Latest Odisha News

BREAKING NEWS

ଚା’ ଦୋକାନ ପାଇଁ ଛାଡ଼ିଦେଲେ ବ୍ରିଟିଶ କାଉନ୍ସିଲ୍ ଚାକିରି

ନୂଆଦିଲ୍ଲୀ: ବାଣିଜ୍ୟେ ବସତି ଲକ୍ଷ୍ମୀ । ବ୍ୟବସାୟ ଯେଉଁଠି ଲକ୍ଷ୍ମୀଙ୍କ ବସିତି ସେଇଠି । ସେଥିପାଇଁ ସେ ସୁନ୍ଦର ଚାକିରି, ଉଚ୍ଚ ଦରମାକୁ ଏଡାଇ ଦେଇ ବାଣିଜ୍ୟ ବ୍ୟବସାୟ କରିବାକୁ ଆଗେଇ ଆସିଲେ । ବ୍ରିଟିଶ କାଉନସିଲ ପରି ଚାକିରି ଛାଡ଼ି ଶେଷରେ ଚା’ ଦୋକାନ କରିବାକୁ ଆଗେଇ ଆସିଲେ । ସମସ୍ତେ…

କେନ୍ଦ୍ରାପଡ଼ାରେ ୧୨ ଘଣ୍ଟିଆ ଅଖ ଚକ ବନ୍ଦ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡ଼ା ବନ୍ଦ ପାଳନ ଡାକରା ଦିଆଯାଇଛି  । ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ  । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ବାର ଘଣ୍ଟିଆ କେନ୍ଦ୍ରାପଡା ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି l “କେନ୍ଦ୍ରାପଡା…

ପୂର୍ବତନ ସରପଞ୍ଚଙ୍କ ଘରେ ବୋମା ମାଡ଼

ବାଙ୍କୀ : ବାଙ୍କୀ କୁସପଙ୍ଗି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ବାସଭବନରେ ବୋମାମାଡ଼ । ସରପଞ୍ଚ ପୁଷ୍ପଲତା ପରିଡାଙ୍କ ନିସ୍ତିପୁର ସ୍ଥିତ ଘରେ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ବୋମାମାଡ଼ରେ ବାସଭବନରେ ଥିବା ବୋଲର ଓ ଟାଟାଏସିର କିଛି ଅଂଶ ନଷ୍ଟ…

କାମ କରୁଛନ୍ତି ହେଲେ ମିଳୁନି ଦରମା, ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ

ଅନୁଗୁଳ: କାମକୁ କାମ କରୁଛନ୍ତି, ହେଲେ ଠିକ ସମୟରେ ମିଳୁନି ପାରିଶ୍ରମିକ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ପ୍ରାୟ ୨୫ଜଣ ଡିଏମଏଫ୍ ଷ୍ଟାଫ୍  ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ବିନା ଦରମାରେ। ଆଜକୁ ପ୍ରାୟ ୪ ମାସ ହେବ…

କୋର୍ଟ ଭିତରେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା

ଇସଲାମାବାଦ: ପାକିସ୍ତାନର ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ଭିତରେ ଗୁଳିକରି ହତ୍ୟା । ପେଶଓ୍ବାର ହାଇକୋର୍ଟ ବାରରେ ବରିଷ୍ଠ ଆଇନଜୀବୀ ଅବଦୁଲ ଲତିଫ ଆଫ୍ରିଦିଙ୍କୁ ଗୁଳି କରି ହତ୍ୟା କଲେ ସହଯୋଗୀ । କୌଣସି କାରଣକୁ ନେଇ ସହଯୋଗୀ ଆଇନଜୀବୀ ଆଦନାନ ଆଫ୍ରିଦିଙ୍କୁ ଗୁଳି କରିଥିଲେ । ସେ ଗୁଳିମାଡରେ…

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ

କନକ ବ୍ୟୁରୋ :  ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। କାର୍ଯ୍ୟକାରିଣୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗକୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ବୈଠକରେ ଅନେକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇପାରେ । ସେପଟେ ଜାନୁଆରୀ…

ଫାଟିଲା ପେଟ୍ରୋଲ ଦୀପ, ଗୋଟିଏ ପରିବାର ୪ ମୃତ

ଗଞ୍ଜାମ : ପେଟ୍ରୋଲ ଦୀପ ଲଗାଇବା ବେଳେ ବଡ଼ ଧରଣର ଅଘଟଣ । ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଘଟିଛି । ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର ନାତୁଣୀ ।…

ପୁସ୍ତକ ପରିଚୟ : ବିକ୍ଷୁବ୍ଧ ସମୁଦ୍ର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା କବିତା ବହି : ବିକ୍ଷୁବ୍ଧ ସମୁଦ୍ର କବି : ପବିତ୍ର ମୋହନ ଦାଶ ପ୍ରକାଶକ : ପେନ୍ ଇନ୍ ବୁକ୍ସ ପ୍ରଥମ ପ୍ରକାଶ : ୨୦୧୮ ପୃଷ୍ଠା ସଂଖ୍ୟା : ୯୫ ସମସାମୟିକ ଓଡିଆ କବିତାରେ କବି ପବିତ୍ର ମୋହନ ଦାଶ ବେଶ୍ ଏକ ଚିହ୍ନା ମୁହଁ। ସଦ୍ୟ ପ୍ରକାଶିତ ତାଙ୍କ…

ଭିଜିଲାନ୍ସ ଜାଲରେ ଖଡିଆଳ ବିଡିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ନୂଆପଡ଼ା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବା ବେଳେ ଭିଜିଲାନ୍ସର ଅନେକ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି ।  ନୂଆପଡ଼ା ଓ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପକେଟରୁ ରୁମାଲ ବାହାର କରି ସରୋଜ ତା’ ଆଡକୁ ବଢ଼ାଇଲେ- ନିଅ, ଲୁହ ପୋଛି ପକାଅ.. ନିଜ ଲୋକ ବିଦେଶରେ ଥିଲେ ଘରେ କେହି କାନ୍ଦନ୍ତିନି ପରା... ? ସରୋଜ ମୁହଁରୁ ବାରମ୍ବାର ‘ବିଦେଶ’ ଶବ୍ଦ ଶୁଣି ପଦ୍ମିନୀର ମର୍ମସ୍ଥଳ…