Latest Odisha News

BREAKING NEWS

ସୁପ୍ରିମକୋର୍ଟ କାହିଁକି କହିଲେ ଜିମ ନୁହେଁ ସିନେମା ହଲ

ନୂଆଦିଲ୍ଲୀ: ସିନେମା ହଲ ଭିତରକୁ ବାହାରୁ ଖାଦ୍ୟ ପାନୀୟ ନେବା ସମ୍ପର୍କରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି କହିଛନ୍ତି ସିନେମା ହଲ ଏକ ବେସରକାରୀ ସମ୍ପତି । ଏଠାରେ ମାଲିକଙ୍କର…

ଆନନ୍ଦ ପଣ୍ଡିତଙ୍କ ଘୋଷଣା, ଖୁବ ଶୀଘ୍ର ଆରମ୍ଭ ହେବ ଦି ବିଗ ବୁଲ ୨, ସରକାର ୪

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ବିଗ ବୁଲ ଥିଏଟର ରିଲିଜ ହୋଇ ନ ପାରି ସିଧାସଳଖ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରିଥିଲେ । ଏହାର ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ ବିଗ ବୁଲର ସିକ୍ୱେଲ କରିବା ନେଇ ଅଂଟା ଭିଡିଛନ୍ତି । ସେ କହିଛନ୍ତି ଦି ବିଗ ବୁଲର ପରବର୍ତୀ…

ପୁନର୍ବାର ଆଇପିଏଲକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ସୌରଭ ଗାଙ୍ଗୁଲି ପୁନର୍ବାର କ୍ରିକେଟ ମୈଦାନକୁ ଫେରିଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ଏଥର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଦିଲ୍ଲୀ ଫ୍ରାଂଚାଇଜ ତାଙ୍କୁ…

ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ଯାଏ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ୮ ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମୀ ୪୫ ଦିନ ଧରି ଜାରି ରଖିଥିବା ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ନେଇ ଅଙ୍ଗନୱାଡ଼ି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛନ୍ତି । ଆଜି ହଜାର ହଜାର ଅଙ୍ଗନୱାଡ଼ି…

୨୪ ନୁହେଁ ୨୦୨୩ରେ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା, ଆସିବେ ମୋଦି ଓ ଶାହ

ଭୁବନେଶ୍ୱର: ଓଡ଼ିଶାରେ କିଏ ଚଳାଉଛି ସରକାର ? ଡିସେମ୍ବର ୨୮ରେ ଓଡ଼ିଶା ଗସ୍ତ ବେଳେ ନଡ୍ଡା ପଚାରିଥିବା ପ୍ରଶ୍ନକୁ ଏବେ ରାଜ୍ୟ ବିଜେପି ପଚାରିବ । ଦଳର ନେତୃତ୍ୱ ବୁଥରୁ ବୁଥ୍ ବୁଲି ଏହି ପ୍ରଶ୍ନ ପଚାରିବେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପ୍ରସ୍ତୁତ କରିଛି…

୪୫ ଦିନରେ ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, ଦାବି ନ ଶୁଣିଲେ ହକି ବେଳେ ରାଜପଥ ଅବରୋଧ ଧମକ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ଆରମ୍ଭ ସମୟରୁ ଲୋୟର ପିଏମଜିରେ ଅଙ୍ଗନୱାଡ଼ି ଦିଦି ଧାରଣାରେ ବସିଛନ୍ତି । ୪୫ ରାତି ଲୋୟର ପିଏମଜିର ଖୋଲା ଆକାଶ ତଳେ କାଟିବା ପରେ ଆଜି ଅଙ୍ଗନୱାଡ଼ି କର୍ମଚାରୀ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋୟର ପିଏମଜିରୁ ବାହାରି ନବୀନ ନିବାସ ଅଭିମୁଖେ…

କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ, ପୁତୂନାଙ୍କ ନିଧନରେ କଂସ ମର୍ମାହତ

ଝାରସୁଗୁଡ଼ା : ଧନୁଯାତ୍ରା ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା । କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ବେଳେ ପୁଣି ସେହି ଧୁମଧାମରେ ଓ ଉତ୍ସାହରେ ଆରମ୍ଭ ହୋଇଛି ତୃତୀୟ ଦିନର ବନ୍ଧବାହାଲ ଧନୁଯାତ୍ରା ମହୋତ୍ସବ । ବନ୍ଧବାହାଲ କଲୋନି ମଥୁରାନଗରୀ…

ଚାଷୀଙ୍କ ଅଭିନବ ପ୍ରତିବାଦ; ଦାବି ପୂରଣ ପାଇଁ ମାଟିରେ ଶରୀରକୁ ପୋତିଦେଲେ

ମୁମ୍ବାଇ: ଚାଷୀନେତାଙ୍କ ଅଭିନବ ପ୍ରତିବାଦ। ଜମି ଆଲର୍ଟ ସତ୍ତ୍ୱେ ତାଙ୍କୁ ଜମି ନ ମିଳିବାରୁ ନିଜକୁ ମାଟିରେ ପୋତି ପ୍ରତିବାଦ କଲେ । ଏମିତି ଘଟଣା ଘଟିଛି ମହାରାଷ୍ଟ୍ରର ଜଲନା ଜିଲ୍ଲାରେ । ସରକାରୀ ଯୋଜନାରେ ଚାଷୀଙ୍କୁ ଜମି ଆଲର୍ଟ ହୋଇଥିଲା । କିନ୍ତୁ ତାଙ୍କୁ ମାଲିକାନାସ୍ୱତ୍ୱ ମିଳୁ ନଥିଲା…

ବିଜେଡି ଛାଡ଼ିବେ କି ଭର୍ତ୍ତୃହରି ମହତାବ ?

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଚିନ୍ତାରେ ବିଜେଡି । ସପ୍ତାହକ ତଳେ ପୁରୀରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଉପସ୍ଥିତ ନଥିଲେ ଭର୍ତ୍ତୃହରି । ଆଉ ଏବେ ଭର୍ତ୍ତୃହରି ଦେଇଥିବା ପ୍ରସଙ୍ଗ ମନ୍ତବ୍ୟ ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । କଟକରେ ଦଳୀୟ…

ଇଜରାଏଲ ଟିଭି ଚାନେଲରେ ସାକ୍ଷାତକାର ଦେଇଥିବା ଇରାନ ଲେଖକଙ୍କୁ ଫାଶୀଦଣ୍ଡ

ତେହରାନ: କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶୀ ।  ଦେଶରେ ଦେଖାଦେଇଥିବା ସାଂପ୍ରଦାୟିକ ଦଙ୍ଗା ଏବଂ ଧାର୍ମିକ ବିବାଦକୁ ସେ ତାଙ୍କ କଲମ ମୁନରେ ରୂପ ଦେଉଥିଲେ । ତାଙ୍କ ବିରୋଧରେ  ଲାଗିଲା ଗୁଇନ୍ଦା ଗିରି କରୁଥିବା ଅଭିଯୋଗ । ଶେଷରେ ସରକାର ଶୁଣାଇଲେ ଫାଶୀ ସଜ୍ଜା । ଏମିତି ଖବର ଆସିଛି…