Latest Odisha News

BREAKING NEWS

ବକେୟା ବିଲ୍ ପାସ୍ ପାଇଁ ୬୫ ହଜାର ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଧରିଛି । ଜଣେ କଣ୍ଟ୍ରାକ୍ଟରଙ୍କ ବକେୟା ବିଲ୍ ପାସ୍ ଲାଗି କନିଷ୍ଠ ଯନ୍ତ୍ରୀ ଆଶିଷ ଲାଞ୍ଚ ମାଗିଥିଲେ । ଆଜି କନିଷ୍ଠ ଯନ୍ତ୍ରୀ ୬୫…

ଚୀନ ଭଳି ବ୍ରିଟେନରେ ସ୍ଥିତି ସାଂଘାତିକ କଲାଣି କରୋନା

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ସାରା ଦୁନିଆ ଚିନ୍ତାରେ ରହିଛି । ଏବେ ବ୍ରିଟେନରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଲାଣି । ବିଟ୍ରେନର କୋଭିଡର ପଞ୍ଚମ ପ୍ରବାହ ଆରମ୍ଭ ହୋଇଥିବା କୁହାଯାଉଛି । କିନ୍ତୁ ସରକାର ନୂଆବର୍ଷରୁ ନିୟମିତ କୋଭିଡ୍ ତଥ୍ୟ ଦେବା…

ଗୁଜରାଟ ନିକଟରେ ପାକିସ୍ତାନୀ ବୋଟରୁ ଜବତ ହେଲା ୩୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀକୁ ସୋମବାର ଏକ ବଡ ସଫଳତା ହାତ ଲାଗିଛି । ଆରବ ସାଗର ଉପକୂଳରେ ସେମାନେ ଏକ ପାକିସ୍ତାନୀ ବୋଟକୁ ଜବତ କରିଛନ୍ତି । ଏହି ବୋଟରେ ୩୦୦ କୋଟି ଟଙ୍କାର ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଓ ୧୦ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି । ଡିସେମ୍ବର ୨୫ ଓ ୨୬ ରାତିରେ ଏହି…

ରୁଷର ହଟ ଜାସୁସ: ଆଲିୟାଙ୍କ ହନୀଟ୍ରାପରୁ ଖସିବା ଏକପ୍ରକାର ଅସମ୍ଭବ

ମସ୍କୋ: ରୁଷ ଗୋଇନ୍ଦା ବିଭାଗ ଏଜେନ୍ସି କେଜିବିର ଜଣେ ପୂର୍ବ ଏଜେଂଟ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ହନୀଟ୍ରାପରେ ଫସେଇ ତଥ୍ୟ ହାସଲ କରିବାରେ ଏହି ଟିମର ସମସ୍ତ ସଦସ୍ୟା ଧୂରନ୍ଧର । ଏମାନଙ୍କ ଜାଲରୁ ଖସିବା ଏକପ୍ରକାର ଅସମ୍ଭବ । ଏକ ସାକ୍ଷାତକାରରେ ଆଲିୟା ରୋଜା ଏହି ରହସ୍ୟ ଉପରକୁ କିଛି…

କେସିଆରଙ୍କୁ ହାଇକୋର୍ଟ ଝଟକା: ବିଧାୟକ କିଣାବିକା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର

  ହାଇଦ୍ରାବାଦ: ତେଲେଙ୍ଗାନାରେ କେସିଆର ସରକାରଙ୍କୁ ହାଇକୋର୍ଟଙ୍କ ବଡ ଝଟକା । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଦଳ ଭାରତ ରାଷ୍ଟ୍ର ସମିତିର କିଛି ବିଧାୟକଙ୍କୁ ବିଜେପି କିଣିବାକୁ ଚାହୁଁଛି ଏବଂ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ହୋଇଥିବା ମାମଲାରେ…

