ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୦)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ମୋର ସନ୍ଦେହ ହେବାରୁ ପଚାରିଲି ନା... । ତୋ ବାହାଘର ପୂର୍ବରୁ ଆମେ ଭଞ୍ଜନଗର ଛାଡ଼ିଥିଲୁ । ଡାଡ଼ିଙ୍କ ବଦଳି ହୋଇଥିଲା । ତୋ ବାହାଘର ବେଳକୁ ମୁଁ ଦିଲ୍ଲୀରେ ପଢ଼ୁଥିଲି । ଆମ ସାଙ୍ଗରେ ଗୋଟେ ଝିଅ ପଢ଼ୁଥିଲା, ନିହାରୀକା,…