ଡିଏନଏ ରିପୋର୍ଟ ଗୋଳମାଳିଆ ହେବାରୁ ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ ପଡିଥିଲା କି ଚାପ ?
ଭୁବନେଶ୍ୱର : ହାଇଦ୍ରାବାଦ ନାସନାଲ ଲାବରଟୋରୀ ରିପୋର୍ଟ ଗୋବିନ୍ଦଙ୍କ ପାଇଁ କାଳ ସାଜିଲା କି ? ଲାବରଟୋରୀରୁ ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଚିନ୍ତା ବଢି ଯାଇଥିଲା କି ଅସଲି ଆସାମୀଙ୍କର ? ଆଉ ଏହି ରିପୋର୍ଟ ମହଙ୍ଗା ପଡିଲାକି ଗୋବିନ୍ଦଙ୍କ ପାଇଁ ? ସତ ପଦାକୁ ଆସିବା ଭୟରେ…