୨୦୨୨ର ବାଇଶି ଫ୍ୟାକ୍ଟସ
ନୂଆଦିଲ୍ଲୀ: ୨୦୨୨ ଧିରେ ଧିରେ କ୍ଲାନ୍ତ ଓ ଅବସାଦ ମନରେ ଆମଠାରୁ ବିଦାୟ ନେଉ ଯାଇଛି । ବିଶ୍ୱରେ ଏବେ କେତେକ ସ୍ଥାନରେ ୨୦୨୩ର ପାଦ ପଡି ସାରିଲାଣି । ଆସନ୍ତୁ ୨୦୨୨ର ବାଇଶି ଚମକପ୍ରଦ ଡାଟା ବିଷୟରେ ଜାଣିବା ।
୧.୨୦୨୨ରେ ବିଶ୍ୱରେ ୧୩ କୋଟି ଶିଶୁ ଜନ୍ମ ହୋଇଥଲେ । ଭାରତରେ ଏହାର ସଂଖ୍ୟା ଥିଲା…