Latest Odisha News

BREAKING NEWS

୨୦୨୪ ନିର୍ବାଚନରେ ଓଡ଼ିଶାରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି

ଭୁବନେଶ୍ୱର: ଆମ୍ ଆଦମୀ ପାର୍ଟି (ଆପ୍) ଓଡ଼ିଶାରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ। ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବାକୁ ଦଳ ନିଷ୍ପତ୍ତି ନେଇଛି। ଏ ନେଇ ଆପର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ସୂଚନା…

ବିଜେପି ନେତ୍ରୀଙ୍କ ବିରୋଧରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଉର୍ଫି ଯାଦବ

ନୂଆଦିଲ୍ଲୀ: ବିଜେପି ନେତ୍ରୀଙ୍କ ବିରୋଧରେ ଫେରାଦ ହେଲେ ସୋସିଆଲ୍ ମିଡିଆ ସେନ୍ସସେସନ ଉର୍ଫି ଯାଦବ। ବିଜେପି ମହିଳା ନେତ୍ରୀ ଚିତ୍ରା କିଶୋର ୱାଗଙ୍କ ବିରୋଧରେ ଆଜି ମହାରାଷ୍ଟ୍ର ମହିଳା କମିଶନଙ୍କୁ ଭେଟି ଉର୍ଫି ନିଜର ଅଭିଯୋଗ ଜଣାଇଛନ୍ତି। ସୂଚନା ଅନୁସାରେ, ଗତକାଲି ଚିତ୍ରା ଉର୍ଫିଙ୍କ…

ବିଜେପି ଛାଡି କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧର ଗମାଙ୍ଗ?

ଭୁୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପି ଛାଡି ଖୁବଶୀଘ୍ର ଭାରତ ରାଷ୍ଟ୍ର ସମିତି (ପୂର୍ବ ନାମ ତେଲେଙ୍ଗାନ ରାଷ୍ଚ୍ର ସମିତି)ରେ ଯୋଗ ଦେଇପାରନ୍ତି। ଗମାଙ୍ଗଙ୍କ ସହିତ ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଯୋଗ ଦେବାର ସୂଚନା ରହିଛି। ଶୁକ୍ରବାର ବାପ-ପୁଅ ହାଇଦ୍ରାବାଦ…

ଜଙ୍ଗଲ ଭିତରେ କାହାର ଏ ନରକଙ୍କାଳ ?

ବାଙ୍କୀ: ଜଙ୍ଗଲ ଭିତରେ ପଡିଛି ମଣିଷ ଖପୁରୀ ଓ କଙ୍କାଳ  । କାହାର ଏକ ଖପୁରୀ, କଙ୍କାଳ ? ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ଗୟଳବାଙ୍କ ନିକଟସ୍ଥ ଜାରିଆ ଜଙ୍ଗଲକୁ କେମିତି ଆସିଲା ? ଆଜି ପାଟ୍ରୋଲିଂ ବେଳେ ପୋଲିସ ଜଙ୍ଗଲରୁ ଉଦ୍ଧାର କରିଛି ଏହି ଖପୁରି ଓ ନରକଙ୍କାଳ । ପରୀକ୍ଷା ପାଇଁ ଏହାକୁ କଟକ…

ଭାଇରାଲ ହେଉଛି ମୋଦୀଙ୍କ ସ୍ୱର୍ଣ୍ଣ ଷ୍ଟାଚ୍ୟୁ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁନାର ମୂର୍ତି ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବମ୍ବେ ଗୋଲ୍ଡ ପ୍ରଦର୍ଶନୀରେ ଜଣେ କଳାକାର ୧୫୬ ଗ୍ରାମ ସୁନାରେ ମୋଦିଙ୍କ ଏକ ଆକର୍ଷଣୀୟ ମୂର୍ତି ନିର୍ମିତ କରିଥିଲେ । ଏହି ମୂର୍ତିର ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକଙ୍କ ମତରେ…

ଜିନ୍ଦଲକୁ ଦ୍ବିତୀୟ ଥର ପାଇଁ ମିଳିଲା ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର

ଭୁବନେଶ୍ୱର :  ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଦ୍ୱିତୀୟ ଥର ପାଇଁ ମିଳିଛି ସମ୍ମାନଜନକ ଗୋଲଡେନ୍ ପିକକ ପୁରସ୍କାର-୨୦୨୨ ।  ଜାନୁଆରୀ ୧୨ରେ ମୁମ୍ବାଇରେ ଅନୁଷ୍ଠିତ ୧୭ ତମ ଅନ୍ତର୍ଜାତୀୟ ସିଏସ୍ଆର ସମ୍ମିଳନୀରେ ଜେଏସପିର ସଭାପତି ତଥା ଗ୍ରୁପ୍ ହେଡ୍  ପ୍ରଶାନ୍ତ କୁମାର ହୋତା କେନ୍ଦ୍ର ଆଇନ ଓ…

ନାବାଳିକା ମୁସଲିମଙ୍କ ବିବାହ ଅନୁମତି ଉପରେ ପଞ୍ଜବ-ହରିଆଣା ହାଇକୋର୍ଟଙ୍କ ରାୟକୁ ଉଦାହରଣ ଭାବେ ନିଅନି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ବିବାହ ପାଇଁ ଯୁବତୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ରଖଯାଇଥିବାବେଳେ ମୁସଲିମ ଲ ବୋର୍ଡ ଏହାକୁ ଗ୍ରହଣ କରିନି । ମୁସଲିମ ଲ ବୋର୍ଡ କହିବା ଅନୁଯାୟୀ, ମୁସଲିମ ମହିଳା ପ୍ୟୁବର୍ଟି ପ୍ରାପ୍ତ ହେବା ପରେ ବିବାହ କରିବା ଆଇନ ସମ୍ମତ । ଏ ସଂକ୍ରାନ୍ତ ଏକ ମାମଲାର  ଶୁଣାଣି କରିଥିଲେ…

ରଣଜୀ ଟ୍ରଫି କ୍ରିକେଟ: ହିମାଚଳ ପ୍ରଦେଶଠାରୁ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ହିମାଚଳପ୍ରଦେଶର ନାଦୁଆନଠାରେ ଅନୁଷ୍ଠିତ ମ୍ୟାଚରେ ହିମାଚଳ ପ୍ରଦେଶ ୩ ୱିକେଟରେ ଓଡିଶାକୁ ପରାସ୍ତ କରିଛି । ଓଡିଶା ପ୍ରଦତ ୩୦୮ ରନର ବିଜୟ ଲକ୍ଷ୍ୟକୁ ହିମାଚଳ ୭ ୱିକେଟ ହରାଇ ହାସଲ କରି ନେଇଥିଲା ।…

ଅବସର ସଙ୍କେତ ଦେଲେ ଡେଭିଡ ୱାର୍ଣ୍ଣର

ସିଡନୀ: ଭାରତ ଗସ୍ତରେ ଆସିବା ପୂର୍ବରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଆଜି ତାଙ୍କ ଅବସର ନେଇ ସୂଚନା ଦେଇଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ମୋ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ହେବ ବୋଲି ସେ…

ଅଷ୍ଟ୍ରେଲିଆ ୮, ଫ୍ରାନ୍ସ ୦

ଭୁବନେଶ୍ୱର: ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୩ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି…