ପୂର୍ବ ନିୟମ କାଏମ ରଖିଲେ ସରକାର; ୨୧ ବର୍ଷରୁ କମ୍ ଲୋକ କିଣିପାରିବେନି ମଦ
ବେଙ୍ଗାଲୁରୁ: ମଦ କିଣିବାର ବୟସ ସୀମା ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାର ସରକାରୀ ନିଷ୍ପତ୍ତିକୁ ତୀବ୍ର ବିରୋଧ ଓ ସମାଲୋଚନା ପରେ ନଇଁଲେ ସରକାର। ମଦ କିଣିବା ନେଇ ପୂର୍ବରୁ ଥିବା ଆଇନ ବଳବତ୍ତର ରହିବ। ୧୮ ବର୍ଷ ନୁହେଁ ପୂର୍ବ ଭଳି ୨୧ ବର୍ଷର ଲୋକ ହିଁ ମଦ କିଣିବାର ଆଇନଗତ ଅଧିକାର ପାଇବେ…