Latest Odisha News

BREAKING NEWS

ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ସରସ୍ବତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା । ଯାଜପୁର ଦାନଗଦି ବ୍ଲକ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଘଟଣାରେ ଏବେ ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା। ସରସ୍ୱତୀ ପୂଜା ଦିନ ସ୍କୁଲ ପରିସରରେ ହୋଇଥିବା ଭୋଜି…

୪୫ ବର୍ଷରେ କିଶୋରଙ୍କ ପରି ଚମକୁଛନ୍ତି; ଫିଟନେସ ପାଇଁ ଖର୍ଚ୍ଚ କରୁଛନ୍ତି ବାର୍ଷିକ ୧୬ କୋଟି

ନୂଆଦିଲ୍ଲୀ:  ଘାରିଛି ଫିଟ୍‌ନେସ୍‌ର ନିଶା  । ବୟସ୍କ ହେବାକୁ ଚାହୁନାହାଁନ୍ତି କିଛି ଲୋକ  । ସେଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା  ।  ସାଧାରଣତଃ ବୟସ ହୋଇଗଲେ ଆମ ଶରୀର ଅସୁସ୍ଥ ହେବା ସହ ଚର୍ମ ଲୋଚାକୋଚା ହୋଇଯାଏ  । କିନ୍ତୁ ଏହି ବାସ୍ତବତାକୁ ମାନିବାକୁ କିଛି ଲୋକ…

ଅପରାଧୀଙ୍କୁ ପୂଜା: ମନସ୍କାମନା ପୂରଣ ପାଇଁ ଚଢାଯାଏ ମଦ

ନୂଆଦିଲ୍ଲୀ : ଭଗବାନଙ୍କୁ ଆମ୍ଭେମାନେ ପୂଜାର୍ଚ୍ଚନା କରିଥାନ୍ତି । ଏମିତି କି ନିଜର ମନସ୍କାମନା ପୂରଣ ପାଇଁ ଭୋଗ,ଦୀପ,ନୈବଦ୍ୟ ଅର୍ପଣ କରିଥାନ୍ତି । ହେଲେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଲୋକେ ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜାର୍ଚ୍ଚନା କରିଥାନ୍ତି ଓ ମନସ୍କାମନା ପୂରଣ ପରେ ମଦ…

ପରିବା ବିକି ଘରକୁ ଫେରୁଥିଲେ, ଚାପିଦେଲା ଭ୍ୟାନ

କେନ୍ଦୁଝର:  ହାଟକୁ ପରିବା ନେଇ ଯାଇଥିଲେ । ବେପାର ସାରି ପଇସା ହିସାବ କରି ଘରକୁ ଫେରୁଥିଲେ । ହେଲେ ଘରେ ପହଞ୍ଚି ପାରିଲେନି । ଅଧାବାଟରେ ଯେମିତି ଛକି ବସିଥିଲା ଯମଦୂତ । ସାମ୍ନାପଟୁ ଆସି ଚାପିଦେଲା ଭ୍ୟାନ । ଚାଲିଗଲା ୪ ଜଣ ପରିବା ବିକାଳିଙ୍କ ଜୀବନ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ ।…

ଅନ୍ୟକୁ ଚାକରି ଦେବାବେଳେ ନିଜ ଚାକିରି ହରାଇଲେ ଗୁଗୁଲ୍ ସିଇଓ

 କାହା ଭାଗ୍ୟ କେତେବେଳେ, କେମିତି ବଦଳିଯିବ, ତାହା କେହି କହି ପାରିବେ ନାହିଁ । ନିକଟରେ ଗୁଗୁଲ୍ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲାଯ । କମ୍ପାନୀର ହଠାତ୍ ଏପରି ନିଷ୍ପତ୍ତି ସମସ୍ତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ​​| ହେଲେ ଅନ୍ୟକୁ ଚାକରି ଦେବାବେଳେ ଯେ ନିଜ ଚାକିରି…

ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଦିଶପୁର: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ୬୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ଏହି ଲିଷ୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ନାଁ ନାହିଁ। ତେଣୁ ସେ ୨୦୨୩…

ପରଲୋକରେ ସାହିତ୍ୟିକ ହୁସେନ ରବି ଗାନ୍ଧୀ

କଟକ : ବିଶିଷ୍ଟ କବି,ସାହିତ୍ୟିକ, ସଙ୍ଗଠକ , ବାଗ୍ମୀ ତଥା ଓଡି଼ଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀଙ୍କର ପରଲୋକ ଘଟିଛି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଗତ କିଛିଦିନ ଧରି ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ…

ଖୋଲିବ କେଦାରନାଥ ଧାମ, ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ : ସାରା ଦେଶରେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଥଣ୍ଡା ଓ ତୁଷାରପାତ ଯୋଗୁଁ କେଦାରନାଥ ଧାମ ବନ୍ଦ ରହିଛି। ହିନ୍ଦୁ ମାନଙ୍କ ରୀତିନୀତି ଅନୁସାରେ ଚାରିଧାମର ମହତ୍ଵ ରହିଥିବାବେଳେ ଏବେ ଚାରିଧାମ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଚାରିଧାମ ମଧ୍ୟରେ ହିମାଳୟ ପାଦଦେଶରେ…

ସନାତନ ଧର୍ମ ଆମର ରାଷ୍ଟ୍ର ଧର୍ମ, ଭଗବାନ ରାମଙ୍କ ମନ୍ଦିର ରାଷ୍ଟ୍ରୀୟ ମନ୍ଦିର: ଯୋଗୀ ଆଦିତ୍ୟ ନାଥ

ଜୟପୁର: ସନାତନ ଧର୍ମ ଆମର ରାଷ୍ଟ୍ର ଧର୍ମ। ତେଣୁ ଆମେ ସମସ୍ତେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡ଼ି ଏହି ରାଷ୍ଟ୍ରୀୟ ଧର୍ମ ସହ ଯୋଡ଼ି ହେବା ଉଚିତ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତୀତରେ ଯଦି ଆମ ଧର୍ମସ୍ଥଳକୁ ଅପବିତ୍ର…

ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହୋଇ ରାହୁଲଙ୍କ ସହ ଚାଲିଲେ ମେହେବୁବା ମୁଫ୍‌ତୀ

ଶ୍ରୀନଗର: ସୁରକ୍ଷାରେ ଅବହେଳା ଅଭିଯୋଗ କରି ଗତକାଲି ଜାମ୍ମୁ-କାଶ୍ମୀରରେ ଭାରତ ଯୋଡ଼ ଯାତ୍ରା ବନ୍ଦ କରିଥିଲା କଂଗ୍ରେସ। ଶନିବାର ସକାଳୁ ପୁଣି ଜମ୍ମୁର ଅୱନ୍ତିପୋରାରୁ ଯାତ୍ରା ଆରମ୍ଭ ହୋଇଛି। ଆଜିର ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଛନ୍ତି ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତୀ।…