Latest Odisha News

BREAKING NEWS

ଶୁଣିଲାନି ପ୍ରଶାସନ, ପାହାଡ଼ ଛାତି ଚିରି ଗାଁକୁ ଝରଣା ପାଣି ଆଣିଲେ ଗ୍ରାମବାସୀ

ନବରଙ୍ଗପୁର: ପାହାଡ଼ ତଳେ ଗାଁ । ଚାଷ ପାଇଁ ଜଳସେଚନର ସୁବିଧା ନଥିଲା । ବାରମ୍ବାର ଜଳସେଚନ ବ୍ୟବସ୍ଥା କରିବାକୁ ଲୋକେ ପ୍ରଶାସନକୁ ଗୁହାରି କରିଥିଲେ ବି ଲାଭ ହୋଇ ନଥିଲା । ଶେଷରେ ୮ ଜଣ ଚାଷୀଙ୍କ ପରିକଳ୍ପନା ଓ ଗ୍ରାମବାସୀଙ୍କ ସହଯୋଗରେ କ୍ଷେତରେ ଝରଣା ପାଣି ମାଡ଼ୁଛି । ଶଷ୍ୟ ଶାମଳା ହୋଇ…

ହାତରେ ଖଡ୍ଗ ଧରି ନଦୀ କୂଳରେ ବସିଛନ୍ତି ମା’ ରାମଚଣ୍ଡୀ

ନିଶ୍ଚିନ୍ତକୋଇଲା: କୁଳୁକୁଳୁ ସ୍ୱରରେ ବହି ଯାଉଛି ଲୁଣା ନଦୀ । ନଦୀ ଚାରିପଟେ ଘେରି ରହିଛି ସବୁଜିମା ଭରା ବୃକ୍ଷରାଜି ।  ନଦୀ ପଠାରେ ବିରାଜିତ ମା ରାମଚଣ୍ଡୀ । ପ୍ରାକୃତିକ ଶୋଭା ବିମଣ୍ଡିତ ଏଇ ନଦୀକୂଳରେ ବସି ଖଡ୍ଗ ହସ୍ତା ମା’ ରାମଚଣ୍ଡୀ ଯେମିତି ଭକ୍ତଙ୍କୁ ପାଛୋଟି ନେଉଛନ୍ତି । ମା’…

୧୮ ଲକ୍ଷ ବ୍ୟୟରେ ମଣିଷ ନେଲା ଗଧିଆ ରୂପ

ଟୋକିଓ:ସୁନ୍ଦର ଦିଶିବା ପାଇଁ ଲୋକେ ପଇସା ଖର୍ଚ୍ଚ କରନ୍ତି । ଖାଲି ଖର୍ଚ୍ଚ କରନ୍ତିନି, ଟଙ୍କାକୁ ପାଣି ପରି ବୁହାଇ ଦିଅନ୍ତି। ମହିଳାମାନେ ଶୃଙ୍ଗାର ପ୍ରିୟ ବୋଲି ସମସ୍ତେ ଜାଣନ୍ତି । ହେଲେ ଏବେ ପୁରୁଷ ବି ଶୃଙ୍ଗାରରେ ପଛରେ ପଡି ନାହାନ୍ତି   । ଥରେ ପାର୍ଲର ଗଲେ ପୁରୁଷ ହୁଅନ୍ତୁ ବା…

ଭାଲୁ ଚମଡ଼ା ଓ ସମ୍ବର ସିଙ୍ଘ ଜବତ, ୭ ଜଣଙ୍କୁ ଗିରଫ କଲା ବନ ବିଭାଗ

ବରଗଡ଼: ଭଟଲିରେ ଚାଲିଛି ବେଧଡ଼କ ବନ୍ୟଜନ୍ତୁ ଶିକାର । ଭାଲୁ ସହ ସମ୍ବର ଭଳି ବନ୍ୟପ୍ରାଣୀଙ୍କୁ ମାରି ଚମଡ଼ା ନେଇ ଯାଉଛନ୍ତି ଶିକାରି । ଗୋଧି ଓ ବଜ୍ରକାପ୍ତା ବି ରହିଛି ଶିକାରିଙ୍କ ନଜରରେ । ବନ୍ୟପ୍ରାଣୀ ଶିକାର ସମ୍ପର୍କିତ ୨ଟି ପୃଥକ ମାମଲାରେ ବରଗଡ଼ ଜିଲ୍ଲା ଭଟଲି ରେଞ୍ଜରୁ ୭ ଜଣଙ୍କୁ ଗିରଫ…

ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ, ହାତୀ ଦଳି ଦେଇଥିବା ସନ୍ଦେହ

ଅନୁଗୁଳ: ଗତକାଲି ଠାରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ମିଳିଛି । ରବିବାର ଠାରୁ ଅନୁଗୁଳ ଜିଲ୍ଲା ବନ୍ତଳା ହମାମିପା ଗାଁର ୫୫ ବର୍ଷୀୟ ନିତ୍ୟା ଗୋଚ୍ଛାୟତ ବାହାରକୁ ଯାଇ ଘରକୁ ଫରେ ନଥିଲେ । ଘର ଲୋକ ରାତିରେ ଖୋଜାଖୋଜି ପରେ ନିତ୍ୟାଙ୍କୁ ପାଇ ନଥିଲେ । ଆଜି ପୁଣି ଖୋଜାଖୋଜି କଲା ବେଳେ ଗାଁ…

ନାବାଳକ ବି ପାଇ ପାରିବେ ପାନ କାର୍ଡ, ଜାଣନ୍ତୁ କେମିତି କରିବେ ଆବେଦନ ?

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ହେବ ଅବା ବଡ଼ ଧରଣର ଟଙ୍କା କାରବାର ବେଳେ ପାନ କାର୍ଡର ଆବଶ୍ୟକତା ହୋଇଥାଏ । ଯଦି ଆପଣ ଆପଣଙ୍କ ଛୁଆର ନାମରେ ନିବେଶ କରିବାକୁ ଚାହୁଁଛନ୍ତି ଅଥବା ନୋମିନି ରଖିବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ପାନ କାର୍ଡ ଆବଶ୍ୟକ ହେବ । ଆସନ୍ତୁ ଜାଣିବା ନାବାଳକଙ୍କ ପାନ…

ସଂଗ୍ରାମ କେଶରୀ ସେନାପତିଙ୍କୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ

ଭଦ୍ରକ : ଗତ ପାଞ୍ଚ ବର୍ଷ ଧରି ନିୟମିତ ଭାବରେ ପ୍ରକାଶ ପାଉଥିବା ଶୁଭପଲ୍ଲବ ଇ-ପତ୍ରିକାର ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଜାତୀୟ କବି ଲେଖକ ସଙ୍ଗଠନ ପକ୍ଷରୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ କରାଯାଇଛି । ଗଳ୍ପ, କବିତା, ପ୍ରବନ୍ଧ, ଆଲୋଚନା ଏବଂ ଶିଶୁ ସାହିତ୍ୟ ଆଦି ବିଭାଗ ସହ…

ତାଇୱାନକୁ ନେଇ ଆମେରିକାକୁ ଧମକାଇଲା ଚୀନ

ନୂଆଦିଲ୍ଲୀ: ହେବ କି ଯୁଦ୍ଧ ? ମୁହାଁମୁହିଁ ହେବେ କି ଚୀନ ଓ ଆମେରିକା ? ତାଇୱାନ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଚୀନ, ଆମେରିକାକୁ ଧମକ ଦେଇଛି । ଖାଲି ଧମକାଇନି ବରଂ ପାଦେ ଆଗକୁ ଯାଇ ଡ୍ରାଗନ, ଆମେରିକା ସେନାର ବେସ୍ ନିକଟରେ ଶକ୍ତିଶାଳୀ ଯୁଦ୍ଧପୋତ ଅତିକ୍ରମ କରିଛି ।…

ଏ ଯାଏଁ ଏକାଠି, ମୁଁ ଓ ମୋ କଲମକାଠି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଅକ୍ଷରରେ ଅନେକ କଥାକାହାଣୀ କହିଯାଇଛି କଲମ । ସେଇ ଯେ ୧୯୬୨ରୁ.... ଏଯାଏ ଚାଲିଛି ଏ କଲମ ଏହିପରି - ଆଉ ତାହା ସହିତ ଖୋଦ୍‍ ମୁଁ ବି । ସମୟର ରଙ୍ଗବଦଳ ସତ୍ୱେ ଏ କଲମ ଅଙ୍ଗହାନି କରିବାକୁ ଚାହିଁନି କେଭେଁ ସେଇ ବଜ୍ରସଂକଳ୍ପର - ଅନ୍ଧାରୀ…

ଆଉ ନାହାନ୍ତି ମୋତି ମହଲର ଶେଷ ରାଣୀ

ଜୟପୁର: ଆଉ ନାହାନ୍ତି ମୋତି ମହଲର ଶେଷ ରାଣୀ  । ଜୟପୁରସ୍ଥିତ ମାେତି ପାଲେସରେ ଆଖି ବୁଜିଛନ୍ତି ରାଣୀ ରମାକୁମାରୀ ଦେବୀ । ଗତକାଲି ମଧ୍ୟ ରାତ୍ରରେ ତାଙ୍କର ମୃତ୍ୟୁ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ତାଙ୍କର ଶେଷଶଯ୍ୟା ନିକଟରେ  ସାନ ବୋହୁ ସାରିକା ଦେବୀ ଓ ନାତି…