ଶୋଇବା ଘରୁ ୭ ଫୁଟ୍ର ଅଜଗର ଉଦ୍ଧାର
କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତ ମାଦି ଗ୍ରାମର ସମାରି ସୀସା ନାମକ ଜଣେ ବୃଦ୍ଧାଙ୍କ ଶୋଇବା ଘରୁ ୭ ଫୁଟ୍ର ଅଜଗର ସାପ ଉଦ୍ଧାର କରାଯାଇଛି । ରବିବାର ରାତିରେ ସମାରି ଏକୁଟିଆ ନିଜ ଶୋଇବା ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ତାଙ୍କ ମୁଣ୍ଡ ପାଖରେ…