Latest Odisha News

BREAKING NEWS

୪୦ ବର୍ଷର ସ୍ୱପ୍ନ ପୂରଣ ହେଲା, ୮୮ ବର୍ଷରେ ଜିତିଲେ ୫ କାେଟିର ଲଟେରି

ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି । ବୋଧହୁଏ ଦେବାବେଳେ ଭଗବାନ ଭାବନ୍ତିନି କାହାର କେତେ ଦୂରକାର ।  ନ ହେଲେ ୮୮ ବର୍ଷ ବୟସ୍କଙ୍କ ଭାଗ୍ୟରେ ଅଜାଡି ଦେଇଥାନ୍ତେ ଏତେ ଧନ ! ୮୮ ବର୍ଷର ବୃଦ୍ଧ ଜିତିଲେ ୫ କୋଟିର ଲଟେରୀ । ଭାଗ୍ୟ ବଦଳିଗଲା । ଗାଁର ମହନ୍ତ ପାଲଟିଗଲେ କୋଟିପତି…

ଇ-ମେଲ୍ ଦେଇ ୩୮୦ କର୍ମଚାରୀ ଛଟେଇ କଲା ସ୍ୱିଗୀ: ଚାକିରିରୁ ବିଦା କରି କହିଲା ସରି

ବେଙ୍ଗାଲୁରୁ: ଅନ୍‌ଲାଇନ ଖାଦ୍ୟ ଯୋଗାଣ କମ୍ପାନୀ ସ୍ୱିଗୀ ଭାରତରେ କର୍ମଚାରି ଛଟେଇ ଆରମ୍ଭ କରିଛି। ୩୮୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ମେଲ୍ ଦେଇ ଛଟେଇ କର୍ମାଚାରୀଙ୍କୁ ଛଟେଇ କରିବା ସହ ଏପରି ସ୍ଥିତି ପାଇଁ କ୍ଷମା ମାଗିନେଇଛି। ଚାକିରି ଛଟେଇର ଅନେକ କାରଣ ଦର୍ଶାଇଛନ୍ତି ସ୍ୱିଗୀ…

ଶ୍ରୀ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ଅନିମେଶଙ୍କୁ କୋର୍ଟ ଚାଲାଣ କରିବ ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ଫଳରେ ଗତ ୧୮ ତାରିଖ ଦିନ ଅନିମେଶ…

ଭାରତର ଦୃଷ୍ଟି ଚୀନ୍ ଉପରେ ପଡ଼ୁ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ କିଛି ଦିନ ଧରି ପାଇଁ ଭାରତ - ଚୀନ୍ ସୀମାରେ ଉତ୍ତେଜନା ବୃଦ୍ଧି ପାଉଛି । ବିଶେଷ କରି ତାୱାଙ୍ଗ ଘଟଣା ପରେ ଘଟୁଛି । ଏଥିରେ କୈାଣସି ସନ୍ଦେହ ନାହିଁ ଯେ ଭାରତୀୟ ସେନାର ସୈନିକମାନେ କେବଳ ସାହସର ସହିତ ତାୱାଙ୍ଗରେ ଚୀନ୍ ଅନୁପ୍ରବେଶକୁ ରୋକି ନାହାଁନ୍ତି,…

ମାଡ଼ି ଆସୁଥିଲା ଲୌହ ଦାନବ, ଟ୍ରେନ ଆଡ଼କୁ ମୁହାଁଉଥିଲେ ବାବା..

ବଲାଙ୍ଗିର:ମାଡି ଆସୁଥିଲା ଲୌହ ଦାନବ । ହଠାତ ଜଣେ ଗରୁଆ ବସ୍ତ୍ରଧାରୀ ବାବା ଚାଲିଥାନ୍ତି ଟ୍ରେନ ଆଡକୁ । ସମସ୍ତେ ଭାବୁଥାନ୍ତି, ଏ ବାବା କୁଆଡେ ଯାଉଛନ୍ତି ? ଏଠି ତ ଟ୍ରେନ ଅଟକିବ ନାହିଁ । ପୁରା ପାଖାପାଖି ବାବା ଆଉ ଟ୍ରେନ.. । କେହି କିଛି ବୁଝିବା ଆଗରୁ ଘଟିଲା ଚମକେଇ ଦେବା ପରି ଘଟଣା ।…

