Latest Odisha News

BREAKING NEWS

ଭାରତର ସର୍ବାଧିକ ବେତନ ପ୍ରାପ୍ତ ଚାକିରି, ଜାଣନ୍ତୁ ବେତନ ରାଶି ସମ୍ବନ୍ଧରେ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେ ସମସ୍ତେ ନିଜ ସ୍ୱପ୍ନ ପାଇଁ ସ୍କୁଲ-କଲେଜରୁ କଠିନ ପରିଶ୍ରମ କରୁ । ପରିଶ୍ରମର ଶେଷ ବିନ୍ଦୁ ହେଉଛି କାର୍ଯ୍ୟରେ ସନ୍ତୁଷ୍ଟ, ଦରମା ଦ୍ୱାରା ସଫଳତା ମାପିବା । ତେବେ ଆଜି ଆମେ ଆପଣଙ୍କୁ ଭାରତର ସର୍ବାଧିକ ଦରମା ମିଳୁଥିବା ଚାକିରୀ ବିଷୟରେ କହୁଛୁ । ଯେଉଁ…

ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର: ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ

ନୁହ: ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର ।  ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ବୁଲୁଛି ଜବରଦଖଲ ଇଲକାରେ  ବୁଲଡୋଜର । ଶନିବାର ଏଠାରେ ଏସଏଚକେଏମ ସରକାର ମେଡିକାଲ କେଲଜ ନିକଟରେ ଥିବା ବେଆଇନ ଦୋକାନକୁ ଭାଙ୍ଗୁଛି । ଏଥିସହିତ ଜବରଦଖଲ…

ଜାମ୍ମୁକାଶ୍ମୀରରେ ଭୁକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୨

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୮.୩୬ ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି । ଭୂକମ୍ପ ଭୂପୃଷ୍ଠରୁ ୧୨୯ କିମି ତଳେ ତଥା ଗୁଲମାର୍ଗରୁ ୧୮୪ କିମି ଦୂରରେ ଅନୁଭୂତ ହୋଇଥିଲା ।…

ମଣିପୁରରେ ୩ ଜଣଙ୍କୁ ହତ୍ୟା ପରେ ପୁଣି ତେଜିଲା ହିଂସା; ସକାଳୁ ସକାଳୁ କ୍ୱାକ୍ଟା ଇଲାକାରେ ଗୁଳି ବିନିମୟ

ଇମ୍ଫାଲା: ୩ ଜଣଙ୍କୁ ହତ୍ୟା ପରେ ମଣିପୁରରେ ପୁଣି ତେଜିଲା ହିଂସା । ଗତ ରାତିରେ ୩ ଜଣଙ୍କୁ ହତ୍ୟା କରିବା ସହ ଅନେକଙ୍କ ଘର ଜାଳି ଦେଇଛନ୍ତି । ଏହି ହିଂସା ପରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି । ଶନିବାର ସକାଳୁ ସକାଳୁ ବିଷ୍ଣୁପୁର କ୍ୱାକ୍ଟା ଇଲାକାରେ ଫୟାରିଂ ହୋଇଛି ।…

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ସେପଟେ ଛତିଶଗଡ଼ ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ଗେଟ୍

ସମ୍ବଲପୁର: ଏପଟେ ତଳ ମୁଣ୍ଡରେ ବନ୍ୟା ସ୍ଥିତି ସୁଧୁରୁଥିବା ବେଳେ ସେପଟେ ଉପର ମୁଣ୍ଡରେ ବନ୍ୟାର ଭୟ ଘାରିଲାଣି । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ମୋଟ ୧୨ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଦୁଇଟି ଗେଟ ଖୋଲା ରହିଥିବା ବେଳେ ଗତକାଲି ୧୦ଟି ଗେଟ…

ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଷ୍ଟୋର ରୁମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଷ୍ଟୋର ରୁମଟି ବନ୍ଦ ଥିବାବେଳେ ଭିତର ପଟୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁର ପ୍ରକୋପ…

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ; ୩ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହେଲେ ୩ ଯବାନ । ବର୍ତ୍ତମାନ ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ…

ଜ୍ଞାନ-ବିଜ୍ଞାନ ଓ ଈଶ୍ବର ବିଶ୍ୱାସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଏବେ ସମଗ୍ର ଭାରତବର୍ଷ ପାଇଁ ଏକ ପରୀକ୍ଷାର ଦିନ ! ସାରା ବିଶ୍ୱରେ ନିଜ ଗୌରବ ଗରିମାକୁ ପ୍ରତିଷ୍ଠା କରିବାର ଏକ ସ୍ଵର୍ଣ୍ଣିମ ଅବସର ! ଚାରିବର୍ଷ ତଳେ ଅଳ୍ପକେ ବିଫଳ ହୋଇଥିବା ଏକ ପ୍ରକଳ୍ପର ପୁନଃ ପ୍ରୟାସ ! ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହାଏ ବୀରା ଦି’,” ବୀରାର ବେଡ଼୍‌ରୁମ୍‌କୁ ଉଙ୍କିମାରି ଚାହିଁ ଶ୍ରେୟା କହିଲା, “ମମ୍‌ କହୁଛନ୍ତି ଆଉ ପନ୍ଦର ମିନିଟ୍ ଭିତରେ ଡିନର୍ ପ୍ରସ୍ତୁତ ହୋଇଯିବ ।” “ହଉ, ଠିକ୍ ଅଛି । ଭିତରକୁ ଆ, ଏଇଠି ବସ”, ବୀରା…

କବିତା : ସମୁଦ୍ରରେ ଘର

ସଂଘମିତ୍ରା ରାଏଗୁରୁ  ପ୍ରେମକୁ ପଞ୍ଜୁରୀ ଘୃଣାକୁ ଆକାଶ ଯାଚିଦେଇ ଯିଏ ପାଲଟିଯାଏ ଇଶ୍ଵର ତାକୁ ସଭିଙ୍କର ଡର ରକ୍ତ ନଈରେ ପହଁରି ହୁଏନା ବୋଲି ମୁଁ ତୋଳେ ସମୁଦ୍ରରେ ଘର । କାନ୍ଥ-ବାଡ,ଝରକା-କବାଟ…ପ୍ରତି ଅବୟବ ତରଳି ବୋହି ଯାଉଥିଲା ବେଳେ ନଥିବା ଅଗଣାରୁ ଶୁଭେ ମେଘର ମହ୍ଲାର…