Latest Odisha News

BREAKING NEWS

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମନୋନୟନ ତାଲିକା ଅସିଦ୍ଧ ଘୋଷଣା: ହେବ ସାନି ତାଲିକା

ଭୁବନେଶ୍ୱର : ଘୋଷଣା ହେବ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’  । ମନୋନୟନ ତାଲିକାକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ପୁଣି ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ପାଇଁ ମନୋନୟନ କରାଯିବ  । ଏନେଇ ଓଡ଼ିଆ‌ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇଛି। ୨୦୧୯…

ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ନୂଆଦିଲ୍ଲୀ : ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ। ଆଜି ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା। ଏନେଇ ଜେଏମ୍‌ଏଫ୍‌ସି ଭୁବନେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ…

ଭାଷା ଭାଗବତ : ସପକ୍ଷ, ବିପକ୍ଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କ୍ଷମତା ଆଉ ଅଧିକାର ଥିଲେ ଦିଶଇ ଚମତ୍କାର କିଂତୁ ନ କଲେ ବ୍ୟବହାର ଉନ୍ନତି ହୁଏନି କାହାର କ୍ଷମତା ଅଳଂକାର ଭଳି ନିୟମିତ ପାରେନି ଚଳି କେବଳ ରହେ ସୁରକ୍ଷିତ କରେନି କେବେ କାହା ହିତ…

କେଶ ପାଇଁ ଉପକାରୀ ‘ମେଥି’…. ଔଷଧ ଭଳି ଦେଇଥାଏ କାମ

ମେଥିର ଦାନାରେ ରହିଛି ଔଷଧୀୟ ଗୁଣ । ପ୍ରତିଦିନ ରୋଷେଇରେ ଆମେ ବ୍ୟବହାର କରିଥାଉ  । କଣ ଆପଣ ଜାଣନ୍ତି ଏହି ମେଥି ସ୍ୱାସ୍ଥ୍ୟ ସହ କେଶ ପାଇଁ ଖୁବ୍‌‌ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ଆଇରନ, ପ୍ରୋଟିନ୍‌‌ ଓ ଅନ୍ୟ ଭିଟାମିନ…

ଡାର୍କ ଚକୋଲେଟ୍‌ ଦେହ ପାଇଁ ଉପକାରୀ…

ଛୋଟ ପିଲାମାନେ ଚକୋଲେଟ୍‌ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  ।  ଚକୋଲେଟ୍‌ ପାଟିକୁ ବହୁତ ଭଲ ଲାଗେ  । ପ୍ରତ୍ୟେକ ମା’ ପିଲାମାନଙ୍କୁ ଚକୋଲେଟ୍‌ ଖାଇବାକୁ ବାରଣ କରିଥାଆନ୍ତି  । କାରଣ ଚକୋଲେଟ୍‌ ଖାଇଲେ ଦାନ୍ତ ପୋକ ଖାଇବା ସହ ପେଟରେ କୃମି ହେବା ପରି ସମସ୍ୟା ଦେଖାଯାଇଥାଏ  ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରା ଭିତରେ ଜଡ଼ିତ "ଦୁର୍ଗା ମାଧବ "ଉପାସନା ବିଷୟରେ ଆଲୋଚନା କଲେ।  ଜାଣିଲେ "ଶାକ୍ତ ଗୁଣ୍ଡିଚା "ର ପ୍ରକୃତ ସ୍ୱରୂପ ଓ ରୀତିନୀତି, ତେଵେ ଆସନ୍ତୁ…

ଆଜିଠୁ ସଂସଦର ବଜେଟ ଅଧିବେଶନ: ଆଦାନୀ, ବିବିସି ପ୍ରସଙ୍ଗରେ ସରକାରକୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସୋମବାର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏଥିରେ ବିରୋଧୀ ଦଳ ଆଦାନୀ ଗ୍ରୁପ୍, ଜାତି ଭିତ୍ତିକ ଗଣନା ଏବଂ ମହିଳା ସଂରକ୍ଷଣ ବିଲ୍ ପାସ୍ ପ୍ରସଙ୍ଗ ଉଠାଇଥିଲେ। ଏଥି ସହିତ ସଂସଦରେ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ…

‘ଫେବୃଆରୀରେ ଓଡ଼ିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର’

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାକୁ ହାଇଦ୍ରାବାଦ ଯାଇଥିବା ଓଡି଼ଶା ନେତା ଫେରିଛନ୍ତି। ସୋମବାର ଅପରାହ୍ନରେ କେସିଆରଙ୍କ ଚାଟାର୍ଡ ବିିମାନ ଭୁବନେଶ୍ୱରରେ ଏହି ନେତାଙ୍କୁ ଛାଡିଥିଲା। ଏହାପରେ ଉତ୍ସାହିତ ଥିବା ବିଆରଏସ ନେତା କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାରେ 1…

ଜେଲ୍ ଗଲେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା (ରୋଶନ):  ଜେଲ ଗଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ। ଏଏସଆଇ ଚାକିରିରୁ ସୋମବାର ବରଖାସ୍ତ ହେବା ସହ ସେ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଗରେ କହିଥିବା ସୂଚନା ରହିଛି। ସୋମବାର ଗିରଫ କରାଯିବା ପରେ ଗୋପାଳଙ୍କୁ ଝାରସୁଗୁଡା…

ଘରୋଇ ଟିଭି ଚ୍ୟାନେଲର ଲୋକସେବା କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ ।…