ଦକ୍ଷିଣ କୋରିଆର ବସ୍ତିନଗରୀରେ ଭୟାବହ ଅଗ୍ନିକାଣ୍ଡ

ବ୍ୟୁରୋ: ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ ସ୍ଥିତ ଏକ ବସ୍ତି ନଗରୀରେ ଭୟଙ୍କର ଅଗ୍ନିକାଣ୍ଡ । ଯାହା ଫଳରେ ପ୍ରାୟ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କଥା ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷମାନେ କହିଛନ୍ତି। ତେବେ ସୂଚନା ଅନୁଯାୟୀ, ୬୬୦ରୁ ଅଧିକ ପରିବାର ବସବାସ କରୁଥିବା ଦକ୍ଷିଣାଞ୍ଚଳ…

WFI ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଲେ ଆଉ ଜଣେ ରେସଲର

ନୂଆଦିଲ୍ଲୀ: ବିନେଶ ଫୋଗାଟଙ୍କ ପରେ ଏବେ ଅଂଶୁ ମଲିକ ବି ଭାରତୀୟ କୁସ୍ତି ସଂଘ (WFI)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜୟୀନି ଅଂଶୁ ମଲିକ କହିଛନ୍ତି ଯେ ବ୍ରିଜ ଭୂଷଣ ଯେତେବେଳେ ବି କ୍ୟାମ୍ପସ୍ କିମ୍ବା…

ରାଜ୍ୟରେ କୁହୁଡ଼ିର ଆସ୍ତରଣ; ସାମୁଦ୍ରିକ ବାୟୁ ପ୍ରବାହରେ ବୃଦ୍ଧି ଯୋଗୁ କମିବ ଶୀତ

ଭୁବନେଶ୍ୱର: ଗୁରୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ। ତେବେ ସାମୁଦ୍ରିକ ବାୟୁ ପ୍ରବାହ ବଢ଼ିଥିବାରୁ ଆଗାମୀ କିଛି ଦିନ ରାଜ୍ୟର ବିଶେଷ ଶୀତ ଅନୁଭତ ହେବ ନାହିଁ। ତାପମାତ୍ରା ବେଶି କମିବ ନାହିଁ। ଆଗାମି ୪ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ବୋଲି…

ଯୋରନ୍ଦା ମେଳା ପାଇଁ ଖୋଲିଲା ବାଟ

ଢେଙ୍କାନଳ : ଯୋରନ୍ଦା ମହିମା ଗାଦିରେ ତୃତୀୟ ବେଢ଼ା ଉଚ୍ଛେଦ ପରେ ମହିମା ସମାଜର ଦୁଇଗୋଷ୍ଠୀ ସାଧୁ ସମାଜଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। କୌପୀନଧାରୀ ମହିମା ସମାଜ ଓ ବଳ୍କଳଧାରୀ ସମାଜ ମଧ୍ୟରେ ବିବାଦ ଯୋଗୁଁ ଯୋରନ୍ଦା ମେଳା ଠିକ୍‌ଭାବେ ପାଳନ ହେବକି ନାହିଁ ଯେଉଁ ଆଶଙ୍କା…

ଲାଡେନକୁ କେବେ ବି ଭେଟି ନାହିଁ; ଅଲ୍‌କାଏଦା ସହ ଲିଙ୍କ୍‌କୁ ଅସ୍ୱୀକାର କଲା ବିଶ୍ୱ ଆତଙ୍କବାଦୀ ମକ୍କି

ନୂଆଦିଲ୍ଲୀ: ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ଲସ୍କର ତୋଇବା ଆତଙ୍କବାଦୀ ଅବଦୁଲ ରେହମାନ ମକ୍କି ନିଜକୁ ଅଲ୍‌କାଏଦା ଓ ଇସ୍ଲାମିକ୍ ଷ୍ଟେଟ୍ ଠାରୁ ଦୂରେଇ ରଖିଛି। ଏହି ଦୁଇ ଆତଙ୍କବାଦୀ ସଂଗଠନ ସହ ତାର କୌଣସି ସମ୍ପର୍କ ନାହିଁ ବୋଲି ମକ୍କି କହିଛି।  ଏକ ଭିଡିଓ ଜାରି କରି ଏପରି କହିଛି…