ଆଇସିୟୁ କ୍ୟାବିନ ନିକଟରେ ଝିଅର ବାହାଘର ଦେଖିବା ପରେ ଆଖି ବୁଜିଲେ ମାଆ

ଗୟା: ଝିଅ ବାହା ହେବ ଆଉ ମାଆ ଦେଖିବନି । ତାହା କେବେ ସମ୍ଭବ ନୁହେଁ । ତେବେ ଗୟାରେ ଜଣେ ମାଆ ତାଙ୍କ ଝିଅ ବାହାଘର ଦେଖିବା ପରେ ଆଖି ବୁଜି ଦେଇଛନ୍ତ । ଏହି ଘଟଣା ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ଲଲନ କୁମାରଙ୍କ ସ୍ତ୍ରୀ ପୁନମ ବର୍ମା ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ…

ମାଇନସ ୭ ଡିଗ୍ରୀରେ ଶୁଟିଂ କରୁଥିଲେ ହିମାଂଶୀ, ନାକରୁ ରକ୍ତ ବାହରିଲା ତା ପରେ…

ମୁମ୍ବାଇ: ବିଗ ବସ ୧୩ରେ ଅଂଶଗ୍ରହଣ କରିଥିବା ପଞ୍ଜାବୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କୁ ରୋମାନିଆର ଡାକ୍ତରଖାନାରେ ଭର୍ତି କରାଯାଇଛି । ହିମାଂଶୀ ଫତେ ଦେ ୟାର ବଡେ ନେ ଫିଲ୍ମର ଶୁଟିଂରେ ଅଂଶଗ୍ରହଣ କରିବା ପାଇଁ ରୋମାନିଆ ଯାଇଥିଲେ । ସେ ସାମାନ୍ୟ ଅସୁସ୍ଥ ଥିଲେ ମଧ୍ୟ…

ବଢିଲା ମଦର ଡାଏରୀ କ୍ଷୀରର ଦାମ; ବର୍ଷକରେ ୫ମ ଥର ଦର ବୃଦ୍ଧି କଲା କମ୍ପାନୀ

ନୂଆଦିଲ୍ଲୀ: ବଢିଲା ମଦର ଡାଏରୀ କ୍ଷୀରର ଦାମ । ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କଲା କମ୍ପାନୀ । ଫୁଲ କ୍ରିକ, ଟୋନ୍ଡ ଏବଂ ଡବଲ ଟୋନ୍ଡ କ୍ଷୀର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହି ଦାମ କେବଳ ଦିଲ୍ଲୀ ଏନସିଆରରେ ଲାଗୁ ହୋଇଛି । ବର୍ଦ୍ଧିତ ଦର ଡିସେମ୍ବର ୨୭ ମଙ୍ଗଳବାରଠାରୁ…

ବିଜେଡିର ୨୫ ବର୍ଷ ପୂର୍ତ୍ତିରେ ୨୦୨୪ ପାଇଁ କି ସଂକେତ ଦେଲେ ନବୀନ ?

ପୁରୀ: ଶଙ୍ଖକ୍ଷେତ୍ର ପୁରୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦଳର ୨୫ ବର୍ଷ ପୂର୍ତ୍ତିରେ ବିଜେଡି ପୁରୀର ତାଳବଣିଆରେ ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରିଥିବା ବେଳେ ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ଓଡ଼ିଶା, ଓଡ଼ିଶାବାସୀଙ୍କ ପାଇଁ ବିଜେଡି ଲଢ଼ୁଛି, ଆଗକୁ ଲଢ଼ିବ ବୋଲି ନବୀନ କହିବା…

ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି: ରୂପକୁମାର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହି ଘଟଣା ଦବି ଆସୁଥିବା ବେଳେ ଆଜି ପୁଣି ଜଣଙ୍କ ବୟାନ ଏହାକୁ ପୁନର୍ବାର ଆଲୋଚ୍ୟ ବିଷୟ କରିଦେଇଛି । ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି…