ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାମ, ଜାରି ହେଲା ବିଜ୍ଞପ୍ତି
ଭୁବନେଶ୍ୱର: ଲୋକଙ୍କ ବିପତ୍ତି ସମୟରେ ଛିଡା ହୋଇଥାଏ 'ଓଡ଼ିଶା ଅଗ୍ନିଶମ ସେବା' ବା ଦମକଳ ବାହିନୀ। ଏବେ ଏହି ଓଡ଼ିଶା ଅଗ୍ନିଶମ ସେବାର ନାମ ପରିବର୍ତ୍ତନ ହୋଇଛି। ନୂଆ ନାମ ଭାବେ 'ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା' ରଖାଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ଏକ ବିଜ୍ଞପ୍ତି…