Latest Odisha News

BREAKING NEWS

୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବ: କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ

ଅନୁଗୁଳ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି। ଭାରତର ପ୍ରଥମ…

ଛତିଶଗଡର ପ୍ରଥମ ମହିଳା ଅଗ୍ନିବୀର ହିସା: ଝିଅର ପାଠ ପାଇଁ ଜମି, ଅଟୋ ବିକ୍ରି କରିଦେଇଛନ୍ତି କ୍ୟାନସର ଆକ୍ରନ୍ତ ବାପା

ରାୟପୁର: ଜଣେ ଅଟୋ ଡ୍ରାଇଭରର ଝିଅ କଠିନ ପରିଶ୍ରମ ଏବଂ ସାହସ ବଳରେ ଛତିଶଗଡର ପ୍ରଥମ ମହିଳା ଅଗ୍ନିବୀର ହୋଇଛନ୍ତି। ଏହି ସୁନା ଝିଅର ନାମ ହେଉଛି - ହିସା ବାଘେଲ । ସେ ମୂଳତଃ ଛତିଶଗଡର ଦୁର୍ଗ ଜିଲ୍ଲାର ବୋରିଗାର୍କା ଗାଁର ବାସିନ୍ଦା।ସେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀର ନିଯୁକ୍ତି ୨୦୨୩…

ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ

ନୂଆଦିଲ୍ଳୀ: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ…

‘ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ ଓ ଗର୍ଭବତୀ ମହିଳା ରକ୍ତହୀନତାର ଶୀକାର ଚିନ୍ତାଜନକ’

ଭୁବନେଶ୍ୱର: ଓଡ଼ିଶାର ଶିଶୁଙ୍କର ଥିବା କୁପୋଷଣ, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି), ଭୁବନେଶ୍ୱରକୁ ଆହ୍ୱାନ କରିଛନ୍ତି…

ବର୍ଷର ପ୍ରଥମ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ, ନିର୍ଣ୍ଣାୟକ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇଲା ହାର୍ଦ୍ଦିକ ଆଣ୍ଡ…

ରାଜକୋଟ: ରାଜକୋଟରେ ଖେଳାଯାଇଥିବା ଟି -୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି। ଏହି ନିର୍ଣ୍ଣାୟକ ତଥା ଡୁ କିମ୍ବା ଡାଏ ମ୍ୟାଚରେ ପ୍ରଥମେ ଖେଳି ଟିମ୍ ଇଣ୍ଡିଆ ୨୦ ଓଭରରେ ୫…

ବର୍ଷ ବଦଳିଲା କିନ୍ତୁ ବଦଳିଲେନି ସୂର୍ଯ୍ୟକୁମାର ଯାଦବ, ଓଲଟା ଛକା ମାରି ଚର୍ଚ୍ଚାରେ ‘ସ୍କାଏ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷ ବଦଳିଛି କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂରେ ପରିବର୍ତ୍ତନ ହୋଇନାହିଁ। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ୨୦୨୨ରେ ଯେଉଁଭଳି ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିଲେ ୨୦୨୩ ଆରମ୍ଭରେ ମଧ୍ୟ ସମାନ ପ୍ରକାର ପ୍ରଦର୍ଶନ ଦେଖିବାକୁ ମିଳିଛି। ରାଜକୋଟରେ…

ଏକୁଟିଆ ଅର୍ଥଡକ୍ସ କ୍ରିସମାସ ପାଳନ କଲେ ପୁତିନ

ମସ୍କୋ:ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଅର୍ଥଡକ୍ସ କ୍ରିସମାସ ଏକୁଟିଆ ପାଳନ କରିଛନ୍ତି । ଏହା ପୂର୍ବରୁ ପୁତିନ ସର୍ବଦା କ୍ରିସମାସ ପାଳନ କରିବା ପାଇଁ ରୁଷର ଅନ୍ୟ ରାଜ୍ୟଗୁଡିକୁ ଯାଉଥିଲେ । ମସ୍କୋରେ ଜାର ଶାସକଙ୍କ ପାଇଁ ନିର୍ମାଣ କରାଯାଇଥିବା ଚର୍ଚ୍ଚରେ ସେ ଏକୁଟିଆ ପ୍ରେୟାର…

ରେଳବାଇରେ ଚାକିରି ନାଁରେ ଆଉ ୧୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ବ୍ରହ୍ମପୁର; ରେଳବାଇରେ ଚାକିରି ନାଁରେ ଠକେଇ ମାମଲାର ଚେର ଲମ୍ବିବାରେ ଲାଗିଛି। ଜଣକ ପରେ ଜଣେ ପୀଡ଼ିତ ପୋଲିସର ଦ୍ବାରସ୍ଥ ହେଉଛନ୍ତି। ପୂର୍ବରୁ ୭ ଲକ୍ଷ ଟଙ୍କା ଠକେଇ ନେଇ ଏସ୍‌.ହିତେଶ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଜେଏମ୍‌ଏସ୍‌…

ୱେବ ସିରିଜ ଶୁଟିଂ ଅବସରରେ ଆହତ ହେଲେ ରୋହିତ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମମେକର ରୋହିତ ସେଟ୍ଟି ଆହତ ହୋଇଛନ୍ତି । ୱେବ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସ ଶୁଟିଂ ଅବସରରେ ଏହି ଦୁର୍ଘଟଣା ଘଟିଥିଲା । ରାମୋଜୀ ରାଓ ଷ୍ଟୁଡିଓରେ ଏହାର ଶୁଟିଂ ଚାଲିଥିଲା । ଏକ କାର ଚେଜ ଦୃଶ୍ୟର ଶୁଟିଂ ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା । ରୋହିତଙ୍କୁ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲା ୫ ବର୍ଷର ଅଭିମନ୍ୟୁ; ଖାଲି ଦେହରେ ରାହୁଲଙ୍କ ହାତ ଧରି ଚାଲିଲା

ରୋହତକ: ଭାରତ ଯୋଡୋ ଯାତ୍ରାକୁ ନେଇ ବେଶ ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଯାତ୍ରାରେ ଏବେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର ଶିଶୁ ।  ଏହି ଶିଶୁକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାହୁଲ । ୫ ବର୍ଷର ଅଭିମନ୍ୟୁ ଶର୍ମା ଖାଲି ଦେହରେ ରାହୁଲଙ୍କ ସହ ବୁଲୁ୍‌ଥିବା ଦେଖିବାକୁ…