Latest Odisha News

BREAKING NEWS

ଭଗବାନଙ୍କ ପାଖରେ ନାହିଁ ଜାତି-ବର୍ଣ୍ଣ, ଏସବୁ ସୃଷ୍ଟି କରିଛନ୍ତି ପଣ୍ଡିତ: ମୋହନ ଭାଗବତ

ମୁମ୍ବାଇ: ଜାତିବାଦକୁ ନେଇ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛି । କହିଛନ୍ତି, ଆମ ସମାଜକୁ ଭାଗ ଭାଗ କରି ଅନ୍ୟମାନେ ଫାଇଦା ଉଠାଇଛନ୍ତି । ଯାହାର ଫାଇଦା ନେଇ ଆମ ଦେଶ ଉପରେ ଆକ୍ରମଣ କରିଛନ୍ତି, ବାହାର ଲୋକ ଲାଭ ପାଇଛନ୍ତି । ଆମେ ସମସ୍ତ ଦେଶ, ସମାଜ ପାଇଁ କାମ କରୁଛୁ । ଯେତେବେଳେ…

ରିମାଣ୍ଡରେ ଗୋପାଳ, କେତେ ଆଗେଇଲା କ୍ରାଇମବ୍ରାଞ୍ଚ ତଦନ୍ତ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାର ୭ ଦିନ ପରେ ବି ଖୋଲିନି ଗୁମର । ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ଗୋପାଳର ମାନସିକ ସ୍ଥିତି ଏବଂ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ କରୁଛନ୍ତି ଦିଲ୍ଲୀରୁ ଆସିଥିବା…

ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ ବୋଲି କହିଛନ୍ତି ପୁତିନ !

ଜେରୁଜେଲମ: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ତେବେ ଏହି ଯୁଦ୍ଧକୁ ଶେଷ କରିବା ପାଇଁ ବିଭିନ୍ନ ମାଧ୍ୟମରେ ଉଦ୍ୟମ ହୋଇଛି । ରିପୋର୍ଟ ମୁତାବକ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ମଧ୍ୟ ଏ ନେଇ ଉଦ୍ୟମ କରିଥିଲେ । ବେନେଟଙ୍କ କହିବା ଅନୁସାରେ ମୁଁ ଉଭୟ ଦେଶ…

୨୫ ବରକନ୍ୟା ଯୋଡ଼ିଙ୍କ ସାମୂହିକ ବିବାହ

ଭୁବନେଶ୍ୱର: ରାତିରୁ ପ୍ରସ୍ତୁତ ହୋଇସାରିଥିଲା ବେଦୀ । ସକାଳ ହେବାକ୍ଷଣି ସଜେଇ ହୋଇଥିଲେ କନ୍ୟା । ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୨୫ ଜଣ କନ୍ୟା । ଅପେକ୍ଷା ଥିଲା କେତେବେଳେ ପହଞ୍ଚିବ ବର । ମଧ୍ୟାହ୍ନରେ ବରଯାତ୍ରୀ ସହ ରୋଷଣୀରେ ଆସି ପହଞ୍ଚିଲେ ଏକାଥରେ ୨୫ ବର । ଏହା ପରେ ଆରମ୍ଭ ହେଲା…

ତାରା କହିଲେ ନବ ଦାସଙ୍କୁ ଯିଏ ମାରିଛି ତା’କୁ ଫାଶୀ ହେଉ…

କୋରାପୁଟ: ନବ ଦାସଙ୍କ ହତ୍ୟାକାରୀକୁ ଫାଶୀ ଦିଆଯାଉ । ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ନ ଉଠୁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସ୍ଆଇ ଗୁଳି କରି ହତ୍ୟା କରିବା । କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ରାଜନୈତିକ ବୟାନ ବାଜି ଥମୁନି । ପୋଲିସ ଉପରେ ପ୍ରଶ୍ନ ଉଠାଇ ଶାସକ, ବିରୋଧୀ…

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ୫ ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଯାଜପୁର: ଡକାୟତି ଯୋଜନା ପଣ୍ଡ, ୫ ଗିରଫ । ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି । ଛତିଆ ସ୍ଥିତ ଏକ ପେଟ୍ରୋଲ୍ ପମ୍ପରୁ ଡକାୟତି ନେଇ ଯୋଜନା କରୁଥିବା ବେଳେ ବୈରୀ ଥାନା ପୋଲିସ ୫ ଜଣଙ୍କୁ ଗିରଫ କରି…

ଜୁଆ,ଋଣର ପ୍ରଲୋଭନ ଦେଖାଉଥିବା ଚାଇନୀଜ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନ ସହିତ ଜଡିତ ଥିବା ୨୩୨ ମୋବାଇଲ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୧୩୩ ଆପ ଅନଲାଇନ ସଟ୍ଟା ଏବଂ ୯୪ ଆପ ଋଣ ପ୍ରଦାନ କରିଥାଏ । ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମମେଶନ ଟେକ୍ନୋଲୋଜି…

‘ଡେଲିଭରୀ ବୟ” ଙ୍କ କାହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର

ଭୁବନେଶ୍ୱର:ଏବେ ସବୁକିଛି ଅନ୍‌ଲାଇନ୍‌ରେ ଉପଲବ୍ଧ । ଯେ କୌଣସି ଜିନିଷ ଅନ୍‌ଲାଇନ୍‌ରେ ମଗାଇବା ପରେ କମ୍ପାନୀରୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ମାଧ୍ୟମ । ହେଲେ ଠିକ୍ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି…

ନେପାଳରେ ରାଜନୈତିକ ସଙ୍କଟ: ପ୍ରଚଣ୍ଡଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଆରଏସପି

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଲାଗି ରହିଛି । ରବିବାର ପୁଷ୍ପ କମଲ ଦହଲଙ୍କ ସରକାରରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ସମର୍ଥନ ପ୍ରତ୍ୟାହାର କରିନେଇଛି । ଫଳରେ ସରକାର ତିଷ୍ଠିବା ନେଇ ବିପଦ ସୃଷ୍ଟି ହୋଇଛି । ୨୦୨୨ ନେପାଳ ନିର୍ବାଚନରେ ରବି ଲାମିଛାନେଙ୍କ ଆରଏସପି ଚତୁର୍ଥ ବଡ ପାର୍ଟି…

୪୪ ତମ ସଫ୍ଟବଲ ପ୍ରତିଯୋଗିତା ଉଦଘାଟିତ

ପୁରୀ : ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଆଜିଠାରୁ ୫ ଦିନିଆ ୪୪ ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ ଆରମ୍ଭ ହୋଇଛି । ଉଦଘାଟନର ପ୍ରାରମ୍ଭରେ ଦିଲ୍ଲୀର ସିନିୟର ଅମ୍ପାୟର ଗୋପାଳ ସିଂ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସାଂସ୍କୃତିକ…