Latest Odisha News

BREAKING NEWS

ଇଣ୍ଟରନେଟ ମାୟାରେ ବାୟା ହେଲା ମାଙ୍କଡ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଦେଶରେ ଇଣ୍ଟରନେଟର ବହୁଳ ପ୍ରସାର ହେଉଛି । ୪ଜି ପରେ ୫ଜି ଆସିଛି । ଗାଁ ଗାଁ ଘରେ ଘରେ ଇଣ୍ଟରନେଟର ପ୍ରସାର ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗୋଟିଏ ବାକ୍ୟରେ କହିଲେ ଆଜିର ଯୁଗରେ ଇଣ୍ଟରନେଟ ଆଉ ସ୍ମାର୍ଟ ଫୋନ ବିନା ଜୀବନ ଯେମିତି ଅଧାବାଟରେ ଅଟକି ଯାଉଛି । ତେଣୁ ସମସ୍ତଙ୍କ…

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…

ବୁଲି ବୁଲି ବିଶ୍ୱ ରେକର୍ଡ କଲେ ଦୁଇ ଭାରତୀୟ

ବ୍ୟୁରୋ : ଆାପଣମାନେ ସାଧାରଣତ ସସସ୍ତେ ବିଭିନ୍ନ ଜାଗା ବୁଲିବାକୁ ପସନ୍ଦ କରନ୍ତି  । ଯେମିତିକି ଜୁଲ୍‌ସ ଭର୍ନଙ୍କ ଉପନ୍ୟାସ ‘ଅରାଉଣ୍ଡ୍‌ ଦି ଵାର୍ଲଡ୍‌ ଇନ୍‌ ଏଇଟି ଡେଜ୍‌’ରେ କିପରି ଅଶି ଦିନ ଭିତରେ ବିଶ୍ବ ପରିକ୍ରମା କରିହେବ ସେ ସମ୍ପର୍କରେ ଆମେ ବହିରେ ପଢ଼ିଛନ୍ତି। ହେଲେ ମାତ୍ର ତିନି…

[ଦେଖନ୍ତୁ ଭିଡିଓ] ମୁଁ ଆଉ ଅନୁଭବ ପରିବାର: ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର: ଅଭିନେତା ଓ ସାଂସଦ ଅନୁଭବ ମହାନ୍ତିଙ୍କ ସହ ଜାଗ୍ରତି ଶୁକ୍ଳାଙ୍କ ସମ୍ପର୍କକୁ ନେଇ ବିଗତ ୩ ବର୍ଷ ଧରି ଓଡ଼ିଶାରେ ବେଶ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଅଭିଯୋଗ ଅନୁସାରେ, କୁଆଡ଼େ ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଫାଟ ଆସିଛି । ଏପରିକି ଜାଗ୍ରତିଙ୍କ ପାଇଁ ଅନୁଭବ,…

ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍‌

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ଅନ୍ତର୍ଗତ ଆଳତୁମା ଗାଁ ରାମିଆଳ ବ୍ରିଜ ନିକଟରେ ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍ । ଏଥିସହିତ ତାଙ୍କ ଠାରୁ ୬ଶହ ଲିଟର ଦେଶୀ ମଦ ଏବଂ ଗୋଟିଏ ସ୍କର୍ପିଓ ଗାଡିକୁ ଜବତ କରିଛି ଅବକାରୀ ପୋଲିସ । ଗିରଫ ମଦ…

ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ୧୫ ମିଟର ଘୋଷାଡି ନେଲା କାର

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ । ଜଣେ ବ୍ୟକ୍ତି ତାଙ୍କୁ ୧୫ ମିଟର ଯାଏ କାରରେ ଘୋଷାଡି ନେଇ ଯାଇଥିବା ଅଭିଯୋଗ ଆସିଛି । ଏ ନେଇ ନିଜେ ମହିଳା କମିଶନ ଅଧ୍ୟକ୍ଷା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଜଣେ…

ପୁରୀ ଛାତ୍ର ଓ ଯୁବ କଂଗ୍ରେସର ବିଶାଳ ରାଲି

ପୁରୀ: ପୁରୀ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିଥିଲା । ଆଇପିଏସ୍ ଦିପ୍ତେଶ୍ ପଟ୍ଟନାୟକଙ୍କ ବିରୋଧରେ ଓ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ସସପେନ୍ସକୁ ନେଇ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି…

ଖାଇବାକୁ ନ ପାଇ ହଷ୍ଟେଲରୁ ଚାଲି ଚାଲି ପଳାଇ ଆସିଲେ ୧୪ ଛାତ୍ର

କୋରାପୁଟ: ହଷ୍ଟେଲ ଆସିଥିଲେ ପାଠ ପଢିବାକୁ । ହେଲେ ଭୋକିଲା ପେଟରେ କଣ ବା ପାଠ ପଢିବେ ? ତେଣୁ  ଖାଇବାକୁ ନ ପାଇ ହଷ୍ଟେଲରୁ ବାହାରି ଚାଲି ଚାଲି ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ ଏହି ୧୪ ଛାତ୍ର ।  କୁନି କୁନି ପିଲା ଭୋକିଲା ପେଟରେ ଚାଲି ଚାଲି ଘରକୁ ଫେରୁଛନ୍ତି ।  ଏଭଳି ଏକ…

ସେଲସ ମ୍ୟାନ୍‌‌ ସାଜିଥିଲେ ଚୋର;ମିଳିଲା ୧୩୬ଟି ମୋବାଇଲ୍‌‌ ଫୋନ୍‌‌

ବ୍ରହ୍ମପୁର: ଯେଉଁ କମ୍ପାନିରେ ସେଲସ ମ୍ୟାନ୍‌‌ ଭାବେ କାର୍ଯ୍ୟ କରୁଥିଲେ, ଶେଷରେ ସେଇ କମ୍ପାନିରୁ ହିଁ ଚୋରି କଲେ। ପୋଲିସ ହାତରେ ଧରାପଡ଼ିଲେ। ପାଖରୁ ମିଳିଲା ୧୩୬ଟି ମୋବାଇଲ ଫୋନ୍‌‌। ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ…

ରାକ୍ଷୀ ସାୱନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ; ଟ୍ୱିଟ୍ କରି ଶେର୍ଲିନ୍‌ଙ୍କ ସୂଚନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଡାନ୍ସର ରାକ୍ଷୀ ସାୱନ୍ତଙ୍କୁ ଗିରଫ। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅଭିନେତ୍ରୀ ଶେର୍ଲିନ ଚୋପ୍ରା। ସୂଚନା ଅନୁସାରେ ଶେର୍ଲିନଙ୍କ ଅଭିଯୋଗ କ୍ରମେ ମୁମ୍ବାଇର ଅମ୍ବୋଲି ପୁଲିସ ରାକ୍ଷୀଙ୍କୁ ଥାନାରେ ଅଟକ ରଖିଛି। ତେବେ ଆଜି ଅପରାହ୍ନ ୩ଟାରେ ରାକ୍ଷୀ…