ପନ୍ତଙ୍କ ଦୁର୍ଘଟଣା ଖବର କଭରେଜ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସରକାର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସଡକ ଦୁର୍ଘଟଣା ଖବର ପରିବେଷଣ ନେଇ କେତେକ ଟିଭି ଚ୍ୟାନେଲ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚ୍ୟାନେଲଗୁଡିକ ନିୟମ ମୁତାବକ କାର୍ଯ୍ୟ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ପନ୍ତଙ୍କ ଦୁର୍ଘଟଣା…