ରାହୁଲଙ୍କ ‘ରାଫେଲ ଡିଲ୍’ ଫେଲ୍, ୨୦୨୪ରେ ସ୍ୱପ୍ନ ପୂରଣ କରିବ କି ‘ଆଦାନୀ ପ୍ରସଙ୍ଗ’?
ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ରାଫେଲକୁ ନିଜର ମୁଖ୍ୟ ନିର୍ବାଚନୀ ଅସ୍ତ୍ର କରିଥିଲେ। କିନ୍ତୁ ନିର୍ବାଚନରେ ଏବଂ କୋର୍ଟରେ କୌଣସି ପ୍ରକାର ସଫଳ ହୋଇନଥିଲେ ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳ କଂଗ୍ରେସ। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…