Latest Odisha News

BREAKING NEWS

ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ, ହାତୀ ଦଳି ଦେଇଥିବା ସନ୍ଦେହ

ଅନୁଗୁଳ: ଗତକାଲି ଠାରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ମିଳିଛି । ରବିବାର ଠାରୁ ଅନୁଗୁଳ ଜିଲ୍ଲା ବନ୍ତଳା ହମାମିପା ଗାଁର ୫୫ ବର୍ଷୀୟ ନିତ୍ୟା ଗୋଚ୍ଛାୟତ ବାହାରକୁ ଯାଇ ଘରକୁ ଫରେ ନଥିଲେ । ଘର ଲୋକ ରାତିରେ ଖୋଜାଖୋଜି ପରେ ନିତ୍ୟାଙ୍କୁ ପାଇ ନଥିଲେ । ଆଜି ପୁଣି ଖୋଜାଖୋଜି କଲା ବେଳେ ଗାଁ…

ନାବାଳକ ବି ପାଇ ପାରିବେ ପାନ କାର୍ଡ, ଜାଣନ୍ତୁ କେମିତି କରିବେ ଆବେଦନ ?

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ହେବ ଅବା ବଡ଼ ଧରଣର ଟଙ୍କା କାରବାର ବେଳେ ପାନ କାର୍ଡର ଆବଶ୍ୟକତା ହୋଇଥାଏ । ଯଦି ଆପଣ ଆପଣଙ୍କ ଛୁଆର ନାମରେ ନିବେଶ କରିବାକୁ ଚାହୁଁଛନ୍ତି ଅଥବା ନୋମିନି ରଖିବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ପାନ କାର୍ଡ ଆବଶ୍ୟକ ହେବ । ଆସନ୍ତୁ ଜାଣିବା ନାବାଳକଙ୍କ ପାନ…

ସଂଗ୍ରାମ କେଶରୀ ସେନାପତିଙ୍କୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ

ଭଦ୍ରକ : ଗତ ପାଞ୍ଚ ବର୍ଷ ଧରି ନିୟମିତ ଭାବରେ ପ୍ରକାଶ ପାଉଥିବା ଶୁଭପଲ୍ଲବ ଇ-ପତ୍ରିକାର ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଜାତୀୟ କବି ଲେଖକ ସଙ୍ଗଠନ ପକ୍ଷରୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ କରାଯାଇଛି । ଗଳ୍ପ, କବିତା, ପ୍ରବନ୍ଧ, ଆଲୋଚନା ଏବଂ ଶିଶୁ ସାହିତ୍ୟ ଆଦି ବିଭାଗ ସହ…

ତାଇୱାନକୁ ନେଇ ଆମେରିକାକୁ ଧମକାଇଲା ଚୀନ

ନୂଆଦିଲ୍ଲୀ: ହେବ କି ଯୁଦ୍ଧ ? ମୁହାଁମୁହିଁ ହେବେ କି ଚୀନ ଓ ଆମେରିକା ? ତାଇୱାନ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଚୀନ, ଆମେରିକାକୁ ଧମକ ଦେଇଛି । ଖାଲି ଧମକାଇନି ବରଂ ପାଦେ ଆଗକୁ ଯାଇ ଡ୍ରାଗନ, ଆମେରିକା ସେନାର ବେସ୍ ନିକଟରେ ଶକ୍ତିଶାଳୀ ଯୁଦ୍ଧପୋତ ଅତିକ୍ରମ କରିଛି ।…

ଏ ଯାଏଁ ଏକାଠି, ମୁଁ ଓ ମୋ କଲମକାଠି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଅକ୍ଷରରେ ଅନେକ କଥାକାହାଣୀ କହିଯାଇଛି କଲମ । ସେଇ ଯେ ୧୯୬୨ରୁ.... ଏଯାଏ ଚାଲିଛି ଏ କଲମ ଏହିପରି - ଆଉ ତାହା ସହିତ ଖୋଦ୍‍ ମୁଁ ବି । ସମୟର ରଙ୍ଗବଦଳ ସତ୍ୱେ ଏ କଲମ ଅଙ୍ଗହାନି କରିବାକୁ ଚାହିଁନି କେଭେଁ ସେଇ ବଜ୍ରସଂକଳ୍ପର - ଅନ୍ଧାରୀ…

