Latest Odisha News

ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ମଙ୍ଗଳବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଅନ୍ତର୍ଗତ ଡେଢେଲ ଗାଁ ନିକଟ ଜଙ୍ଗଲରୁ ଏହି ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଥୁଲଣିକାନି ଗ୍ରାମର ୫୫ ବର୍ଷୀୟ ରତନୀ ରଣା। ସୋମବାରଠୁ ସେ ଘରୁ ନିଖୋଜ…

ରାଜ୍ୟରେ ଖଣି ନିଲାମୀରେ ଅନିୟମିତତା ହୋଇଥିବା ସରକାର ମାନିଛନ୍ତି, କାହା ପକେଟକୁ ଦୁର୍ନୀତି ଟଙ୍କା ଯାଇଛି?

ଭୁବନେଶ୍ୱର: ଖଣି ନିଲାମରେ ବ୍ୟାପକ ଅନିୟମିତତା ହୋଇଛି। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଛି। ଓଡ଼ିଶା ସରକାର ଏହା ସ୍ୱୀକାର କରିଛନ୍ତି। ମଙ୍ଗଳବାର ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି।…

କାହିଁକି ବିଜେପି ଛାଡିବେ ଗିରିଧର ଗମାଙ୍ଗ, ଜବାବ ସୁଆଲରେ କହିଲେ ଶିଶିର

ଜବାବ ସୁଆଲ: ଓଡ଼ିଶା ବିଜେପିର ଅସନ୍ତୁଷ୍ଟ ନେତା କୁହାଯାଉଥିବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଯଦିଓ ତାରିଖ କେବେ କହି ନାହାନ୍ତି ହେଲେ ଉଭୟ ବିଆରଏସରେ ଯୋଗ ଦେବେ ନେଇ…

ଗର୍ଭାଶୟ କର୍କଟ ପାଇଁ ଏସଆଇଆଇର ସ୍ୱଦେଶୀ ଟିକା, ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦ୍ୱିତୀୟ ମାରାତ୍ମକ ରୋଗ ହେଉଛି ଗର୍ଭାଶୟ କର୍କଟ। ଗର୍ଭାଶୟ କର୍କଟ ଭାରତର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁିଥିବା ବିପଦଜନକ ରୋଗରେ ପରିଣତ ହୋଇଛି। ଯାହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଗୁଡିକରେ ଟିକାକରଣ…

ଫୁଟିଲା ବୋମା, ଛିଣ୍ଡିଗଲା ବାଳକର ପାଦ

ସୁନ୍ଦରଗଡ଼: ସଦରଥାନା ସୁବଲୟା ମୁସଲିମ ବସ୍ତିରେ ବୋମା ଫୁଟି ଜଣେ ୧୦ ବର୍ଷ ବାଳକର ପାଦ ଛିଣ୍ଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ବାଳକ ହେଲେ ମୁସଲିମ ବସ୍ତିର ସବିନା ଖାତୁନଙ୍କ ପୁଅ ମହମ୍ମଦ ତେଗି ଅଲ୍ଲୀ…

ଭାରତର ‘BharOS’ ଆଣ୍ଡ୍ରଏଡ୍ ଏବଂ ଆଇଓଏସଠୁ କେତେ ଅଲଗା?

ନୂଆଦିଲ୍ଲୀ: ଯେତେବେଳେ ଆମେ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ବିଷୟରେ କଥା ହେଉ ଭାରତୀୟମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବାବଦରେ ଆଲୋଚନା କରନ୍ତି। ଆମେରିକାନ କମ୍ପାନୀ ଗୁଗୁଲ୍ ଏବଂ ଆପଲ୍ ଦ୍ୱାରା ନିର୍ମିତ ଏହି ଉଭୟ ଅପରେଟିଂ ସଫ୍ଟୱେର୍ ହେଉଛି ବିଶ୍ୱ ବଜାରରେ ଏବେ ବି ଅଗ୍ରଣୀ ରହିଛି। ଏବେ ଭାରତ…

ହରିୟାଣା ଚାଲାଣ ବେଳେ ଜବତ ହେଲା ଗଞ୍ଜେଇ ,୭ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜଣଙ୍କୁୁ ଗିରଫ କରିଛି । ସେମାନଙ୍କଠାରୁ ୩୩୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୬ଟି ମୋବାଇଲ,୨୨ ହଜାର ୧ ଶହ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡାର ବିଭିଷଣ ମାଛ (୨୫), ଓକେଲର…

ତିନି ବର୍ଷ ପରେ ‘ହିଟ୍ ମ୍ୟାନ’ଙ୍କ ଶତକୀୟ ଇନିଂସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତିନି ବର୍ଷ ପରେ ଟିମ୍ ଇଣ୍ଡିଆ ଦିନିକିଆର ଅଧିନାୟକ ରୋହିତ ଶର୍ମା ଶତକୀୟ ଇନିଂସ ମାରିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ରୋହିତଙ୍କ ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଶତକୀୟ ଇନିଂସ ଖେଳି ଦିନିକିଆରେ ୩୦ଟି ଶତକ…

ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ଜାତୀୟ ପରେଡରେ ଝଲସିବ ନାରୀଶକ୍ତି

ଭୁବନେଶ୍ୱର: ଗୁରୁବାର ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳନ କରିବ ୭୪ତମ ସାଧାରଣତନ୍ତ୍ର ଦିବସ । ଦେଶର ମୁଖ୍ୟ ସମାରୋହ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଯାଉଛି । ଏଥର ଜାତୀୟ ପ୍ୟାରେଡରେ କେନ୍ଦ୍ର ସଂସ୍କୃତି ବିଭାଗର ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ…

ଅଭିଯୋଗର ତୁରନ୍ତ ସମାଧାନ କଲେ ଜିଲାପାଳ

ଭବାନୀପାଟଣା : କେସିଙ୍ଗା ବ୍ଲକ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୭ ଜଣ ଅଭିଯୋଗପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୫୪ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୧୩ଟି ଗ୍ରାମ୍ୟ ତଥା ସାମୁହିକ…