କ୍ରିକେଟ ଖେଳ ବେଳେ ବଚସାରୁ ଗୁଳିକାଣ୍ଡ, ଦୁଇ ଅଭିଯୁକ୍ତ ଗିରଫ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ କରିବା ଅଭିଯୋଗରେ ମଙ୍ଗଳବାର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସୁରେଶ କୁମାର ଓ ରାଜୁ ସିଂଙ୍କୁ ଗିରଫ କରାଯାଇଛି। ରାହୁଲ ଦାସ ନାମକ ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ଏହି ଗିରଫ…