Latest Odisha News

BREAKING NEWS

କାର ତଳେ ଘୋଷାଡି ହୋଇ ଆଖି ବୁଜିଥିବା ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ଶାହରୁଖ

ନୂଆଦିଲ୍ଲୀ: ମହାନତା ଦେଖାଇଲେ ବଲଉଡ ହିରୋ କିଙ୍ଗ ଖାନ ଶାହରୁଖ । ଅସହାୟ ପରିବାରକୁ ବଢାଇଲେ ସହାୟତାର ହାତ ।  ରାଜଧାନୀ ଦିଲ୍ଲୀରେ ସୁଲତାନପୁରୀ-କଞ୍ଝାବଲା ଘଟଣାରେ ମୃତ୍ ଅଞ୍ଜଳି ସିଂହଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଶାହରୁଖ । ଶାହରୁଖଙ୍କ ଏନଜିଓ ମିର ଫାଉଣ୍ଡେସନ ପକ୍ଷରୁ ଅଞ୍ଜଳିଙ୍କ…

ଚେତନ ଶରଣଂ ଗଚ୍ଛାମୀ, କମିଟିରେ ଶିବସୁନ୍ଦର

ନୂଆଦିଲ୍ଲୀ:ବିସିସିଆଇ ଆଜି ନୂତନ ଚୟନ କମିଟି ଗଠନ କରିଛି । ଏହି ନୂତନ ପ୍ୟାନେଲରେ ଚେତନ ଶର୍ମାଙ୍କୁ ପୁନର୍ବାର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳର ଖରାପ ପ୍ରଦର୍ଶନ ନେଇ ଚୟନ କମିଟିକୁ ବରଖାସ୍ତ କରିଥିବା ବିସିସିଆଇ ପୁନର୍ବାର ଚେତନଙ୍କୁ ଦାୟିତ୍ୱ ଦେବା ବୁଝାପଡୁନି । ଓଡିଶାର…

ତେଜାବର ରିମେକରେ ଅଭିନୟ କରିବେ ରଣବୀର, ଜାହ୍ନବୀ !

ମୁମ୍ବାଇ: ଅନୀଲ କାପୁର ଓ ମାଧୁରୀ ଦୀକ୍ଷିତ ଅଭିନୀତ ତେଜାବ ଫିଲ୍ମର ରିମେକ ପାଇଁ ଫିଲ୍ମମେକର କୁରାଦ ଖେତାନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ ଏଥିରେ କାର୍ତିକ ଆର୍ଯ୍ୟନ ଓ ଶ୍ରଦ୍ଧା କାପୁର ଅଭିନୟ କରିବେ ବୋଲି ଖବର ପ୍ରକାଶ ପାଇଥିଲା । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ…

ଆବର୍ଜନାରୁ ସର୍ଜନା: ଅଳିଆରୁ ପ୍ରସ୍ତୁତ କଲେ ବିଶ୍ବ କପ ଟ୍ରଫି

କଟକ: ଏତେ ଦିନର ଅପେକ୍ଷାରେ ଘଟିବ ଅନ୍ତ ।  ହକି ବିଶ୍ବ କପ୍ ପାଇଁ ଝଳସିବ କଟକ, ଭୁବନେଶ୍ୱର, ରାଉଲକେଲା । ହକି ବିଶ୍ବକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖା ଦେଇଛି ନାହିଁ ନଥିବା କ୍ରେଜ । ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହକି ବିଶ୍ବ କପର ଆୟୋଜନ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସବୁଆଡ଼େ…

ବିରିୟାନି ଖାଇ ଚାଲିଗଲା ଯୁବତୀଙ୍କ ଜୀବନ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିରିୟାନି ଖାଇବା ହେଲା କାଳ । ଅନଲାଇନ୍‌ରେ ବିରିୟାନି ମଗାଇ ଖାଇବା ଯୁବତୀଙ୍କୁ ଭାରି ପଡ଼ିଲା । ବିରିୟାନି ଖାଇ ମୃତ୍ୟୁବରଣ କଲେ ୨୦ ବର୍ଷୀୟ ଯୁବତୀ । ଏଭଳି ଘଟଣା ବେଙ୍ଗାଲୁରୁର କସରଗଡ଼ ନିକଟସ୍ଥ ପେରୁମ୍ବାଲା ଅଞ୍ଚଳରେ ଘଟିଛି । ମୃତ ଯୁବତୀଙ୍କ ଜଣକ ହେଲେ ଅଞ୍ଜୁ ଶ୍ରୀପାର୍ବତୀ…

କାହିଁକି ଛୋଟ ଡ୍ରେସ ପିନ୍ଧନ୍ତି !

ଓଡ଼ିଶା ସମ୍ବାଦ ବ୍ୟୁରୋ : ରଙ୍ଗ ବେରଙ୍ଗର ଡ୍ରେସିଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠୁ ବେଶି ଚର୍ଚ୍ଚାରେ ଥିବା ନାଁ ହେଉଛି ଉର୍ଫି ଜାଭେଦ। ଉର୍ଫି ବଲିଉଡରେ ଏଣ୍ଟ୍ରି ମାରିଥିଲେ ଆକ୍ଟିଂ ପାଇଁ । ହେଲେ ନିଜର ବୋଲ୍ଡ ଅନ୍ଦାଜ ଡ୍ରେସ ସହ ଅଜବ ଗଜବ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ…

ସାମ୍ନାକୁ ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମିଲ୍ୟାକୋଭ ସର୍ଜେଇଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣାପଡିଛି । ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ତଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ…

ପିଏଏଫଏଫକୁ ଆତଙ୍କବାଦୀ ସଂଗଠନ ଘୋଷିତ କଲେ ଗୃହ ମନ୍ତ୍ରାଣଳୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜି ପିପୁଲ୍ସ ଆଂଟି ଫାସିଷ୍ଟ ଫ୍ରଂଟକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । ପାକିସ୍ତାନ ଦ୍ୱାରା ଏହାକୁ ଫଣ୍ଡିଂ କରାଯାଉଥିଲା । ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦର ଛାୟା ଦଳ ଭାବେ ଏହା ଭାରତରେ କାର୍ଯ୍ୟ କରୁଥିଲା । ଜମ୍ମୁ-କଶ୍ମୀର ଏବଂ…

କ୍ୟାବିନେଟରୁ ଇସ୍ତଫା ଦେଲେ ଆପ୍‌ ନେତା ଫୌଜା ସିଂହ ସରାରି

ଚଣ୍ଡିଗଡ଼: କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ଆମ ଆଦମୀ ପାର୍ଟି ମନ୍ତ୍ରୀ ଫୌଜା ସିଂହ ସରାରି। ପଞ୍ଜାବ ଆପ୍ ସରକାରରେ ଜନମଙ୍ଗଳ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଫୌଜା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ…