ଜୁଆ,ଋଣର ପ୍ରଲୋଭନ ଦେଖାଉଥିବା ଚାଇନୀଜ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନ ସହିତ ଜଡିତ ଥିବା ୨୩୨ ମୋବାଇଲ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୧୩୩ ଆପ ଅନଲାଇନ ସଟ୍ଟା ଏବଂ ୯୪ ଆପ ଋଣ ପ୍ରଦାନ କରିଥାଏ । ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମମେଶନ ଟେକ୍ନୋଲୋଜି…