Latest Odisha News

BREAKING NEWS

ଆମେରିକା ଭ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିମନ୍ତ୍ରଣ: ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ। ଖରାଦିନରେ ଦେଶ ବୁଲିଯିବାକୁ ନିମନ୍ତ୍ରଣ ଦେଲେ ରାଷ୍ଟ୍ରପତି ଜୋ ବାଇଡେନ। ଖବର ସରବରାହ ସଂସ୍ଥା ପିଟିଆଇରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ…

ବଜେଟ ପୂର୍ବରୁ ଚମକିଲା ସେୟାର ମାର୍କେଟ

ନୂଆଦିଲ୍ଲୀ:  ଆଜି ଫେବୃୟାରୀ ୧  । ସଂସଦରେ ଆଗତ ହେବ ସାଧାରଣ ବଜେଟ । ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ବି  ପଡିଛି ।   ଆଜି ସକାଳୁ ସକାଳୁ ସବୁଜ ସଙ୍କେତ ଦେଇ ଖୋଲିଛି ସେୟାର ମାର୍କେଟ । ବୃଦ୍ଧିକୁ ନେଇ  ବୁଧବାର  ସକାଳୁ ଖୋଲିଛି ଭାରତୀୟ ବେଞ୍ଚ ମାର୍କ, ସେନ୍ସେକ୍ସ ଓ ନିଫ୍ଟି  ।…

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଅତ୍ୟାଧୁନିକ ପ୍ରଣାଳୀରେ ହେବ ଚିକିତ୍ସା  

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଅଛନ୍ତି । ଲିଭର୍ ସିରିଓସିସ ରୋଗରେ ପୀଡିତ ଥିବା ସୂଚନା । ଅତ୍ୟାଧୁନିକ ପ୍ରଣାଳୀରେ ଚିକିତ୍ସା ହେବା ନେଇ ସୂଚନା ରହିଛି  । ସୂଚନା ମୁତାବକ୍‌, ଅଭିନେତା ପିଣ୍ଟୁ ନନ୍ଦ କିଛି ଦିନ ତଳେ ଡାକ୍ତରଖାନାରେ…

ଇନ୍ଦିରା ଓ ରାଜୀବ ଗାନ୍ଧୀ ସହିଦ ହୋଇ ନାହାନ୍ତି ବରଂ ଏହା ଏକ ଦୁର୍ଘଟଣା ଥିଲା: ବିଜେପି ନେତା

ନୂଆଦିଲ୍ଲୀ: ଦେଶ ପାଇଁ କେବଳ ଗାନ୍ଧୀ ପରିବାର ସହିଦ ହୋଇ ନାହାନ୍ତି। ତା ଛଡ଼ା ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ଯାହା ହେଲା ତାହା ଦୁର୍ଘଟଣା ଥିଲା, ତାକୁ ସହିଦ କୁହାଯିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଏପରି ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ ମୁହଁରୁ ଲୁହ ପୋଛି ଭାଉଜ ପୁଣି ତାକୁ ସତେଜ କରି ଦେଲେ । ନଜର ନ ଲାଗିବା ପାଇଁ କାନ ପଛରେ କଳାଟୀକାଟିଏ ଛୁଆଁଇ ଦେଲେ । ସେତେବେଳକୁ ପଦ୍ମିନୀ ଯେମିତିକି ଚାବିଦିଆ କଣ୍ଢେଇଟିଏ ହୋଇଯାଇଥିଲା । ଭାଉଜ…

ବରିଷ୍ଠ ନେତାଙ୍କୁ ଗଳା କାଟି ହତ୍ୟା; ଫେରାର୍‌ ଗ୍ୟାଙ୍ଗକୁ ଖୋଜୁଛି ପୁଲିସ୍

ଚେନ୍ନାଇ: ତାମିଲନାଡୁ ରାଜନୈତିକ ଦଳ ହିନ୍ଦୁ ମକ୍କାଲ କାଚିର ବରିଷ୍ଠ ନେତାଙ୍କୁ ଗଳାକାଟି ହତ୍ୟା। ମଙ୍ଗଳବାର ବିଳମ୍ବିତ ରାତିରେ ମଦୁରାଇ ଠାରେ ଦୁର୍ବୃତ୍ତଙ୍କ ଏକ ଗ୍ୟାଙ୍ଗ୍ ହିନ୍ଦୁ ମକ୍କାଲ କାଚିର ଦକ୍ଷିଣ ଜିଲ୍ଲା ଡେପୁଟି ହେଡ୍‌ ମଣିକନ୍ଦନଙ୍କ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା କରିବା…

ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଅନୁଗୁଳ: ଥମୁନି ହାତୀଙ୍କ ଉତ୍ପାତ । ଅନୁଗୁଳ ବ୍ଲକ ବସଲା ଗାଁରେ ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ମୃତ ବୃଦ୍ଧ ଜଣକ ହେଲେ ସିଧେଶ୍ୱର ସେଠୀ । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପୂର୍ବାହ୍ନରେ ସିଦ୍ଧେଶ୍ୱର ବଉଳି ନାଳ ନିକଟକୁ କାଠ ଆଣିବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରି…

ଭାଷା ଭାଗବତ : ସତ୍ୟର ମରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିଜର ନୀତ୍ୟାଦର୍ଶ ଧରି ଯେ ନିଜ କାମ ଯାଏ କରି ସେ କେବେ ଚାହେଁନି ବିଶ୍ରାମ ଲୋଡ଼େନି ବିବାଦ, ସଂଗ୍ରାମ ଅନ୍ୟ କାହାର ସଂଗେ କଳି ନ କରି ଜାଣେ ଯେଣୁ ଚଳି ନ ଥାଂତି ତା'ର ଶତ୍ରୁ, ବଂଧୁ ତା ମନେ ଲାଗେନି…

ଆଜି ଆସିବ ବଜେଟ୍‌, ସବୁବର୍ଗର ଲୋକଙ୍କୁ ଖୁସି କରିପାରନ୍ତି ସରକାର

ନୂଆଦିଲ୍ଲୀ : ଆଜି ଆସିବ ୨୦୨୩ -୨୪  ସାଧାରଣ ବଜେଟ୍‌  । ସଂସଦରେ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ  । ଆଗାମୀ ବର୍ଷରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆଜିର ବଜେଟ ଉପରେ ସାଧାରଣ ଲୋକଙ୍କ ରହିଛି ନଜର  । ଚଳିତ ବଜେଟରେ କେନ୍ଦ୍ର ସରକାର…

ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ବର : ଆଜିଠୁ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ  । ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ମେଳାର ଲକ୍ଷ୍ୟ ହେଉଛି ବୁଣାକାର ଓ ହସ୍ତଶିଳ୍ପ…