Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହକି ମହାକୁମ୍ଭ… କମ୍ପିବ କଳିଙ୍ଗ ଦୁଲୁକିବ ବିର୍ସା ମୁଣ୍ଡା ଷ୍ଟାଡିୟମ

କଟକ : ଆଜିଠୁ ହକି ମହାକୁମ୍ଭ ଆରମ୍ଭ । ବୁଧବାର କଟକର ବାରବାଟୀ ଷ୍ଟାଡ଼ିୟମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହେଉଛି ମେଗା ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି…

ଭୋକିଲା ପୃଥିବୀର ଜଳବାୟୁ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଶ୍ୱ ଏହି ୫୦ ତମ ଶତାବ୍ଦୀର ବିକାଶ ପାଇଁ ଗର୍ବିତ ସତ, କିନ୍ତୁ ପ୍ରତ୍ୟେକ ରାତିରେ ୮୨ ମିଲିୟନରୁ ଅଧିକ ଲୋକ ଭୋକିଲା ଶୋଇବାକୁ ଯାଆନ୍ତି । ଆମକୁ ଏହା ବିଶ୍ୱାସ କରିବାକୁ ପଡିବ । କାରଣ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପରିସଂଖ୍ୟାନରୁ…

ଭାରତ-ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା : ରାଉରକେଲା ସହରରେ ବିଶ୍ୱକପ ହକିର ଉଦ୍‌ଘାଟନୀ ମ୍ୟାନ ଅନୁଷ୍ଠିତ ହେବ। ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍‌ଘାଟନୀ ମ୍ୟାଚକୁ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଅପରାହ୍ଣ ୩ଟା ୪୫ରେ…

ମଟର କଚୋଡ଼ି

ମୌସୁମୀ ଦେଙ୍କ ରନ୍ଧାବଢ଼ାରୁ  ଭାରତୀୟ ସ୍ନାକ୍ସ ଭାବରେ ପ୍ରସିଦ୍ଧ ମଟର କଚୋଡ଼ି ସାଧାରଣତଃ ଶୀତ ଦିନରେ ବହୁଳ ଭାବରେ ପ୍ରସ୍ତୁତ ହୁଏ। ମଟର କଚୋଡ଼ି ପ୍ରସ୍ତୁତ କରିବା ପାଇଁ କଞ୍ଚା ମଟର, ମଇଦା, ଘିଅ/ ରିଫାଇନ ତେଲ, ଗୋଟା ଜିରା, ହେଙ୍ଗୁ, ପାନମଧୁରୀ ଗୁଣ୍ଡ, ଚିନି, ଜିରାଗୁଣ୍ଡ, ଧନିଆ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏମ.ଡ଼ି.ଙ୍କ ସହିତ ସାଧାରଣ ଔପଚାରିକତାର ଆଳାପ ଭିତରେ ସମସ୍ତେ ଖାଇବାରେ ବ୍ୟସ୍ତଥିଲେ । ମୀନାକ୍ଷି ବି ସମସ୍ତଙ୍କ ମଧ୍ୟରେ ନିଜକୁ ହଜାଇ ଦେଇଥିଲା । ହାଇସ୍କୁଲରେ ଦୁଇବର୍ଷ ଏକାଠି ପଢ଼ିଥିବା ମୁକ୍ତିକାମୀ ସଙ୍ଗିନୀ…

କବିତା : ଏ ବୟସ

ସୁକାନ୍ତ ସମର୍ଥା ଏ ବୟସ ରହିଯାରେ ଟିକେ ପିଲାଦିନ ବଗିଚାରେ ପାଇବୁନି ଗୋଟେ ଘୃଣାର କଣ୍ଟା ତୁ ନିରୀହ ଗୋଲାପଠାରେ । ଏ ବୟସ ଥକିଯାରେ ଟିକେ ମାଆ ପଣତ ଛାଇରେ ପାଇବୁନି ଟୋପେ ଲୁହର ଉଷ୍ମତା ମମତାର ଶୀତଳତାରେ । ଏ ବୟସ ଭିଜିଯାରେ ଟିକେ ଅବୁଝା ପିଲା କାନ୍ଦରେ ପାଇବୁନି…

ଭାଷା ଭାଗବତ : ତୁଚ୍ଛ ସ୍ବପ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେ ଯାହା ଭାବଂତି ଉଚିତ କରିଲେ ତତ୍କାଳ ତୁରଂତ ସମାଜ ହୁଅଂତା ଉନ୍ନତ ନାହିଁ ତ ଅନ୍ୟ, ଭିନ୍ନ ମତ ଅନେକେ ହୋଇ ଏକମତ ରହିଲେ ନିଜ କାମେ ରତ ଶୁଭଂତାନାହିଁ ଏତେ କଥା ବଦଳିଯାଆଂତା ବ୍ୟବସ୍ଥା ମଣିଷ ଭାଷାଶ୍ରୟୀ ଜୀବ…

ମୋଟାପଣ ଦୂର କରେ ଗ୍ରୀନ୍‌ କଫି….

ଶୀତଦିନେ କଫି, ଚା’ ପିଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ସାଧାରଣତଃ କଫି କହିଲେ ବ୍ଲାକ କଫି ସମସ୍ତେ ଜାଣିଥାଆନ୍ତି। ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଆସି ପହଞ୍ଚି ଯାଇଛୁ, ଏମିତି ଏକ ମନ୍ଦିର ପାଖରେ, ଯେଉଁ ମନ୍ଦିରରେ ପିଠି ରଖି ଭକ୍ତଟିଏ ଚାହିଁ ଦିଏ ନୀଳଚକ୍ରକୁ,…

ଚାଇନା ସମେତ ୩୬ଟି ଦେଶକୁ କଣ୍ଡୋମ ରପ୍ତାନୀ ହୁଏ ଏହି ସହରରୁ

ମୁମ୍ବାଇ: ଆଜି ବି ଲୋକମାନେ କଣ୍ଡୋମ ବିଷୟରେ ସାର୍ବଜନୀନ ଭାବେ କିଛି କହିବାକୁ କୁଣ୍ଠାବୋଧ କରନ୍ତି। କିନ୍ତୁ କଣ୍ଡୋମ ମହାରାଷ୍ଟ୍ରର ଔରଙ୍ଗାବାଦ ସହରର ପରିଚୟରେ ପରିଣତ ହୋଇଛି। ଔରଙ୍ଗାବାଦରେ ଦେଶରେ ୧୦ଟି କଣ୍ଡୋମ ଉତ୍ପାଦନକାରୀ କମ୍ପାନୀ ରହିଛି। ଏଠାରୁ ବିଶ୍ୱର ୩୬ ଟି ଦେଶକୁ କଣ୍ଡୋମ…