ମଧ୍ୟବିତ୍ତଙ୍କୁ RBI ଝଟ୍କା; ବଢ଼ିଲା ରେପୋରେଟ୍, ବଢ଼ିବ ଇଏମ୍ଆଇ
ନୂଆଦିଲ୍ଲୀ: ଦେଶରେ ମହଙ୍ଗା ବଜାର ନିୟନ୍ତ୍ରାଣଧିନ ରହିଛି। ନିକଟରେ ବଜେଟରେ ସରକାର ଟ୍ୟାକ୍ସ କୋହଳ କରି ମଧ୍ୟବିତ୍ତଙ୍କୁ ଆସ୍ୱସ୍ତି ଦେଇଛି। ହେଲେ ଏପଟେ ଆର୍ବିଆଇ ରେପୋରେଟ୍ ବୃଦ୍ଧି କରି ପୁଣି ସାଧାରଣ ଜନତାଙ୍କୁ ଝଟ୍କା ଦେଇଛି। ରେପୋରେଟ୍କୁ ୨୫ ବେସିସ ପଏଣ୍ଟ (୦.୨୫%) ବଢାଇଛି RBI ।…