Latest Odisha News

BREAKING NEWS

ରାଜଧାନୀରେ ବର୍ବରକାଣ୍ଡ: ଯୁବତୀଙ୍କୁ ୧୨ କିମି ଘୋଷାଡି ନେଲା କାର

ନୂଆଦିଲ୍ଲୀ:ରାଜଧାନୀରେ ଦିଲ୍ଲୀରେ ମଦ୍ୟପ ଯୁବକଙ୍କ ପୁଣି ବର୍ବର କାଣ୍ଡ ।  ଜଣେ ମହିଳାଙ୍କୁ ୧୨ କିମି ପର୍ଯ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ଏମିତି ଘଟଣା ଘଟିଛି ଗତକାଲି ସକାଳେ ଦିଲ୍ଲୀ ସୁଲତାନପୁରୀ ଅଞ୍ଚଳରେ ।ନୂଆ ବର୍ଷ ସକାଳୁ ସକାଳୁ ଏପରି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ 'ବେଳାଭୂମିର ଚିହ୍ନ' ଦ୍ରୁତ ପରିବର୍ତ୍ତିତ ସମୟର ପନ୍‌ଝା ଭିତରେ କେତେକେତେ ସାମାଜିକ ଅସଙ୍ଗତି ବିସଙ୍ଗତି, ସଂସ୍କୃତି ଅବକ୍ଷୟର ରାଶି ରାଶି ଉଦାହରଣ, ଅପସୃୟମାନ ଲୋକୋକ୍ତି, ଲୋକକଥା, ଲୋକଚରିତ୍ର । ଏଇ ପରିଧି ଭିତରେ ବିସ୍ଥାପନ,…

କବିତା : ସୁନେଲି କ୍ଷେତ

ପ୍ରିୟମ୍ବଦା ସାମଲ ଶୀତ ପ୍ରଭାତରେ ଚାଷୀ ଗୀତ ଗାଏ ଦେଖି ତାର ସୁନା କ୍ଷେତ ଧରଣୀ ମାଆ ମୋ ସୁନେଲି ରଙ୍ଗର ପିନ୍ଧି ଅଛି ପାଟ ବସ୍ତ୍ର। ଅଳସି ସୋରିଷ ଫୁଲେଇ ହେଉଛି ଅଳସ ଭାଙ୍ଗଇ ଧୀରେ ସୁନେଲି କ୍ଷେତରେ ନାଚି ନାଚି ଝୁମେ ଜନ ମନ ପ୍ରାଣ ହରେ। ପ୍ରକୃତି ରାଣୀର ସେନେହ ସ୍ପର୍ଶରେ…

ଭାଷା ଭାଗବତ : ଲୋକଭାଷାରେ ଲେଖାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିକଳ୍ପ ସୁବିଧାଜନକ ହେଲେ ହେଁ ଏଠି ବହୁ ଲୋକ ହୁଅଂତି ପ୍ରଥାର ସ୍ତାବକ ଦିଶେନି ନୂଆ ଜ୍ଞାନାଲୋକ ପରିବର୍ତନ ପ୍ରତି ଭୀତି ଥିବାରୁ ସୁପ୍ରାଚୀନ ଜାତି କରିପାରୁନି ଅଗ୍ରଗତି ସହୁଛି ବହୁବିଧ କ୍ଷତି ବିଶ୍ବ ଆଡ଼େ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ବାୟୁ କୋଣରେ ଅବସ୍ଥିତ ମହାଲଷ୍ମୀଙ୍କ ମନ୍ଦିର ବିଷୟରେ ଆଲୋଚନା ଜାରି ରହିଛି। ସେହି ପ୍ରସଙ୍ଗରେ ଆଜି ଜାଣିବା, ଦୈନିକ ପୂଜାନୀତି ଓ ବିଶେଷ…

ଚନ୍ଦ୍ରବାବୁଙ୍କ ସଭାରେ ପୁଣି ଦଳା ଚକଟା, ୩ ଜଣଙ୍କ ମୃତ୍ୟୁ

ଅମରାବତି: ନୂଆବର୍ଷରେ ଅଘଟଣ । ଦଳା ଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଭାରେ ପୁଣି ଦଳା ଚକଟା ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମାତ୍ର ୪ ଦିନ ଭିତରେ ଚନ୍ଦ୍ରବାବୁ ନାଇଡୁଙ୍କ…

ଫୁଲତୋଡ଼ା ନେଇ ଆସିଲେ, ମ୍ୟାନେଜରଙ୍କୁ ନପାଇ ଠିକାସଂସ୍ଥାର ଭଡ଼ା ଘରେ ଗୁଳିମାଡ଼ କଲେ

ପାରାଦୀପ: ନୂଆବର୍ଷରେ ଅଶାନ୍ତ ପାରାଦୀପ । ଠିକାସଂସ୍ଥାର ଭଡ଼ା ଘରେ ଫୁଟିଲା ଗୁଳି । ପାରାଦୀପ ତାରେଣୀଗଡ଼ାରେ ଥିବା ଠିକା ସଂସ୍ଥାର ଭଡ଼ାଘରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ରୋଷେୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲୁମାଲି ଗଡ଼ ରିଫାଇନାରୀ ପ୍ରକଳ୍ପ କାର୍ଯ୍ୟରେ ବ୍ରିକ୍ ଆଣ୍ଡ ରୁଫ୍ ଠିକା…

ସ୍ତ୍ରୀଙ୍କୁ ହତ୍ୟା ପରେ ଜିରୋ ନାଇଟ୍‌ ପାଳିଲେ ସ୍ବାମୀ

ବ୍ରହ୍ମପୁର: ନୂଆଁ ବର୍ଷକୁ ନେଇ ସବୁଆଡ଼େ ଉତ୍ସବ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ମୟୁରପଦା ଗ୍ରାମରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସାଙ୍ଗମାନଙ୍କ ସହ ପାଳିଛନ୍ତି ଜିରୋ ନାଇଟ୍‌ ଏବଂ ନୂଆ ବର୍ଷ।…

ଇଂରାଜୀ ନବବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼, ଶ୍ରୀଜୀଉଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହୋଇଛି ନୂଆବର୍ଷ । ଇଂରାଜୀ ନବବର୍ଷର ପ୍ରଥମ ଦିନରେ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ଦିନ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ରରେ ଆଜି ଲକ୍ଷାଧିକ ଭକ୍ତଙ୍କ ଗହଳି ହୋଇଥିଲା । ମାର୍କେଟ ଛକଠାରୁ ସିଂହଦ୍ୱାର…

ନୂଆବର୍ଷରେ ଆତ୍ମହତ୍ୟା କଲା ସୁନା ଝିଅ

ପୁରୀ: ନୂଆବର୍ଷରେ ଚରମ ପଦକ୍ଷେପ । ଜୀବନ ହାରିଦେଲେ ଛାତ୍ରୀ । ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ଚରମ ପଦକ୍ଷେପ ନେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ । ରହୁଥିବା ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଛନ୍ତି ବେଦାନ୍ତ ବିଭାଗର ଛାତ୍ରୀ ପ୍ରଜ୍ଞା ପାରମିତା ପରିଡ଼ା ।…