Latest Odisha News

BREAKING NEWS

ଘୁଷୁରୀ ମୃତ୍ୟୁ ପାଇଁ ଚକ୍ରବ୍ୟୁହ ରଚୁଥିଲେ ନିଜେ ଫସିଲେ

ନୂଆଦିଲ୍ଲୀ:ଏକ ଘୁଷୁରିକୁ ମାରିବାକୁ ଯାଇ  ହଙ୍ଗକଙ୍ଗରେ ଜଣେ ୬୧ ବର୍ଷିୟ କଂସେଇଙ୍କର ମୃତ୍ୟୁ ଘଟିଛି । ଏହି ଖବରଟି ପୁଲିସ ସୂତ୍ରରୁ ସୂଚନା ପାଇଁ ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ଚୀନ୍‌ର ମେନ୍‌ଲାଣ୍ଡ୍‌ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ହଙ୍ଗକଙ୍ଗ ସହରର ଉତ୍ତରପାର୍ଶ୍ବ ଉପକଣ୍ଠରେ…

ପାଇଖାନା ଟାଙ୍କିରେ ସ୍ବାମୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ ଓ ଶଳା

ଝାରସୁଗୁଡ଼ା : ଦୁଇବର୍ଷ ପରେ ମାମଲା ଉପରୁ ହଟିଲା ପରଦା  । ପାଇଖାନା ଟାଙ୍କିରେ ସ୍ବାମୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ ଓ ଶଳା । ପାଇଖାନା ସେଫଟି ଟାଙ୍କିରୁ ମୃତଦେହ ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଳି ପୋଲିସ । ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାର ଡମ୍ବରୁଧର ପାତ୍ର ।…

ସୁଟକେଶ ଭିତରେ ମୃତ ଦେହ

ବାଲୁଗାଁ: ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରୁ ଯୁବକଙ୍କ ମୃତଦେହ ମିଳିଛି। ରବିବାର ସକାଳେ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ପାଇଁ ଯାଇଥିବା ବେଳେ, ଏକ ନୀଳ ରଙ୍ଗର ସୁଟକେଶ ଦେଖିଥିଲେ। ଜଙ୍ଗଲ ଭିତରେ ସୁଟକେଶ ଦେଖି ଏ ବାବଦରେ ସ୍ଥାନୀୟ ପୋଲିସରେ ଖବର ଦେଇଥିଲେ। ଖବର…

ଦୃଢ଼ୀଭୂତ ହେଲା ଚର୍ଚ୍ଚା, ବିଜେପି ଛାଡ଼ିବେ ଗମାଙ୍ଗ ବାପପୁଅ !

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ । ହେଲେ କାର୍ଯ୍ୟକାରିଣୀକୁ ଆସି ନାହାଁନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଯାହାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା ହେଉଥିଲେ ବି ନେତା ମୁହଁ ଖୋଲୁ ନାହାନ୍ତି । ତେବେ ଗମାଙ୍ଗ ବାପପୁଅ…

ଆଉ ହେବନି ଶୋଏବଙ୍କ ବାୟୋପିକ, ଧମକ ଦେଲେ ଅଖତର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବାୟୋପିକ ଏବେ ଥଣ୍ଡା ବକ୍ସକୁ ଚାଲିଯାଇଛି । ଶୋଏବ ଏହି ବାୟୋପିକରୁ ପଛକୁ ହଟିଯିବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଏ ସମ୍ପର୍କରେ ସେ ଉଲ୍ଲେଖ କରି ଲେଖିଛନ୍ତ ଦୀର୍ଘ ଦିନ ଧରି ଆଲୋଚନା…

୧୫ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ

ସୁବର୍ଣ୍ଣପୁର: ବାଜୁଛି ବାଜା । ତାଳେ ତାଳେ ନାଚୁଛନ୍ତି ଲୋକେ । ଆଉ ସେମାନଙ୍କ ଭିତରେ ବେକରେ ଫୁଳମାଳ ପକାଇ ପ୍ରତ୍ୟେକ ଲୋକଙ୍କୁ ଜୁହାର କରି ଆଗକୁ ଚାଲିଛନ୍ତି ଜଣେ ଯୁବକ । ଏହା କୌଣସି ନିର୍ବାଚନୀ ପ୍ରଚାର ନୁହେଁ ବା ସେ ନେତା ନୁହଁନ୍ତି । ଦିର୍ଘ ୧୫ ବର୍ଷ ତଳେ ହଜିଯାଇଥିବା ପୁଅ ଘରକୁ…

ହକି ଷ୍ଟାର ପ୍ରବୋଧଙ୍କ ଘରୁ ଚୋରୀ, ପଦକ ବି ଲୁଟିନେଲେ

ଭୁବନେଶ୍ୱର: ଭାରତର ଷ୍ଟାର ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରୀ ହୋଇଛି । ଭୁବନେଶ୍ୱରରେ ସେ ରହୁଥିବା ସରକାରୀ ବାସଭବନରେ ଏହି ଘଟଣା ଘଟିଛି । ପ୍ରବୋଧ ଏବଂ ତାଙ୍କ ପରିବାର ଲୋକ ଘରେ ନ ଥିବା ବେଳେ ଚୋରମାନେ ଘରେ ପଶି ଏହି କାଣ୍ଡ ରଚିଥିଲେ । ହକି ବିଶ୍ୱକପ ପାଇଁ ପ୍ରବୋଧ ଏବେ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ୧୩ ଘଣ୍ଟା ରେଡ୍‌

ନୂଆଦିଲ୍ଲୀ : ବଢିଲା ଜୋ ବାଇଡେନଙ୍କ ଅଡ଼ୁଆ । ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ  ରାଷ୍ଟ୍ରପତି ଜୋ ବାଇଡେନଙ୍କ ୱିଲମିଙ୍ଗଟନରେ ଥିବା ବାସଭବନ ଚଢାଉ କରିଛନ୍ତି । ୧୩ ଘଣ୍ଟା ଖୋଜାଖୋଜି କରିବା ପରେ ୬ଟି ଗୋପନୀୟ ତଥ୍ୟ ପାଇଛନ୍ତି ।  ଜୋ ବାଇଡେନ କିଛି ହାତ ଲେଖା ନୋଟ୍‌…

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ…

ବିନା ପାପୁଲି ଓ ପାଦରେ ବି କାର୍ଯ୍ୟ କରିବାକୁ ସକ୍ଷମ

କାକଟପୁର : “ମୁଁ କାହା ଉପରେ ବୋଝ ହେବାକୁ ଚାହେଁ ନାହିଁ। ଯଦି ପଶୁପକ୍ଷୀମାନେ ନିଜେ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି, ତେବେ ମଣିଷ ଜନ୍ମ ନେଇ ମୁଁ କାହିଁକି ଅନ୍ୟ ଉପରେ ନିର୍ଭର କରିବି” । ଏମିତି ଚିନ୍ତାଧାରା ରଖି ଆଗକୁ ବଢ଼ିଛନ୍ତି ଜଣେ ନିଆରା ମଣିଷ ଜଗନ୍ନାଥ ମହାନ୍ତି। ବିନା ପାପୁଲି ଓ…