Latest Odisha News

BREAKING NEWS

ଟିପିଏସଓଡ଼ିଏଲ ଜିଏମଙ୍କ ଅମାପ ସମ୍ପତ୍ତି

ବ୍ରହ୍ମପୁର: ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସଓଡିଏଲ୍‌‌)ର ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ତାଜା ସୂଚନା ମିଳିବା ସୁଦ୍ଧା ତାଙ୍କ ପାଖରେ ୯ଟି ପ୍ଲଟ୍‌‌, ଗୋଟିଏ ଫାର୍ମ ହାଉସ, ଗୋଟିଏ ଫ୍ଲାଟ୍‌‌, ୩ଟି ବହୁତାଳ…

ସ୍ୱଳ୍ପ ଗଳ୍ପ : ପ୍ରେମପତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୩ ପ୍ରେମପତ୍ର ମାନେ ଏକଦା ଥିଲେ । ଥିଲେ ବା ଏକଦା ବୋଲି ଏମିତି ପ୍ରାକ୍-ଭାଷ ପ୍ରେମପତ୍ର ସହିତ ଯୋଡିବା ବେଳକୁ ମନ ବିଷାଦରେ ଭରିଯାଉଛି କାରଣ ସମସାମୟିକ ପ୍ରେମପତ୍ର(?) ମାନ ସଂକ୍ଷିପ୍ତ-ବାର୍ତ୍ତା-ବାହକ ବା ଏସ୍ଏମ୍ଏସ୍ ର…

ଟଙ୍କା ବଦଳରେ ପଥର ଦେଇ କିଣନ୍ତି ମୂଲ୍ୟବାନ୍‌ ଜିନିଷ, ପଥର ପଛରେ କ’ଣ ରହିଛି ରହସ୍ୟ ?

ନୂଆଦିଲ୍ଲୀ : ଜିନିଷ କିଣିବା ପାଇଁ ଦରକାର ପଡ଼େନି କୌଣସି କାଗଜର ନୋଟ୍‌ କି ମୁଦ୍ରା  । ପଥର ଦେଲେ ମିଳିଥାଏ ଜିନିଷ । ଆଜିକା ଦୁନିଆରେ କୌଣସି ଜିନିଷ କିଣିବାକୁ ହେଲେ ଆମେ ଟଙ୍କା ଦେଇ ଜିନିଷ କିଣିଥାଉ । କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପଥର ମୁଦ୍ରାର ପ୍ରଚଳନ ରହିଛି ।…

ନବଙ୍କ ଦେହରେ ବାଜିଥିଲା କେତୋଟି ଗୁଳି ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପୋଷ୍ଟ ମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ଡାକ୍ତର । ଯେଉଁ ରିପୋର୍ଟରେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ରହିଛି । ନବ ଦାସଙ୍କୁ କେଉଁ ସମୟରେ ଗୁଳି…

ପଠାନ ଯୋଗୁ ବଂଚିଗଲା ଶାହାରୁଖଙ୍କ କ୍ୟାରିୟର, ୧୦ ବର୍ଷ ହେବ ପ୍ରଶଂସକଙ୍କୁ କରୁଥିଲେ ନିରାଶ

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ଭାବେ ପରିଚିତ ଶାହାରୁଖ ଖାଁ ଏବେ ପୁନର୍ବାର ଚର୍ଚ୍ଚାରେ । ପଠାନ ଫିଲ୍ମର ସଫଳତା ଶାହାରୁଖଙ୍କ ୧୦ ବର୍ଷ ଏବଂ ଦୀପିକା ପାଦୁକୋନଙ୍କ ୫ ବର୍ଷର ଖରାପ କ୍ୟାରିୟରକୁ ସଜାଡିବାରେ ସହାୟ ହେଉଛି । ପଠାନ ପୂର୍ବରୁ ଚେନ୍ନାଇ ଏକ୍ସପ୍ରେସ ଛାଡିଦେଲେ ଶାହାରୁଖ ସେଭଳି ବଡ…

ଓଡ଼ାସିଂହା ହାଇସ୍କୁଲରେ ବନ୍ଧୁ ମିଳନ

କଟକ :  କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ଓଡ଼ାସିଂହା ହାଇସ୍କୁଲରେ ୧୯୮୧ ମାଟ୍ରିକ ବ୍ୟାଚ୍‌ର ଦ୍ବିତୀୟ ବନ୍ଧୁମିଳନ ଜାନୁଆରୀ ୨୯ ତାରିଖରେ ଆନନ୍ଦ ଉଲ୍ଲାସର ସହ  ପାଳିତ ହୋଇଯାଇଛି । ସେଠାରେ ଉପସ୍ଥିତ ଥିବା ବନ୍ଧୁମାନେ ପୁରୁଣା ଦିନର ସ୍ମୃତି ମନେ ପକାଇ ବନ୍ଧୁମିଳନକୁ ବେଶ୍‌ ଉପଭୋଗ କରିଥିଲେ…

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ୨୦୪୭ ସୁଦ୍ଧା ଭାରତ ଆଧୁନିକତାର ସ୍ୱର୍ଣ୍ଣିମ ଅଧ୍ୟାୟ ରଚିବ

ନୂଆଦିଲ୍ଲୀ:ଆଜିଠୁ ଆାରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାରଗର୍ଭକ ଅଭିଭାଷଣ ଦେଇଛନ୍ତି । ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି କହିଥିଲେ, ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରି ସାରିଛି । ଏବେ ସ୍ୱାଧୀନତାର ଅମୃତ କାଳ । ଆଗାମୀ…

ସଂସଦରେ ଉପସ୍ଥାପିତ ହେଲା ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ସହ ପ୍ରଥମ ଦିନରେ ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଆଗତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୩-୨୪ ବର୍ଷରେ ବିକାଶ ଦର ୬ରୁ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି ।…

ବସ୍‌କୁ ଧକ୍କା ଦେଲା କାର୍‌, ଚାଲିଗଲା ୪ ଜଣଙ୍କ ଜୀବନ

ଅହମ୍ମଦାବାଦ : ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ବଡ଼ ଅଘଟଣ ।  ଭାରସାମ୍ୟ ହରାଇ ବସ୍‌ କୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥର ଦହନୁ ଅଞ୍ଚଳରେ ଏହି ଦୁର୍ଘଟଣାଟି ଘଟିଛି।…

ସାଧୁ ବେଶରେ ଭିକ ମାଗୁଥିଲେ ୬ ମୁସଲିମ୍ ଯୁବକ, ଲୋକେ ଧରି ପିଟିଲେ

ପାଟଣା: ଭାରତରେ ଭିକ୍ଷା ବୃତ୍ତି ଏକ ସାଧାରଣ କଥା । ଅନେକ ଠାକୁରଙ୍କୁ ଧରି ରାସ୍ତାଘାଟରେ ଟଙ୍କା ମାଗନ୍ତି । ବିହାରର ନୱାଦା ଜିଲ୍ଲାରେ ସାଧୁସନ୍ଥ ବେଶରେ ଭିକ୍ଷା ମାଗୁଥିବା ୬ ଜଣ ମୁସଲିମ୍ ଯୁବକ ଧରା ପଡ଼ିଛନ୍ତି । ସାଧୁ ବେଶରେ ଥିବା ୬ ମୁସଲମାନ୍ ଯୁବକଙ୍କୁ ଭଲ କରି ଛେଚିଛନ୍ତି ଲୋକେ ।…