍‌

ଅନେକ ହୁଏତ ଶୁଣିିଥିବେ ଦୁବାଇର ମିରାକଲ୍ ଗାର୍ଡେନ ସତରେ ପୃଥିବୀରେ କାଳ୍ପନିକ ସ୍ୱର୍ଗର ଅନୁଭୂତି ଆଣିଦେଇଥାଏ । କାରଣ ଏଠି ଚାରିଆଡ଼େ ରଙ୍ଗବେରଙ୍ଗର ଓ ଅସରନ୍ତି ପ୍ରକାରର ଫୁଲର ପସରା ଦେଖିବାକୁ ମିଳେ । ତାସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି ଦର୍ଶକଙ୍କୁ ଆନମନା କରିଦିଏ । ଯିଏ ଥରେ…

ମା’ ହେଲେ ଟ୍ରାନ୍ସଜେଣ୍ଡର ଦମ୍ପତି, ପୁଅ କି ଝିଅ ଦେଲେନି ସୂଚନା

ଥିରୁଭାନନ୍ତପୁରମ: କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିୟା ଓ ଜହାଦ ଖୁବ୍‌ଶୀଘ୍ର ଘରକୁ ଆସିଲା ନୂଆ ଅତିଥି । ଶେଷରେ ପୂରଣ ହେଇଛି ସ୍ୱପ୍ନ  । ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁକୁ ଦେଲେ ଜନ୍ମ  । ଟ୍ରାନ୍ସଜେଣ୍ଡର ଦମ୍ପତି ଜାହାଦ କେରଳର ଏକ ସରକାରୀ ଡାକ୍ତରଖାନାରେ ପ୍ରସବ…

ହାତ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ !

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇ ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ନେତା ଅମୀୟ ପାଣ୍ଡବଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ରାଜ୍ୟ ରାଜନୀତିକୁ ଏହା ଖୋରାକ୍ ଯୋଗାଇଛି । ହେଲେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ୍ ହେବେ କି ନା ସେ ନେଇ କିଛି ମନ୍ତବ୍ୟ…

୧୦୦ଟଙ୍କାରୁ କମ୍ ମୂଲ୍ୟରେ ମିଳୁଥିଲା ବ୍ରାଣ୍ଡେଡ୍ ମଦ

 ଆଜିର ସମୟରେ ସୋସିଆଲ ମିଡିଆ ଏକ ବଡ ପ୍ଲାଟଫର୍ମ । ଯେଉଁଠାରେ ଫଟୋ ଏବଂ ଭିଡିଓ ମାଧ୍ୟମରେ ସମସ୍ତ କାର୍ଯ୍ୟକଳାପ ଭାଇରାଲ ହୋଇଥାଏ । ଗତ କିଛି ଦିନ ହେବ  ପୁରୁଣା ବିଲ ଏବଂ ତା ସହିତ ଏବେକାର  ବିଲ୍ ଭାଇରାଲ୍ ହୋଇଛି । ଏହି ତୁଳନାତ୍ମକ ବିଲ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏବେ…

ଦୁନିଆର ସବୁଠୁ ଦାମୀ ପୋକ, ଯାହାର ମୂଲ୍ୟ ଅଡି-ବିଏମଡବ୍ଲୁ ସହିତ ସମାନ

ପୋକର ମୂଲ୍ୟ କୋଟିଏ ଟଙ୍କା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ପୃଥିବୀରେ ୨ରୁ ୩ ଇଞ୍ଚର ଏମିତି ଏକ ପୋକ ରହିଛି, ଯାହାର ମୂଲ୍ୟ ଅଡ଼ି-ବିଏମଡବ୍ଲୁ ଭଳି ବିଳାସପୂର୍ଣ୍ଣ କାରଠାରୁ ମଧ୍ୟ ଅଧିକ । କିଛି ବର୍ଷ ପୂର୍ବେ ଜଣେ ଜାପାନୀ  ବ୍ୟବସାୟୀ ୮୯,୦୦୦ଡଲାରରେ ଏହି ପୋକ ବିକ୍ରି…

ଏମିତି ଗାଁ ଯେଉଁଠିକୁ ବୋଟ୍‌ରେ ଯାଆନ୍ତି ଲୋକେ

ଦୁନିଆର ଯେକୌଣସି ସ୍ଥାନକୁ ସଂଯୋଗ କରିବାରେ ମାଧ୍ୟମ ହେଉଛି ସଡ଼କମାର୍ଗ । ଯାତ୍ରୀ ପରିବହନଠାରୁ ଆରମ୍ଭ କରି ସାମଗ୍ରୀ ପରିବହନ ସବୁକିଛି ସଡ଼କ ମାଧ୍ୟମରେ ହୋଇଥାଏ । ହେଲେ ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠିକୁ ଆଦୌ ସଡ଼କ ପଥ ସଂଯୋଗ ନାହିଁ । ତେଣୁ ଏହି ଗାଁରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ…

ଗୋପାଳର ହେବ ନାର୍କୋ ଟେଷ୍ଟ, ମିଳିଲା ୫ ଦିନିଆ ରିମାଣ୍ଡ ଅନୁମତି

ଝାରସୁଗୁଡ଼ା: ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପୁଣି ଥରେ ରିମାଣ୍ଡରେ ନେବ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି…

ଚର୍ଚ୍ଚାରେ ମୋଦୀଙ୍କ ନୀଳ ରଙ୍ଗର ଜ୍ୟାକେଟ୍‌, ଜାଣନ୍ତୁ ଏହା ପଛର କାରଣ… 

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମୋଦୀଙ୍କ ଜ୍ୟାକେଟ୍‌  । ସବୁ ସମୟରେ ନିଜର ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ବିରୋଧି ଦଳ ମଧ୍ୟ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ପୋଷାକର ଦାମକୁ ନେଇ ଆଲୋଚନା କରନ୍ତି। ସଂସଦ ହେଉକି ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସବୁ ସମୟରେ…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସନ୍ଧ୍ୟାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର କମିଶନର ତଥା ଶାସନ ସଚିବଭାସ୍କର ଜ୍ୟୋତି ଶର୍ମା, ଏବଂ…