Latest Odisha News

BREAKING NEWS

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଗସ୍ତ ଓ ବିଭିନ୍ନ ପ୍ରକଳ୍ପ ଉନ୍ନତିକରଣର ସମୀକ୍ଷା

ପୁରୀ : ମା  ମଙ୍ଗଳା  ପୀଠର ଉନ୍ନତିକରଣ କାମ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି. କେ. ପାଣ୍ଡିଆନ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ହେବ । ସେହିପରି ଶ୍ରୀ ଜଗନ୍ନାଥ  ମେଡିକାଲ  କଲେଜ ହସପିଟାଲ କାମ ବି ଜୁନ ୨୦୨୩ ସୁଦ୍ଧା ଶେଷ…

ମୋ ନମ୍ବର ଯାହା ଥିଲା ସେଇଆ ରହିଛି-ସୋନୁ ସୁଦ

ନୂଆଦିଲ୍ଲୀ: ଡରାଇଲାଣି କରୋନା । ପଡୋଶୀ ଚୀନରେ ଏହାର ଭୟଙ୍କର ରୂପ ଦେଖିବା ପରେ ମନେ ପଡ଼ି ଯାଉଛି ସେଦିନର ଭୟଙ୍କର ଅନୁଭୂତି । ସଟଡାଉନ..ଲକଡାଉନ.. । ଖାଦ୍ୟର ଅଭାବ..ଘର ଅଭାବ.. ଅର୍ଥ ଅଭାବ । ତା ଭିତରେ ଯାନବାହନ ଠପ୍ । ଏସବୁ ନାହିଁ ନାହିଁ ଭିତରେ ଜୀବନ ଅଟକି ଯାଇଥିବା କଥା ମନେ ପଡିଲେ…

ଚିମନି ବିସ୍ଫୋରଣରେ ୮ ଶ୍ରମିକଙ୍କ ମୃତ୍ୟୁ

ପାଟନା: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ରାମଗଢବାଠାରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ଥିବା ଏକ ଇଟା ଭାଟି ଚିମନିରେ ଏହି ବିସ୍ଫୋରଣ ହୋଇଛି। ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ପରେ ଇଟା ଭାଟି ତଳେ ୧୨ରୁ ଅଧିକ ଲୋକ ଦବି ରହିଥିବା କୁହାଯାଉଛି।  ରାତିରେ…

ରାଜଧାନୀକୁ ଫେରିଲା ପଥୋତ୍ସବ; କାଲିଠୁ ଉତ୍ସବମୁଖର ହେବ ରବିବାର ସକାଳ

ଭୁବନେଶ୍ୱର: ରାଜଧାନୀରେ ରବିବାର ସକାଳ ପୁଣି ହସିବ । ଉତ୍ସବମୁଖର ହେବ । ପ୍ରତିଭାର ସନ୍ଧାନ କରିବ ଭୁବନେଶ୍ୱର ।  ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ପଥୋତ୍ସବ । ଆସନ୍ତାକାଲିଠାରୁ ଏହି ପଥୋତ୍ସବ ଆରମ୍ଭ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ…

ଆରମ୍ଭ ହେଲା ହାଇକୋର୍ଟଙ୍କ ଶୀତ ଅବକାଶ, ଜାନୁଆରୀ ୨ରେ ଖୋଲିବ

କଟକ :ଆଜିଠୁ ଆରମ୍ଭ ହେଲା ହାଇକୋର୍ଟଙ୍କ ଶୀତ ଅବକାଶ ।ଆସନ୍ତା ବର୍ଷ ଅର୍ଥାତ  ୨୦୨୩, ଜାନୁଆରି ୨ରେ ହାଇକୋର୍ଟ ଖୋଲିବ। ତେବେ ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। ଏହି…

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାପାଇଁ ମିଳିଲାନି ଅନୁମତି, ଜଗବନ୍ଧୁଙ୍କୁ ମିଳିଲା ୪ ଦିନ

ଭୁବନେଶ୍ଠର: ପୁଣି ରିମାଣ୍ଡରେ ଯିବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଆଜିଠୁ ୪ ଦିନିଆ ରିମାଣ୍ଡରେ ତାଙ୍କୁ ନେବ ଇଡି । ପ୍ରଥମେ ଜଗବନ୍ଧୁଙ୍କ  ୯ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ଇଡି । ଗତକାଲି ଏହି ୯ ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଥିଲା। ତେଣୁ ଗତକାଲି ଇଡି ତାଙ୍କୁ…

ଅନ୍ୟ ପ୍ରଜାତି ତୁଳନାରେ ବେଶୀ ସଂକ୍ରାମକ ବିଏଫ.୭

ନୂଆଦିଲ୍ଲୀ: ଚୀନରେ ଅଣାୟତ୍ତ ହେଉଛି କରୋନା । କୋଭିଡ କଟକଣା ହଟିବା ପରେ ସ୍ଥିତି ସମ୍ପୂଣ୍ଣର୍ ବିଗିଡି ଯାଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି ।   ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଥିବା…

କବିତା : ଏମିତି ଜୀବନ

ଉମାକାନ୍ତ ଦାସ ଜୀବନ ଉଦ୍ଯାନେ ଫୁଟେ କେତେ ଫୁଲ ଫୁଟେ ପୁଣି କେତେ କଢି, କେ ବାସ ଚହଟେ ନ ଦେଖି କିରଣ ଗଛୁ ଯାଏ କିଏ ଝଡି।। ଜନନୀ ଜଠରୁ ଆସିଥିଲା ଯେବେ ଦେଇଥିଲା ରାଆ ରଡି, ରାମ ନାମ ନେଇ ସମାଜ କଲ୍ଯାଣେ ଉଠିବ ସେ ପୁଣି ଭିଡି ।। ଶୈଶବୁ କିଶୋର ହେଲା ପରେ ତାକୁ ଯୌବନ…

ଭାଷା ଭାଗବତ : ଆମର କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତା ହୋଇଲେ ଅଣାୟତ୍ତ ମନ ବି ହୁଏ ଆଂଦୋଳିତ ଅଯଥା କ୍ଷୁବ୍‌ଧ ଓ ବିଭ୍ରାଂତ ମଥା ବି ହୁଏ ପରିଶ୍ରାଂତ ଦୁଶ୍ଚିଂତା କଲେ ଶୀଘ୍ର ଦୂର ମନ ବି ହୁଏ ପରିଷ୍କାର ମର୍ଯାଦା ବଢ଼ଇ ବ୍ୟକ୍ତିର ହୁଏ ବହୁତ ଉପକାର ସ୍ମୃତିରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ଏବେ ପହଞ୍ଚି ଯାଇଛେ ଏକ ଗୁରୁତ୍ୱପୂର୍ଣ ମନ୍ଦିର ନିକଟରେ "ଶ୍ରୀ ନୀଳମାଧବ "ମନ୍ଦିର। ପାଖରେ, ପଞ୍ଚଶକ୍ତି ବା ମା…