ଖାଆନ୍ତୁ ଜାମୁ ରୋଳ , ମିଳିବ ଏହି ଫାଇଦା
ମୁମ୍ବାଇ: ଓ୍ବାଟର ଆପଲ ବା ଜାମୁ ରୋଳ ଏକ ଟ୍ରପିକାଲ ଫଳ । ଯାହା ପ୍ରାୟତଃ ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ । କେରଳ ଏବଂ ଆନ୍ଧ୍ରପ୍ରଦେଶରେ ଏହି ଫଳ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଜାମୁ ରୋଳ କାହିଁକି ଲାଭଦାୟକ ଅଟେ । ଗ୍ରୀଷ୍ମ ଋତୁରେ ଆମ ଶରୀରରେ ଜଳର ଅଭାବ ଦେଖାଯାଏ ।…