ଆଉ ନାହାନ୍ତି ମୋତି ମହଲର ଶେଷ ରାଣୀ

ଜୟପୁର: ଆଉ ନାହାନ୍ତି ମୋତି ମହଲର ଶେଷ ରାଣୀ  । ଜୟପୁରସ୍ଥିତ ମାେତି ପାଲେସରେ ଆଖି ବୁଜିଛନ୍ତି ରାଣୀ ରମାକୁମାରୀ ଦେବୀ । ଗତକାଲି ମଧ୍ୟ ରାତ୍ରରେ ତାଙ୍କର ମୃତ୍ୟୁ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ତାଙ୍କର ଶେଷଶଯ୍ୟା ନିକଟରେ  ସାନ ବୋହୁ ସାରିକା ଦେବୀ ଓ ନାତି…

୨୪ ଘଣ୍ଟା ମଧ୍ୟରେ ଦୁଇଥର ଆତଙ୍କୀ ଆକ୍ରମଣ, ଗ୍ରେନେଡ ମାଡରେ ୨ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଡାଙ୍ଗରୀ ଗାଁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ  । ୨୪ ଘଣ୍ଟା  ମଧ୍ୟରେ ୨ୟ ଆକ୍ରମଣ କରିଛନ୍ତି ଆତଙ୍କୀର । ଗାଁରେ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି । ଗତକାଲି ଯେଉଁ ତିନି ଜଣଙ୍କ ଘରେ ପଶି ଗୁଳି ଫୁଟାଇଥିଲେ ସେହି ଘରେ ଆଜି ବିସ୍ଫୋରଣ ଘଟାଇଛନ୍ତି ।…

ମହିଳାଙ୍କ ସହ ଏକତ୍ର ପାର୍ଟି କରିବା ଯୋଗୁ ଗିରଫ ହେଲେ ଇରାନ ଫୁଟବଲ ଖେଳାଳି

ତେହେରାନ: ଇରାନରେ ଡିସେମ୍ବର ୩୧ ରାତିରେ ନୂତନ ବର୍ଷ ମଉଜ କରିବା ସ୍ଥାନୀୟ ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପାର୍ଟିରେ ମହିଳାଙ୍କ ଉପସ୍ଥିତି ଏବଂ ମଦ୍ୟପାନ କରିବା ସେମାନଙ୍କୁ ଅଡୁଆରେ ପକାଇଛି । ପୋଲିସ ସେମାନଙ୍କୁ ଗିରଫ କରିଛି । ଇରାନର ଏକ ପ୍ରତିଷ୍ଠିତ କ୍ଲବର…

ଶିକ୍ଷକଙ୍କୁ ଦଣ୍ଡ; ବିନା ନୋଟିସରେ ଛୁଟିରେ ଥିବା ୧୦ କନିଷ୍ଠ ଶିକ୍ଷକ ବହିଷ୍କୃତ

ମାଲକାନଗିରି:ଶିକ୍ଷକଙ୍କୁ ମିଳିଲା ଦଣ୍ଡ । ଚାକିରି ପାଇଲେ, କିନ୍ତୁ କାମକୁ ଆସିଲେନି । ବିନା ନୋଟିସରେ ଛୁଟିରେ ରହିଲେ । ମାସେ କି ଦୁଇମାସ ନୁହେଁ, କିଏ ୪ ବର୍ଷ ତ କିଏ ୫ ବର୍ଷ । ଏପରି ଶିକ୍ଷକଙ୍କୁ ବିଭାଗ ପକ୍ଷରୁ ମିଳିଛି ଦଣ୍ଡ ।ମାଲକାନଗିରି ଜିଲ୍ଲାର ୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ…

ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଯୋଜନାବଦ୍ଧ ଭାବେ ଖେଳ ଚୟନ କରୁଛି । ଏ ପର୍ଯ୍ୟନ୍ତ ଖେଳାଳିଙ୍କ ନାମ କିନ୍ତୁ ଘୋଷଣା କରାଯାଇ ନାହିଁ ।…