ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୭)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଆଜିକାଲି ତ ହୋଟେଲ, ରେଷ୍ଟୁରାଣ୍ଟ ସବୁ କୁଞ୍ଜ ରୂପଧାରଣ କରିଛି । ସହର ସଭ୍ୟତାରେ ବଢ଼ିଥିବା ଶକୁନ୍ତଳା ଆଜି କ୍ଲବକୁ ଆସିଥିବା ଦୁଷ୍ମନ୍ତର ଅଙ୍ଗୁଳୀରେ ପ୍ରୀତି ନିଦର୍ଶନୀ ମୁଦ୍ରିକା ପିନ୍ଧାଇ ଦେଉଛି । ତମେ ପଢ଼ିନ ଉଷା,…