Latest Odisha News

BREAKING NEWS

୨୦ ବର୍ଷ ପରେ ଏକତ୍ର ହେବେ ଜ୍ୟାକି ଆଉ ସୁବାସ ଘାଇ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଜ୍ୟାକି ଶ୍ରଫଙ୍କ ଜନ୍ମ ଦିବସରେ ତାଙ୍କର ଦୀର୍ଘ ଦିନର ବନ୍ଧୁ ତଥା ଫିଲ୍ମ ନିର୍ମାତା ସୁବାସ ଘାଇ ନୂତନ ଫିଲ୍ମର ଘୋଷଣା କରିଛନ୍ତି । ଏଥିସହ ଉଭୟ ୨୦ ବର୍ଷ ପରେ ପୁନର୍ବାର ଏକତ୍ର ହୋଇଛନ୍ତି । ଜ୍ୟାକି ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି । ଶେଷ ଥର ଉଭୟ…

ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ନାଲି ରଙ୍ଗର ଶାଢୀ

ନୂଆଦିଲ୍ଲୀ: ଏଥର ବି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଚର୍ଚ୍ଚା ।  ଦେଶୀ ଶାଢୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନିର୍ମଳା । ଏଥର ବଜେଟରେ ମଧ୍ୟ ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା । ଏଥର ଲାଲ ରଙ୍ଗର ଶାଢୀରେ କୁମ୍ଭପକା ବର୍ଡର ଥିବା ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କରିଛନ୍ତି…

ମନ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ: ପ୍ରଶ୍ନ ଉଠାଇଲା ବିଜେପି, ଜବାବ ଦେଲା ବିଜେଡି

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତି ହୋଇଛନ୍ତି। ଏହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିଜେପି କହିଛି ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବା ପାଇଁ ବ୍ୟଗ୍ର ହୋଇପଡିଛନ୍ତି। ଆଉ…

ସ୍କୁଲରେ ବିସ୍ଫୋରଣ, ହାତ ହରାଇଲେ ଛାତ୍ର

ବାଲିଗୁଡା: ବାଲିଗୁଡାସ୍ଥିତ ରୁତୁଙ୍ଗିଆ ସେଣ୍ଟ ଜାଭିୟର ସ୍କୁଲରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଛାତ୍ର ପାପୁଲି ହରାଇଥିବା ଜଣାପଡିଛି । ଆହତ ଛାତ୍ରମାନେ ସେହି ସ୍କୁଲର ହଷ୍ଟେଲରେ ରହୁଥିଲେ । ଏହି ଅଘଟଣ  ବୁଧବାର ଅପରାହ୍ନରେ ଘଟିଛି । ଖେଳ ଛୁଟି…

ଯୁବ ଏବଂ ଖେଳ ମନ୍ତ୍ରଣାଳୟ ପାଇଁ ଆଖିଦୃଶିଆ ବଜେଟ

ନୂଆଦିଲ୍ଲୀ: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ବୁଧବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ କରାଯାଇଛି । ୨୦୨୨ରେ ଏ ବାବଦକୁ ୨୬୭୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଖେଲୋ ଇଣ୍ଡିଆ ବଜେଟରେ ମଧ୍ୟ…

ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁୂବନେଶ୍ୱର: ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଓଡ଼ିଶା ଗସ୍ତରେ ଦ୍ବିତୀୟ ଥର ଆସିବେ ଦ୍ରୌପଦୀ ମୁର୍ମୁ। ଫେବୃଆରୀ ୧୦ ତାରିଖ ଦିନ ସେ ଭୁବନେଶ୍ୱର ଗସ୍ତରେ ଆସି ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବେ। ଏ ନେଇ ବିଶ୍ବବିଦ୍ୟାଳୟର କୁଳପତି…

ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କଲେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏବେ ପାନ କାର୍ଡ ହିଁ ହେବ ସରକାରୀ ଏଜେନ୍ସ ପାଇଁ ପରିଚୟ ପତ୍ର । ଏ ନେଇ ବଜେଟରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅର୍ଥ ମନ୍ତ୍ରୀ କହିଛନ୍ତି, କେୱାଇସି ପ୍ରକ୍ରିୟାକୁ ଆହୁରି…

ଘର ମରାମତି ବେଳେ କାନ୍ଥରୁ ବାହାରିଲା ପୁଳା ପୁଳା ଟଙ୍କା

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଜଣେ ବ୍ୟକ୍ତି ନିଜ ଘରର ମରାମତି କାମ କରୁଥିବା ବେଳେ ଘର କାନ୍ଥରେ ପୁଳା ପୁଳା ଟଙ୍କା ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆମେରିକା ବାସିନ୍ଦା ଆମଣ୍ଡ ରିସ୍ ନାମକ ଜଣେ…

ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ମିଳିଲା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଦୀର୍ଘ ୨୦ ଦିନ ଧରି ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ଶେଷରେ ମିଳିଯାଇଛି । ୧୨ ଜାନୁୟାରୀରେ ଏହି କ୍ୟାପସୁଲଗୁଡିକ ଏକ ମାଇନିଂ ସାଇଟକୁ ନେବା ବେଳେ ଗୋଟିଏ ହଜି ଯାଇଥିଲା । ଯାହାକି ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ସାଜିଥିଲେ । ଶେଷରେ ଏହାକୁ ଖୋଜିବା ଦେଶର…