Latest Odisha News

ଘାରିଛି ହକି ନିଶା : କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର: ଓଡ଼ିଶାବାସୀଙ୍କୁ ଘାରିଛି ହକି ନିଶା । ଗାଁଠୁ ସହର ସବୁଠି ଦେଖିବାକୁ ମିଳୁଛି ହକି ମାନିଆ । ଏଥିରୁ ବାଦ୍ ପଡିନାହାଁନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ । ଏଇ ଦୃଶ୍ୟ ହେଉଛି ହକି ସଚେତନତା ରଥ ଉଦଘାଟନୀ ଉତ୍ସବର । ନାଚ ଗୀତରେ ଫାଟିପଡୁଛି ଉଲୁଣ୍ଡା ବ୍ଲକ ଦକ୍ଷିଣୀପାଲି ଗାଁ ।…

ବୁମେରାଂ ହେଲା ରାହୁଲଙ୍କ ‘ପ୍ରେମ ଦୋକାନ’; ମୁହଁତୋଡ ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: ଘୃଣା ବଜାରରେ ରାହୁଲଙ୍କ ପ୍ରେମ ଦୋକାନ ବାର୍ତ୍ତା ବୁମେରାଂ ହେଲା । ପ୍ରେମର ସଉଦା ହୁଏନି । ପ୍ରେମ ବିକା ବା କିଣା ଯାଏନି..ଏମିତି କହି ରାହୁଲଙ୍କୁ   କଡା ସମାଲୋଚନା କରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ନଳୀନ କୋହଲି ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ…

ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋରଦାର : ସ୍ଥିତି ପରଖିଲେ ଅଗ୍ନିଶମ ସେବା ଡିଜି

ରାଉରକେଲା: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ ର  ମ୍ୟାଚ୍ । ଏଥିପାଇଁ ସଜେଇ ହେଉଛି ଷ୍ଟାଡିୟମ । ବିଭିନ୍ନ ପ୍ରକାର ପ୍ରସ୍ତୁତି କାମ ଆଗେଇ ଚାଲିଛି । ଦର୍ଶକଙ୍କ ବସିବାଠାରୁ ଆରମ୍ଭ କରି ଖେଳାଳିଙ୍କ ସୁରକ୍ଷା ପର୍ଯ୍ୟନ୍ତ ସବୁ କିଛି କାମକୁ ତଦାରଖ…

ସୁରକ୍ଷାରେ ରହିବ ତାଳଚେର, ଲାଗିବ ୧୨୩ଟି ସିସିଟିଭି କ୍ୟାମେରା

ତାଳଚେର : ସୁରକ୍ଷା ବଳୟ ଭିତରେ ରହିବ ତାଳଚେର । ଲାଗିବ ୧୨୩ଟି ସିସିଟିଭି କ୍ୟାମେରା । କୋଇଲା ଚୋରି ଓ ଡ଼କାୟତି ରୋକିବା ପାଇଁ ଠୋସ୍ ପଦକ୍ଷେପ । ଗାଡ଼ିମଟର ଚଳାଚଳ ଉପରେ ରହିବ କଡ଼ା ନଜର । ଖୁବ୍ ଶୀଘ୍ର ସିସିଟିଭି କାର୍ଯ୍ୟକ୍ଷମ ହେବ ବୋଲି ମତ ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

ହିନ୍ଦୀ ଶିକ୍ଷକଙ୍କ ଘରେ ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର:ପେଶାରେ ହିନ୍ଦୀ ଶିକ୍ଷକ। ହେଲା ଘରେ କରିଥିଲେ ଦେଶୀ ମଦ ଫ୍ୟାକ୍ଟ୍ରି। ଦୀର୍ଘ 15 ବର୍ଷ ଧରି ଏହି ବ୍ୟବସାୟ କରି ପୋଲିସ ଓ ଅବକାରି ବିଭାଗର ଅଧିକାରୀମାନେ ସୁରାକ୍ ପାଉନଥିଲେ।ଶେଷରେ ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଶନିବାର ମଦ ବିକ୍ରି କରୁଥିବା…

ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ ପାଇଁ ଝାରପଡା ଜେଲରେ କମିଶନରେଟ ପୋଲିସ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗର ହସ୍ତାକ୍ଷର ସଂଗ୍ରହ କଲା କମିଶନରେଟ ପୋଲିସ । ଏଥିପାଇଁ  ଝାରପଡା ଜେଲ ଯାଇଥିଲା କମିଶନରେଟ ପୋଲିସ ।  କମିଶନର ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାରପଡା ଜେଲକୁ  ଯାଇ ହସ୍ତାକ୍ଷର ସଂଗ୍ରହ କରିଛି । ହସ୍ତାକ୍ଷର ସଂଗ୍ରହ ପରେ  ଅର୍ଚ୍ଚନାଙ୍କ ଘରୁ…

ବିଦାୟ ୨୦୨୨ : ପ୍ରେମରେ ମିଳିଲା ପ୍ରତାରଣା, ମୃତ୍ୟୁର ରାସ୍ତା ଥିଲା ଶେଷ ଠିକଣା

ଭୁବନେଶ୍ୱର : ସରି ସରି ଆସୁଛି ବର୍ଷ ୨୦୨୨ । ଅନେକ ଆଶା ସୁନେଲି ସ୍ୱପ୍ନର ସହିତ ଆସିବ ବର୍ଷ ୨୦୨୩ । ଆସନ୍ତା ବର୍ଷରେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ । ହେଲେ ଚଳିତ ବର୍ଷ କିଛି ଏପରି ଘଟିଯାଇଛି ଯାହକୁ ନାଁ କେବେ ଭୁଲି ହେବ ନାଁ ଚାହିଁଲେ ମନରୁ ପାଶୋରି ହେବ । ସମଗ୍ର ଦେଶବାସୀଙ୍କୁ ଥରାଇ…

ନ୍ୟୁୟର୍କରେ ବମ୍ବ ସାଇକ୍ଲୋନ: ମାଇନସ ୪୫ ଡିଗ୍ରୀକୁ ଖସିଲା ତାପମାତ୍ରା

ଶିକାଗୋ: ଆମେରିକାରେ ବଡ ସମସ୍ୟା ସୃଷ୍ଟି କରୁଛି ବମ୍ବ ସାଇକ୍ଲୋନ । ରାସ୍ତାଘାଟ ଏବେ ଶୂନଶାନ । ତୁଷାର ଝଡକୁ ହ୍ରାସ ତାପମାତ୍ରା ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଶନିବାର ଏ ନେଇ ନ୍ୟୁୟର୍କରେ ଏର୍ମଜେନ୍ସି ଘୋଷଣା କରାଯାଇଛି । ପଶ୍ଚିମ ମୋଂଟାନା ରାଜ୍ୟରେ ତାପମାତ୍ରା ମାଇନସ ୪୫…

ବଜାରରେ ମିଳିଲା ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍, ଟିକା ନେବାର ପ୍ରକ୍ରିୟା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: କୋଭିଡ୍ ୧୯ ଭାରିଆଣ୍ଟ ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍  । ଏବେ ଘରୋଇ  ସଂସ୍ଥାରେ ମିଳିବ ଇଙ୍କୋଭାକ୍ । ୧୮ ବର୍ଷ କିମ୍ୱା ତଦୁର୍ଦ୍ଧ୍ୱ ବୟସ୍କ ଇଙ୍କୋଭାକ୍ ନାଜାଲ୍ ଡୋଜ୍ ନେଇପାରିବେ ।…

ଅକ୍ସିଜେନ ପ୍ରସ୍ତୁତ ରଖିବା ଓ ଚୀନ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟଗୁଡିକୁ ୬ ସୂତ୍ରୀ ଆଜଭାଇଜରୀ ଜାରି କରିଛି । କୋଭିଡ୍ ପାଇଁ ପ୍ରସ୍ତୁତ ରହିବାକୁ ଅକ୍ସିଜେନ ଷ୍ଟକ ରଖିବାକୁ ନିର୍ଦ୍ଦେଶ ରହିଛି । ଚୀନ ଓ ଜାପାନ ଫେରନ୍ତାଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଭାରତରେ BF.7 ଭାରିଆଣ୍ଟ…