ସୁରକ୍ଷା ପାଇଁ ବନ୍ଧୁକ ରଖିବାକୁ ଲାଇସେନ୍ସ ପାଇଲେ ନୂପୁର ଶର୍ମା
ନୂଆଦିଲ୍ଲୀ: ଜୀବନ ରକ୍ଷା ପାଇଁ ପାଖରେ ବନ୍ଧୁକ ରଖିବାକୁ ଲାଇସେନ୍ସ ପାଇଁ ବିଜେପି ନିଲମ୍ବିତ ନେତ୍ରୀ ନୂପୁର ଶର୍ମା। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହତ୍ୟା ଧମକ ମିଳିଥିବାରୁ ସୁରକ୍ଷା ପାଇଁ ତାଙ୍କୁ ବନ୍ଧୁକ ରଖିବାକୁ ଲାଇସେନ୍ସ ଦିଆଯାଇଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା…