Latest Odisha News

BREAKING NEWS

୨୮ ଲକ୍ଷଟଙ୍କାର ଖାଦ୍ୟ ଅର୍ଡର୍‌ କରି ଚର୍ଚ୍ଚାରେ ଅଙ୍କୁର

ନୂଆଦିଲ୍ଲୀ : ସ୍ବାଦିଷ୍ଟ ଖାଦ୍ୟ ଖାଇବା ପାଇଁ  ସମସ୍ତଙ୍କୁ ପସନ୍ଦ । ଆଉ ସେଥିପାଇଁ ବହୁଲୋକ ମଝିରେ ମଝିରେ ଅନ୍‌ଲାଇନ୍‌ ଅର୍ଡର୍‌ କରିଥାନ୍ତି। ସେଥିମଧ୍ୟରୁ କେତେଜଣ ପ୍ରାୟ ସବୁବେଳେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର୍‌ କରନ୍ତି। ହେଲେ ଏବେ ଜଣେ ବ୍ୟକ୍ତି ଅନଲାଇନ ଅର୍ଡର କରି ରେକର୍ଡ କରିଛନ୍ତି…

ଝିଅଟିର ଅଭିନବ ଷ୍ଟଣ୍ଟ, ସାଇକେଲିଂ ସହ କରୁଛନ୍ତି ସ୍କିପିଂ

ନୂଆଦିଲ୍ଲୀ : ଆଜିର ଯୁବପିଢ଼ିଙ୍କୁ ଘାରିଛି ସୋଶିଆଲ ମିଡିଆ ନିଶା । ନିଜ ଜୀବନକୁ ଖାତିର ନକରି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରି ସୋଶିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥାଆନ୍ତି । ଯାହାକୁ ଦେଖିଲେ ଯେ କେହି ବି ଚକିତ ହେବାଟା ସ୍ୱାଭାବିକ । ତେବେ ଏପରି ଏକ ଷ୍ଟଣ୍ଟ ଭିଡିଓ ସୋସିଆଲ ମିଡିଆରେ…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା; ଦୋଷ ମାନିଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ ଆଣ୍ଡ ରନର ଛାତିଥରା କାହାଣୀ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି । ଘଟଣାରେ ଦୋଷ ସ୍ୱୀକାର କରିଛି ନୃଶଂସ ଅଭିଯୁକ୍ତ । ନିଜ ଦୋଷକୁ ଲୁଚାଇବାକୁ ଯାଇ କିପରି ଜଣଙ୍କ ଜୀବନ ନେଇଛି ଅଭିଯୁକ୍ତ ତାହାକୁ ସ୍ୱୀକାର କରିଛି । ବହୁ ଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତ୍ୟେକ…

ପୁସ୍ତକ ପରିଚୟ : ଅମୃତ ଆଶ୍ଳଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଅମୃତ ଆଶ୍ଳେଷ : କିଛି ଅମୃତ ଅନୁଭବର କଥା କବିତା ବହି : ଅମୃତ ଆଶ୍ଳଷ କବୀ : ସୁପ୍ରିୟା ପଣ୍ଡା ପ୍ରକାଶକ : ଏଥେନା ବୁକ୍ସ ପୃଷ୍ଠା ସଂଖ୍ୟା : ୧୨୩ ମୂଲ୍ୟ : ୧୬୦ ଟଙ୍କା  କବୀ ସୁପ୍ରିୟା ପଣ୍ଡାଙ୍କ ପ୍ରଥମ କବିତା ସଙ୍କଳନ "ଅମୃତ ଆଶ୍ଳେଷ"…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପାଞ୍ଚ ବର୍ଷର ଅଜ୍ଞାତବାସ ଆଜି ମୁଖା ଖୋଲିବା ପାଇଁ ଉଦ୍ୟତ । ସମୟର ଏଇ ରୂପକୁ ବଦଳାଇବା ଶକ୍ତି ତା’ର କାହିଁ? ଶୁଖିଲା ପତ୍ର ପରି ସମୟର ପ୍ରବାହ ତାକୁ ଯେତେବେଳେ ଯେଉଁ ଆଡ଼କୁ ଉଡ଼ାଇ ନେଇଛି, ବିନା ପ୍ରତିବାଦରେ, ସେ ତ…

କବିତା : ରାଗି ପୁଅ

ସଞ୍ଜିତା ପ୍ରଧାନ ରାଗି ପୁଅ ଯେବେ ରାଗେ ମରୁଭୂମିଟେ ସୃଷ୍ଟି ହୁଏ ସରୁ ନଥିବା ନିର୍ଜନତା ମାଡ଼ି ବସେ ଭୂଇଁରୁ ଆକାଶ ତାତି ବ୍ୟାପେ କିଛି ଜଳେ କୁହୁଳେ ଭୁସ୍ ଭୁସ୍ ଧୂଆଁ ବାହାରେ ସବୁଆଡେ ଧୂଆଁ ! ତେବେବି; ଚେହେରା ସଫା ଦିଶେ । ଫୁଲିଲା ନାକ ଶୁଖିଲା ମୁହଁ ଲୁହ ଭରା ଲାଲ ଆଖି…

ଭାଷା ଭାଗବତ : ଚିଂତାକୀର୍ଣ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂପର୍କ, ଭରସା, ବିଶ୍ବାସ ତୁଟିଲେ ହୃଦ୍‌ବୋଧ ନାଶ ହେବା ହିଁ ଅଟେ ସ୍ବାଭାବିକ ବୁଝଂତିନାହିଁ ବହୁ ଲୋକ ଭାବି ପାଆଂତି ଯେତେ ପୀଡ଼ା ସବୁଯାକ ତ ଅବାହୁଡ଼ା କାଚ ଫାଟିଲେ ହୁଏ ନଷ୍ଟ ଏହା ତ ଅତ୍ୟଂତ ସୁସ୍ପଷ୍ଟ କାଳ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାରେ ଥିବା କୋଣାର୍କ ସୂର୍ଯ୍ୟନାରାୟଣ ମନ୍ଦିର ଦର୍ଶନ କରିବା ଅବସରରେ ଆମେ ମୂଖ୍ୟ ବିଗ୍ରହ ଓ ତା ପଛରେ ଥିବା ଇନ୍ଦ୍ର ବିଗ୍ରହଙ୍କ ରହସ୍ୟ ଜାଣିଲେ। ଏବେ…

ଶୀତଦିନେ ଖାଆନ୍ତୁ ଅଦା….

ଅଦାରେ ରହିଛି ଔଷଧୀୟ ଗୁଣ । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଖାଦ୍ୟର ସ୍ୱାଦକୁ ବୃଦ୍ଧି ସହ ଅନ୍ୟାନ୍ୟ ଜିନିଷ ପାଇଁ ଆମେ ଅଦା ବ୍ୟବହାର କରିଥାଉ  । ବିଶେଷ କରି ଶୀତଦିନେ ଅଦା ସେବନ ପାଇଁ ପରାମର୍ଶ ଦିଆଯାଇଥାଏ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଫଳରେ ଏହା…

ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର : ଗାଡ଼ି ସହ ପଥଚାରିଙ୍କୁ ମାରିଛି ଧକ୍କା, ୫ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର। ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ସହ ବାଟ ଚଲା ଲୋକଙ୍କୁ ବି ପଛରୁ ପିଟିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଟ୍ରିପଟି ଗୋଟିଏ ଗାଡି ଏବଂ ଲୋକଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ବେଳେ ଭାରସାମ୍ୟ…