ସ୍ୱୀଡେନ ପରେ ଡେନମାର୍କରେ ଜଳାଗଲା କୁରାନ
କୋପେନହାଗେନ: ସ୍ୱୀଡେନ ପରେ ଡେନମାର୍କରେ ମଧ୍ୟ କୁରାନର କପିକୁ ପୋଡାଯାଇଛି । ଯାହାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଦକ୍ଷିଣ ପନ୍ଥୀ ନେତା ରାସମସ ପଲୁଦାନ ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବରୁ ସେ ତୁର୍କୀରେ ମଧ୍ୟ ଦୂତାବସ ଆଗରେ ଏହି କାଣ୍ଡ…