Latest Odisha News

BREAKING NEWS

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବ୍ଲକ ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକକୁ ଲୋକାର୍ପିତ ମଧ୍ୟ କରିଛନ୍ତି । ଏହି ଅବସରରେ…

ହିଜାବ ପରିଧାନ କରି ନ ଥିବାରୁ ଇରାନ ଚେସ ଖେଳାଳିଙ୍କୁ ହତ୍ୟା ଧମକ

ତେହେରାନ: ହିଜାବ ପରିଧାନ କରି ନ ଥିବାରୁ ଇରାନର ମହିଳା ଚେସ ଖେଳାଳି ସାରା ଖାଦିମଙ୍କୁ ହତ୍ୟା ଧମକ ମିଳିଛି । ସାରା କାଜାକସ୍ତାନର ଏକ ଟୁର୍ଣ୍ଣାମେଂଟରେ ବିନା ହିଜାବରେ ଅଂଶଗ୍ରହଣ କରିଥିଲେ । ଏଥିନେଇ ତାଙ୍କୁ ଟାର୍ଗେଟ କରାଯାଇଛି । ସ୍ୱଦେଶ ପ୍ରତ୍ୟାବର୍ତନ କଲେ ହତ୍ୟା କରାଯିବ ବୋଲି…

ମଦୁରା ମାଇକ୍ରୋ ଫାଇନାନ୍ସରେ ଠକେଇ;୮ ଲକ୍ଷ ଟଙ୍କା ନେଇ ଦୁଇ ମ୍ୟାନେଜର ଫେରାର

ବ୍ରହ୍ମପୁର: ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ଏହି କମ୍ପାନୀରେ କାର୍ଯ୍ୟ କରିଥିବା ଦୁଇ ମ୍ୟାନେଜର ହିଁ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। କମ୍ପାନିର ଏରିଆ ମ୍ୟାନେଜରଙ୍କ ତରଫରୁ ବ୍ରହ୍ମପୁର ଟାଉନ…

ସ୍ବାସ୍ଥ୍ୟକେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ କରିବ ସ୍ବତନ୍ତ୍ର ଯାନ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ପରିଚାଳନାରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୬ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବହାର କରାଯିବ। ବୁଧବାର ନିଗମ କାର୍ଯ୍ୟାଳୟ ପରିସରରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି…

ବିଶ୍ୱକପରେ ଆର୍ଜେଂଟିନାଠାରୁ ପରାଜିତ ହେବା ସତ୍ୱେ ଫ୍ରାନ୍ସରେ ମେସିଙ୍କୁ ଜୋରଦାର ସ୍ୱାଗତ

ପ୍ୟାରିସ: ଫିଫା ବିଶ୍ୱକପରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଂଟିନା ଚାମ୍ପିୟନ ହୋଇଛି । ତେବେ ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସୀ ବୁଧବାର ଯେତେବେଳେ ଫ୍ରାନ୍ସରେ ପଂହଚିଥିଲେ ତାଙ୍କୁ ସାଥୀ ଖେଳାଳିମାନେ ଜୋରଦାର ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ମେସି ପ୍ୟାରିସ ସେଂଟ ଜର୍ମନ କ୍ଲବ…

ରେଲୱେରେ ଚାକିରି ଦେବା ଆଳରେ ନେଇଥିଲେ ୭ଲକ୍ଷ, ଗିରଫ କଲା ପୋଲିସ

ବ୍ରହ୍ମପୁର: ରେଲୱେରେ ଚାକିରି କରାଇଦେବା ନାଁରେ ଜଣେ ଆଶାୟୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବତୀଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗତସିଂହପୁର ଝିଲା ଝିମାଣି ଗ୍ରାମର ଜେଏମଏସ. ପ୍ରଭା। ସେ ବର୍ତ୍ତମାନ ବ୍ରହ୍ମପୁର ଶରଧାବାଲି…

ପାକିସ୍ତାନରେ ୨ ଆଇଏସଆଇ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଲାହୋର: ପାକିସ୍ତାନରେ ବୁଧବାର ୨ ଆଇଏସଆଇ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମଙ୍ଗଳବାର ରାତିରୁ ଏହି ଘଟଣା ଘଟିଥିଲେ ମଧ୍ୟ ବୁଧବାର ମିଡିଆକୁ ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ କରାଯାଇଥିଲା । ପଞ୍ଜାବର ଖାନୱାଲ ସହରର ଏକ ହୋଟେଲର ପାର୍କିଂରେ ଏହି ଦୁଇ ଅଫିସର ଉପସ୍ଥିତ ଥିବା ବେଳେ…

ଜମ୍ମୁରେ ମୁତୟନ ହେବେ ୧୮୦୦ CRPF ଯବାନ

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିଆରପିଏଫ୍ ପକ୍ଷରୁ ଅତିରିକ୍ତ ୧୮ କମ୍ପାନୀ ଜମ୍ମୁକାଶ୍ମୀରରେ ମୁତୟନ ହେବେ । ନିକଟରେ ରାଜୌରିରେ ଆତଙ୍କବାଦୀ ଦୁଇଥର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଲଗାତାର ଦୁଇ ଦୁଇ ଥର ସାଧାରଣ…

ଆରପାରିରେ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର

ଭଦ୍ରକ : ଆଉ ନାହାଁନ୍ତି ଭଦ୍ରକର ବରିଷ୍ଠ ଅଧିବକ୍ତା ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ…

କାଲି ଲଞ୍ଚ ହେବ 5G: କେତେ ରହିଛି ପ୍ରାଇସ ଏବଂ କେମିତି ପାଇବେ ସୁବିଧା

ଭୁବନେଶ୍ଠର: ଆସନ୍ତାକାଲିଠାରୁ ଓଡ଼ିଶାରେ ଲାଗି ହେବ ୫ଜି ସେବା । 5G ସେବା ପାଇବା ପାଇଁ ଚାହିଁ ରହିଥିବା ଉପଭୋକ୍ତାମାନଙ୍କ ସ୍ୱପ୍ନ ପୂରଣ ହେବ । ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭୁବନେଶ୍ୱର ସୋଆ କ୍ୟାମ୍ପସ-୨ରେ ଏହାର ଉଦ୍ଘାଟନ…